୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ରବିବାର ଦିନ ଆଠଗଡ ମୁଣ୍ଡଳୀ ସ୍ଥିତ ବାଘେରା ରେ ଥିବା ଶ୍ରୀ କ୍ଷେତ୍ର ଗୋଶାଳା ରେ “”ଜଗ ଚାକର ସଂଘ”” ର ଅlନୁକୂଲ୍ୟ ରେ ସମସ୍ତ କର୍ମୀ ମନେ ମିଶି ସେଠାରେ ଗୋସେବା, ଗୋ ଖାଦ୍ୟ, କୁଣ୍ଡ, ପଘା ଓ ଆର୍ଥିକ ସାହାଯ୍ୟ
ପ୍ରଦାନ କରି ସମାଜ କୁ ସନାତନ ଧର୍ମ ଓ ସଂସ୍କୃତି, ଗୋମାତା ଙ୍କୁ ପୁନଃରୁଦ୍ଧନ କରିବାର ଗୋଟେ ନୂଆ ପ୍ରୟାସ କରିଆସୁଛି l ସେଠାରେ ସମସ୍ତ ସାଧୁ ସନ୍ଥଙ୍କ ସାନିଧ୍ୟ୍ୟ ମlଧ୍ୟାନରେ ଭଜନ କୀର୍ତ୍ତନ ଓ ସତସଙ୍ଗ ରେ ଶ୍ରୀ କ୍ଷେତ୍ର ଗୋଶାଳା ଗୋଟେ ଅlଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l
ଜଗା ଚାକର ସଂଘ ର ସମସ୍ତ କର୍ମୀ ମନେ ବହୁ ଉତ୍କୃଷ୍ଟା ସହିତ ଗୋମାତା ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ l ସାଧୁ ସନ୍ଥ ତାଙ୍କ ଅଧିଭାଷଣ ମlଧ୍ୟାନର ସମାଜ କୁ ଏହି ବକ୍ତବ୍ୟ ଦେଉଥିଲେ କି ଗୋମାତାଙ୍କୁ କୌଣସି କ୍ଷତି ନ ପହଂଚାଇ ତାଙ୍କୁ ସୁରକ୍ଷା ଦବାରେ ‘ ଜଗା ଚାକର ସଂଘ ‘ ର ଭୂମିକା ବହୁ ଉଚକୋଟିର ଥିଲା l