No Result
View All Result
୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଭୁବନେଶ୍ୱର :-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମାହାଙ୍ଗା ବ୍ଳକ ଜେ ଏନ କଲେଜ କୁଆଁପାଳ ପରିସର ଭିତରେ ଓଡିଶା ମୋ ପରିବାର ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଏହାର ଶୁଭଉଦଘାଟନ କରିବା ସହିତ ସମସ୍ତ ରକ୍ତ ଦାନ କରୁଥିବା ସଦସ୍ୟମାନଙ୍କୁ ଶ୍ରୀଯୁକ୍ତ ଜେନା ମହୋଦୟ ଅନ୍ୟବାଦ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ସେପ୍ଟାଲ ରେଡକ୍ରସ୍ ତରଫରୁ ବ୍ଳତ ବ୍ୟାଙ୍କ ର କର୍ମଚାରୀ ମାନେ ପ୍ରାୟ ୬୦୦ ରୁ ଉର୍ଦ୍ଧ ୟୁନିଟ ବ୍ଲଡ଼ ସଂଗ୍ରହ କରିଥିଲେ ।
ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉତ୍ସବରେ B J D ର ନେତ୍ରୁ ମଣ୍ଡଳୀ ମାନଙ୍କ ସହିତ , କଲେଜ ର ଛାତ୍ରଛାତ୍ରୀ ମାନେ ମିଳିମିଶି କେକ କାଟିବା ସହିତ C m ଙ୍କ ଦିର୍ଘାୟୁ କାମନା କରିଥିଲେ । ଏହି ରକ୍ତଦାନ ପାଇଁଁ ମାହାଙ୍ଗାର ସମସ୍ତ ପଞ୍ଚାୟତ ରୁ ବହୁ ସଂଖ୍ୟା ରେ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ -୩୭ ଗୋଟି ସରପଞ୍ଚ ନୋମିନି ଆଉ ଜିଲ୍ଲା ପରିଷଦ ମେମ୍ବର ମାାନେ ମଧ୍ୟ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ତୁଲେଇ ନେଇଥିଲେ ।
No Result
View All Result