• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ଅଣ୍ଡା ଦିବସ ପାଳନ କରନ୍ତୁ : ଅଣ୍ଡା ଓ ପୋଲ୍‌ଟ୍ରି ବା କୁକୁଡା ଚାଷର ମୂଲ୍ୟ ଶୃଙ୍ଖଳାର କ୍ଷମତାକୁ ଉନ୍ମୋଚନ

Proprietor Abhimanyu Maharana by Proprietor Abhimanyu Maharana
October 14, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବିଶ୍ୱ ଅଣ୍ଡା ଦିବସ ପାଳନ କରନ୍ତୁ : ଅଣ୍ଡା ଓ ପୋଲ୍‌ଟ୍ରି ବା କୁକୁଡା ଚାଷର ମୂଲ୍ୟ ଶୃଙ୍ଖଳାର କ୍ଷମତାକୁ ଉନ୍ମୋଚନ
Share on FacebookShare on TwitterWhatsapp
  • ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାର୍‌ଗିଲ୍‌ର ହ୍ୟାଚିଙ୍ଗ୍ ହୋପ୍ ଅଭିଯାନ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ହେଫର୍ ଇଂଟରନ୍ୟାଶନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲ୍‌ଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାର୍‌ଗିଲ୍ ସହିତ ଓଡିଶାରେ ହେଫର୍‌ର ଫ୍ଲାଗ୍‌ସିପ୍ ଅଭିଯାନ, ଦ ହ୍ୟାଚିଙ୍ଗ୍ ହୋପ୍ ପ୍ରୋଜେକ୍ଟ କୁକୁଡା ଉତ୍ପାଦନ, ଉପଯୋଗ ଓ ପ୍ରୋତ୍ସାହନ ମାଧ୍ୟମରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ମିଲିୟନ ଲୋକଙ୍କର ପୋଷଣ ଓ ଅର୍ଥନୈତିକ ଜୀବିକାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ଏହି ପ୍ରୋଗ୍ରାମ ଏହାର ୫ମ ବର୍ଷରେ ପରିଚାଳନା କରୁଛି ଏବଂ ଏହା କୁପୋଷଣକୁ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛି । ଏହା ଗ୍ରାମାଂଚଳର ମହିଳାମାନଙ୍କୁ ତାଲିମ୍ ଓ ସଂଶାଧନ ପ୍ରଦାନ କରି ସଶକ୍ତ କରୁଛି ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ପରିବେଶ ପ୍ରଭାବକୁ ୍‌ହ୍ରାସ କରୁଥିବା ଦକ୍ଷ କୁକୁଡା ଉତ୍ପାଦନ ଅଭ୍ୟାସ ଶିଖାଉଛି । କାର୍‌ଗିଲ୍ ଦ୍ୱାରା ସମର୍ଥିତ ହ୍ୟାଚିଙ୍ଗ୍ ହୋପ୍ ଭାରତର ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ପରିଚାଳିତ ହେଉଛି ଏବଂ ୨୦୧୮ରେ ଲଂଚ୍ ପରଠାରୁ ଉଲ୍ଲେଖନୀୟ ପ୍ରଗତି କରିଛି ।

ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ୩୦,୦୦୦ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିଛି, ୧୦ଟି ହାଚେରି ଓ ୩୦ଟି ଫିଡ୍ ମିଲ୍‌କୁ ସହଯୋଗ କରିବା ସହିତ ୩୦୦୦ ମଡେଲ ପୋଲ୍‌ଟ୍ରି ହାଉସ୍‌ର ବିକାଶ ଏବଂ ଓଡିଶାରେ ୨୦୦ରୁ ଅଧିକ କମ୍ୟୁନିଟି ଆଗ୍ରୋ ଭେଟେନାରୀ ଏଂଟ୍ରପ୍ରେନ୍ୟୋର୍‌ଙ୍କ ଏକ ଗୋଷ୍ଠୀକୁ ପ୍ରଶିକ୍ଷିତ କରିବାରେ ସହଯୋଗ କରିଛି । କାର୍‌ଗିଲ୍‌ରେ କର୍ପୋରେଟ୍ ଦାୟିତ୍ୱ ଓ ସ୍ଥାୟୀ ବିକାଶ ବିଭାଗ (ଏସିଆ ପାସିଫିକ୍‌)ର ଆଂଚଳିକ ନିର୍ଦ୍ଦେଶକ ଦୀପନ୍ୱିତା କହିଛନ୍ତି, “କ୍ଷୁଦ୍ର ଚାଷି ମହିଳା ଗୋଷ୍ଠୀଙ୍କ ପାଇଁ ଆତ୍ମ-ନିର୍ଭରଶୀଳ ମଡେଲ ନିର୍ମାଣ ଦିଗରେ କାର୍ଗିଲ କିପରି ବିନିଯୋଗ କରୁଛି ତାହାର ଏକ ଉତମ ଉଦାହରଣ ହେଉଛି ହ୍ୟାଚିଙ୍ଗ ହୋପ ଭଳି ଗ୍ଲୋବାଲ ପଦକ୍ଷେପ କାର୍ଯ୍ୟକ୍ରମ । ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ହେଫର ସହିତ ଆମର ସହଭାଗୀତା କ୍ଷୁଦ୍ର ଚାଷିମାନଙ୍କୁ ସେମାନଙ୍କ ଜୀବନଧାରଣର ଆୟରେ ଉନ୍ନତି ଆଣିବାର ଲକ୍ଷ୍ୟ ସହିତ ସେମାନଙ୍କୁ ସ୍ଥାୟୀ କୁକୁଡ଼ା ପାଳନ ଅଭ୍ୟାସ ଉପରେ ପ୍ରଶିକ୍ଷଣ ପ୍ରଦାନ କରି ତଥା ବଜାର ପହଂଚ ପ୍ରଦାନ କରି ସେମାନଙ୍କର ସୁଗମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି ।

ଏହି ପଦକ୍ଷେପରେ ଗ୍ରାମୀଣ ମହିଳା କୃଷକମାନଙ୍କର ଅଂଶଗ୍ରହଣ ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ପ୍ରମୁଖ ଉପାଦାନ ଏବଂ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ଅର୍ଥନୈତିକ ସ୍ୱାଧିନତା ସହିତ ଅନେକ ମହିଳା କୃଷକ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ପୋଷଣ ଏବଂ ସେମାନଙ୍କର ପିଲାମାନଙ୍କ ପାଇଁ ଉନ୍ନତ ଶିକ୍ଷା ପାଇଁ ଉନ୍ନତ ବିକଳ୍ପ ଚୟନ କରିବାରେ ସକ୍ଷମ ହୋଇଛନ୍ତି ।” ହେଫର୍ ଇଣ୍ଡିଆର କଂଟ୍ରି ଡାଇରେକ୍ଟର ରିନା ସୋନି କହିଛନ୍ତି, “ହେଫର୍ ଇଂଟରନ୍ୟାଶନାଲରେ ଆମର ଲକ୍ଷ୍ୟ ହେଉଛି ପୃଥିବୀର ଯତ୍ନ ନେବା ସହିତ କ୍ଷୁଧା ଓ ଦାରିଦ୍ର‌୍ୟତା ଦୂର କରିବା । ଦ ହ୍ୟାଚିଙ୍ଗ୍ ହୋପ୍

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version