୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବିଜେପିର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ର ତେନ୍ତୁଳି ମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଉଡାର ଗ୍ରାମରେ ବିଜେପିର ରାଜ୍ଯ ସଭାପତି ମନମୋହନ ସାମଲ , ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନସିଂହଦେଓ ବଲାଙ୍ଗିର ସଂସାଦ ସଙ୍ଗୀତ କୁମାରୀ ସିଂ ଦେ, ଜିଲ୍ଲା ସଭାପତି

ଶିବାଜୀ ମହାନ୍ତି ଏବଂ ବିକେପି କର୍ମୀ କର୍ମ କର୍ତ୍ତା ସାମିଲ ହେଇ ବାଗଉଡାର ଗ୍ରାମ ର ପ୍ରତେକ ଘରୁ ମାଟି ସଂଗ୍ରହ କରି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କରା ଯାଇ ଥିଲା ।ହୋଇଯାଇଛି। ଶେଷରେ ବାଗଉଡାର ଗାଁ ର ସହିଦ୍ ପ୍ରତାପ ନିଆଲ ପରିବାର କୁ ଭେଟି ସମବେଦନା ଜଣାଇ ଥିଲେ।
















