No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବେଲପଡା ବ୍ଳକ ମଣ୍ଡଳ ସ୍ଥିତ ଜଗନ୍ନାଥ ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆମ ଅନୁଷ୍ଠାନ ଓ ରେଡ଼କ୍ରସ୍ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଳି ବିରମାହାରାଜପୁର ଓ ଜିଲ୍ଲା ରେଡକ୍ରସ ଙ୍କ ମିଳିତ ଆନ୍ୟୁକୁଲ୍ୟ ରେ ଅନୁଷ୍ଠିତ ଶିବିର ରେ ପ୍ରାୟ ୮୦ ଜଣ ଙ୍କ ଲୋକ ଚକ୍ଷୁ ପରିକ୍ଷା କରାଯାଇଥିଲା ।
ଶିବିର ରେ ଜିଲ୍ଲା ସଂଯୋଜକ ଦୈତାରୀ ପୂଝାରୀ ,ଆମ ଅନୁଷ୍ଠାନ ର ଅଧ୍ୟକ୍ଷ ଅମ୍ବରିଶ ମେହେର ,ରେଡ଼କ୍ରସ୍ କାଉନସିଲର ମିସ୍ ସଂଗୀତା ମେହେର ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ,ସାମ୍ବାଦିକ ,ସ୍କୁଲ ର ସମସ୍ତ ଷ୍ଟାପ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

No Result
View All Result