No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଲପଡା :-> ବେଲପଡ଼ା ଦୁର୍ଗା ପୂଜା କମିଟି ତରଫରୁ ବେଲପଡ଼ାରେ ଥିବା ଦୁର୍ଗା ମନ୍ଦିର ରାସ୍ତା ପାର୍ଶ୍ବରେ ଥିବାରୁ ଯାତାୟାତ ରେ ଘୋର ଅସୁବିଧା ହେବା ସହ ଯାନବାହନ ଚଳଚଳା ରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।
ଏନେଇ ନୂତନ ମନ୍ଦିର ପାଇଁ ଜାଗା ଯୋଗାଇଦେବାକୁ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସଭାପତି ମଧୁସୂଦନ ଦାସ, ଉପସଭାପତି ଜନାର୍ଦନ ସିଂ,ଜିତୁ ନାଏକ, ଦୁର୍ଯୋଧନ କୁମ୍ଭାର,ବିଜୟ କୁମାର ମେହେର,ରାଜିନ ସେଠ୍,ଚତ୍ରୁ ବୁଡ଼େକ,ବିରେନ୍ଦ୍ର ମିଶ୍ର,ସହଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result