୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା -> ଜଟଣୀ ସୋଫିଟୋରିୟୋମ ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଯଶଶ୍ଵି ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜଟଣୀ ବ୍ଲକ ପଦନପୂର୍ ପଞ୍ଚାୟତ ବେଲପଡ଼ା ଗ୍ରମସ୍ଥିତ ନାଗେଶ୍ଵର ମନ୍ଦିର ପରିସର ଚତୃପାର୍ଶ୍ଵ ସଫା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତ, ଟୁକୁନି ପାଣିଗ୍ରାହୀ, ସସ୍ମିତା ମହାନ୍ତି, ସଂଯୁକ୍ତା ମହାରଣା, ପ୍ରଯୋଜିତା ମାର୍ଥା ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।
















