ଓଡ଼ିଶାରେ ୩,୦୨,୭୮୦ ଟି ନମୁନା ପରୀକ୍ଷା କରାଯାଇଛି,୧୦,୦୯୭ ଜଣ ପଜିଟିଭ୍‌ ଚିହ୍ନଟ,୬,୭୦୩ ଜଣ ସୁସ୍ଥ,୪୨ ଜଣ ମୃତ୍ୟୁ ହୋଇଛି ।

ଓଡିଶା ତାଜା ନ୍ୟୁଜ୍ (୦୭ ଜୁଲାଇ ମଙ୍ଗଳବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୦୨,୭୮୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦,୦୯୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୬,୭୦୩ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା-୨୧୭) ୪୨ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୪୦ ରହିଛି । ୩,୫୫୭ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।