• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱ ରୋଜ ଦିବସ : ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଯତ୍ନ ପାଇଁ ଏକ ଅଗ୍ରଣୀ ପ୍ରତିଷ୍ଠାନ

Proprietor Abhimanyu Maharana by Proprietor Abhimanyu Maharana
September 25, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିଶ୍ୱ ରୋଜ ଦିବସ : ବେଦାନ୍ତର ବାଲକୋ ମେଡିକାଲ ସେଂଟର ଭାରତରେ କ୍ୟାନସର ଯତ୍ନ ପାଇଁ ଏକ ଅଗ୍ରଣୀ ପ୍ରତିଷ୍ଠାନ

Untitled design - 1

Share on FacebookShare on TwitterWhatsapp

ଏହି ଅବସରରେ ବାଲକୋ ମେଡିକାଲ ସେଂଟର କେତେଗୁଡ଼ିଏ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ ସଚେତନତା ଓ ଯୋଗ ଅଧିବେଶନ ଆୟୋଜନ କରିଥିଲା

୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଶ୍ୱ ରୋଜ ଦିବସରେ ବେଦାନ୍ତର ବାଲକୋ ମେଡିକାଲ ସେଂଟର, ଭାରତର ଅନ୍ୟତମ ପ୍ରମୁଖ କ୍ୟାନସର ଚିକିତ୍ସା କେନ୍ଦ୍ର, କ୍ୟାନସର ରୋଗୀଙ୍କୁ ବିଶେଷ କରି ଭାରତର ଗ୍ରାମାଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ତାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ୨୦୧୮ରେ ଶୁଭାରମ୍ଭ ହେବା ପରଠାରୁ ଏହି ଅତ୍ୟାଧୁନିକ କ୍ୟାନସର ଚିକିତ୍ସା କେନ୍ଦ୍ର ଭାରତରେ ଅଙ୍କୋଲୋଜିକାଲ କେୟାର ଲ୍ୟାଣ୍ଡସ୍କେପରେ ନିଜକୁ ଜାତୀୟ ନେତା ଭାବେ ପ୍ରତିଷ୍ଠିତ କରିବାକୁ ଆଗେଇ ଆସିଛି । ବିଶ୍ୱ ରୋଜ ଦିବସ ଅବସରରେ ବିଏମସି ସଚେତନତା ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲା । ଏହା ଦ୍ୱାରା କ୍ୟାନସର ବିରୁଦ୍ଧରେ ସଂଗ୍ରାମ କରୁଥିବା ଲୋକମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥିଲା ।

ବିଶ୍ୱ ରୋଜ ଦିବସ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଇଥାଏ, ଯାହା ଆଜି ରୋଗୀମାନଙ୍କ ଭିତରେ ଅନ୍ୟତମ । କ୍ୟାନସର ରୋଗକୁ ରୋକିବା ଓ ସଫଳତାର ସହ ହ୍ରାସ କରିବା ଲାଗି ଗୁଣମାନର ଚିକିତ୍ସା ଦ୍ୱାରା ଏହା ସମ୍ଭବ ହୋଇପାରେ । ଏହି ଅବସରରେ ବିଏମସି ମଧ୍ୟ ନିଜର ଗୁଣମାନର ରୋଗୀ ସହାୟତା ନେଟୱର୍କ ସମର୍ଥ ସହଯୋଗରେ ଏକ ସୂଚନା ପ୍ରଦାନ କରିଥିଲା । ଏହି ଅଧିବଶେନରେ ରୋଗୀ ଓ ସେମାନଙ୍କ ପରିବାରକୁ କ୍ୟାନସର ସମ୍ବନ୍ଧୀୟ ସମସ୍ୟା ବିଷୟରେ ଜରୁରୀ ଜ୍ଞାନ ସହିତ ସଶକ୍ତ କରିଥିଲା । ଏଥିରେ ଯୋଗ ଅଧିବେଶନ ରଖାଯାଇଥିଲା । ଅଂଶଗ୍ରହଣକାରୀମାନେ ସାମଗ୍ରୀକ ସୁସ୍ଥତା ବଜାୟ ରକ୍ଷା ପାଇଁ ସୂଚନା ପ୍ରାପ୍ତ କରିଥିଲେ । ଉନ୍ନତ ରାଡିଏସନ ଥେରାପି, କେମୋଥେରାପି, ଆଣବିକ ଔଷଧ, ସର୍ଜରୀ,

ଇମ୍ୟୁନୋଥେରାପି, ରକ୍ତ ସମ୍ବନ୍ଧୀୟ ସମସ୍ୟା, ପ୍ଲାଷ୍ଟିକ ଓ ରିକନଷ୍ଟ୍ରକଟିଭ ସର୍ଜରୀ, ଯନ୍ତ୍ରଣା ଓ ପାଲିଏଟିଭ କେୟାର ପାଇଁ ବାଲକୋ ମେଡିକାଲ କେନ୍ଦ୍ର ଭାରତରେ ସବୁଠାରୁ ପସନ୍ଦିତ ଅଙ୍କୋଲୋଜି ହସପିଟାଲ । ଛତିଶଗଡ଼ର ରାୟପୁରରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ୧୭୦ ବେଡ ଓ ଅତ୍ୟାଧୁନିକ ରୋଗ ନିରୂପଣ ବ୍ୟବସ୍ଥା ଓ ଚିକିତ୍ସା ସୁବିଧା ରହିଛି । ଆରମ୍ଭରୁ ବିଏମସି ୩୫,୦୦୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଘରୋଇ କ୍ୟାନସର ଚିକିତ୍ସା, ସଚେତନତା, ଭିତିଭୂମି ଓ ପାରଦର୍ଶିତା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରି ସେବା ଯୋଗାଇ ଦେଉଛି । ମୁମ୍ବାଇର ଟାଟା ମେମୋରିଆଲ ସେଂଟର ଓ ଜେନୋମିକ୍ସ ବାୟୋଟେକରେ ବିଶେଷଜ୍ଞ ଅନୁଭା ସହିତ ବିସ୍ତୃତ ଅନୁସନ୍ଧାନ କାର୍ଯ୍ୟ ପାଇଁ ସହଭାଗୀତା କରୁଛି ।

ଏହି ଅବସରରେ ବାଲକୋ ମେଡିକାଲର ଅଧ୍ୟକ୍ଷ ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ କହିଛନ୍ତିଯେ ଆମେ ଏହା ବିଶ୍ୱାସ କରୁ ସୁସ୍ଥ ସମାଜ ରାଷ୍ଟ୍ର ବିକାଶ ସହଯୋଗର ଅଂଶୀଦାର । କ୍ୟାନସର ରୋଗ ପାଇଁ ଗୁଣାତ୍ମକ ସେବା ଯୋଗାଇବା ଓ ସମାଜକୁ ସୁସ୍ଥ ରଖିବାରେ ଏକ ସକ୍ରିୟ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଆମର ଉଦ୍ଦେଶ୍ୟ । ଆମେ ସମାଜରେ ଏକ ପରିବର୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ । ବାଲକୋ ମେଡିକାଲ ସେଂଟରର ପ୍ରୟାସକୁ ପ୍ରଶଂସା କରି ମେଡିକାଲ ନିର୍ଦ୍ଦେଶକ ଡ. ଭାବନା ଶିରୋହୀ କହିଛନ୍ତିଯେ ବିଶ୍ୱରେ କ୍ୟାନସର ରୋଗୀଙ୍କ ମନରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରୋଜ ଡେ ପାଳନ କରାଯାଇଥାଏ । ବାଲକୋ ମେଡିକାଲ ସେଂଟରରେ ବିଶେଷଜ୍ଞ ଓ ଡାକ୍ତର ତଥା କର୍ମଚାରୀଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ପରିଚାଳିତ ।

ଏଠାରେ ବିଶ୍ୱ ଶ୍ରେଣୀୟ ଚିକିତ୍ସା ସେବା ଓ ଅତ୍ୟାଧୁନିକ ବୈଷୟିକୀ ଜ୍ଞାନ କୌଶଳର ପ୍ରୟୋଗ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହେବ । ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନଙ୍କ ଅଧିନରେ ସ୍ଥାପିତ ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ବାଲକୋ ମେଡିକାଲ ଗୁଣାତ୍ମକ ଚିକିତ୍ସା ସେବା ଜରୀଆରେ ଲକ୍ଷ ଲକ୍ଷ ରୋଗୀଙ୍କ ମୁହଁରେ ହସ ଫୁଟାଉଛି । ବିଏମସିର ବ୍ୟାପକ ରୋଷ୍ଟର ପ୍ରଖ୍ୟାତ କ୍ୟାନସର ବିଶେଷଜ୍ଞ ମାନଙ୍କୁ ନେଇ ବିଭିନ୍ନ ପ୍ରକାର କ୍ୟାନସର ରୋଗର ପ୍ରତିଷେଧକ ସ୍କ୍ରିନିଂ କରିଥାନ୍ତି ଓ ଆରୋଗ୍ୟ ପାଇଁ ଯତ୍ନ ନେଇଥାନ୍ତି । କେନ୍ଦ୍ରରେ ଉତ୍ସର୍ଗୀକୃତ କର୍ମଚାରୀ ଓ ବିଶେଷଜ୍ଞମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ରୋଗୀ ସଚେତନତା ସୃଷ୍ଟି କରନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version