• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୦୭ ଜୁଲାଇ ମଙ୍ଗଳବାର – ଜାଣନ୍ତୁ ଆପଣଙ୍କର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
July 7, 2020
in Uncategorized, ଓଡ଼ିଶା, ଦେଶ, ରାଶିଫଳ, ହୋମ୍
0
୦୭ ଜୁଲାଇ ମଙ୍ଗଳବାର – ଜାଣନ୍ତୁ ଆପଣଙ୍କର ରାଶିଫଳ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ( ୦୭ ଜୁଲାଇ ମଙ୍ଗଳବାର) ଭୁବନେଶ୍ୱର :- ମେଷ : ଆଜି ଆପଣ ନୂତନ ଯୋଜନା କରିବେ । ପରିବାର ସହିତ ମସ୍ତି ବି କରିବେ । କେବଳ ନିଜର ପ୍ରୟାସରେ ଆପଣଙ୍କୁ ଲୋକପ୍ରିୟତା ଓ ସାମାଜିକ ସମ୍ମାନ ପ୍ରାପ୍ତ ହେବ । କିଛି କ୍ଷେତ୍ରର ଲୋକମାନଙ୍କ ଆର୍ଥିକ ବୁଦ୍ଧି ହେବାର ଯୋଗ ବି ଅଛି । ସରକାରୀ କାମରେ ସଫଳତା ମିଳିପାରେ । ମନରେ ଉତ୍ସାହ ବଢିବ । ଯାହା ଦ୍ଵାରା ସମସ୍ତ କାମ ଜଲ୍ଦି ଜଲ୍ଦି ହୋଇଯିବେ । କାର୍ଯ୍ୟର ସଫଳତା ଆବିସ ମିଳିବ । ଅନ୍ଧବିଶ୍ଵାସ ଠାରୁ ଦୂରେଇ ରୁହନ୍ତୁ ।

ବୃଷ : ଆଜି ଆପଣ ଚିନ୍ତା କରିଥିବା କମ ପୁରା ହୋଇଯିବ । କିଛି ଲୋକମାନଙ୍କ ସହ ସମ୍ବନ୍ଧ ଭଲ ରହିବ ତ ଅନ୍ୟ ପଟେ ଅନ୍ୟ କିଛି ଲୋକମାନଅଙ୍କ ସହ ସମ୍ବନ୍ଧ ଖରାପ ହେବ । ସନ୍ତାନମାନଙ୍କ ଉନ୍ନତି ହେବ । ପୂର୍ବ କାର୍ଯ୍ୟର ଫଳ ଆପଣଙ୍କୁ ବର୍ତ୍ତମାନ ମିଳିବ । ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ । ଜୀବନରେ ସମ୍ପର୍କର ମୂଲ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଭାଇମାନଙ୍କ ପ୍ରତି ସହଯୋଗର ଭାବନା ଜାଗୃତ ହେବ ।

ମିଥୁନ : ଆଜି ସାମାଜିକ କ୍ଷେତ୍ରରେ ଆପଣ ସକ୍ରିୟ ରହି ପାରନ୍ତି । ଗଣେଶଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ବ୍ୟାପାର ଭଲ ଲାଭ ମିଳିବ । ଏହି ସମୟରେ କିଛି ନିଷ୍ପତି ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସାହାର୍ଯ୍ୟ କରିବେ । ଆପଣଙ୍କ କ୍ଷତି ହେବ ନାହିଁ । ଶତ୍ରୁମାନଙ୍କ ସଂଖ୍ୟା ବଢିବ । ପାରିବାରିକ ଜୀବନରେ ଚିନ୍ତା ବଢିବାର ସମ୍ଭାବନା ଅଛି । ଅଚଳ ସମ୍ପତ୍ତି କ୍ରୟ କରିବାର ଯୋଗ ଅଛି । ପୁରୁଣା କାମରେ ଫଳ ମିଳିବ ।

କର୍କଟ : ଆଜି ସ୍ୱାସ୍ଥ୍ୟ ନରମ ରହିବ । ଆପଣ ନିଜର ପ୍ରିୟଜନ ଓ ବୟସ୍କ ବ୍ୟକ୍ତିଙ୍କ ଦେଖାଶୁଣା କରିବେ । କାରୋବାରରେ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ପିଲାମାନଙ୍କ ସହିତ ମନୋରଞ୍ଜନରେ ସମୟ ବ୍ୟତିତ କରିବେ । ବ୍ୟାପାରରେ ମଧ୍ୟମ ସ୍ତରରେ ହେବ । ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇପାରେ । କୌଣସି ଅଜଣା ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିପାରେ ।

ସିଂହ : ଆଜି ଆପଣଙ୍କୁ ଖାସ କମାରେ ଅନୁଭବ ମିଳିବ । ଲୋକମାନଙ୍କ ସାହାର୍ଯ୍ୟ ମିଳିପାରେ । ଆପଣଙ୍କ ବିରୋଧୀ ଆପଣଙ୍କ ଉପରେ ହାବି ରହିବେ । ପାରିବାରିକ ସମସ୍ୟାକୁ ସମାଧାନ କରନ୍ତୁ । ଛାତ୍ରମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଉଚିତ । କରଜର ଚିନ୍ତା ରହିବ । ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟରେ ଅନୁକୂଳ ସ୍ଥିତି ରହିବ । ନିଜର ସମ୍ପର୍କକୁ ବୁଝିବାକୁ ଚେଷ୍ଟା କରନ୍ତୁ । ସନ୍ତାନଙ୍କ କାର୍ଯ୍ୟ ଦ୍ଵାରା ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିବ ।

କନ୍ୟା : ଆଜି ଆର୍ଥିକ ପକ୍ଷ ମଜବୁତ ରହିବ । ଏହି ରାଶିର ଛାତ୍ରମାନଙ୍କୁ ନିଜର ଶିକ୍ଷକମାନଙ୍କ ପୁରା ସହଯୋଗ ମିଳିବ । ଏହି ସମୟରେ ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ । ଦୈନିକ କାର୍ଯ୍ୟ ବାଧିତ ହୋଇପାରେ । ଏହି ସମୟରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ । ସମୟର ଉପଯୋଗ କରି ଆପଣ ବିଭିନ୍ନ ଉପାୟରେ ଆର୍ଥିକ ଲାଭ ମିଳିବ । ପ୍ରଗତିର ଅବସର ମିଳିବ । ଘରକୁ ପରିଷ୍କାର କରନ୍ତୁ । କୌଣସି ଖାସ ବ୍ୟକ୍ତି କାମ କାର୍ଯ୍ୟ ମାମଲାରେ ଆପଣଙ୍କୁ ସାହାର୍ଯ୍ୟ କରି ପାରନ୍ତି ।

ତୁଳା : ଆଜି ଅଫିସରେ କାମ ଅଧିକ ରହିବ । ଏହା ସହିତ ଆପଣଙ୍କୁ ଅଳ୍ପ କ୍ଳାନ୍ତ ଅନୁଭବ ହେବ । ଆଳସ୍ୟ ଛାଡି କାମରେ ଅଧିକ ଧ୍ୟାନ ଦିଅନ୍ତୁ । ସମୟର ସଦୁପଯୋଗ କରନ୍ତୁ । ଦିନ ମାଧ୍ୟମ ରହିବ । ଆର୍ଥିକ ହାନିର ଯୋଗ ଅଛି । ଆଜି କରଜ ନେବା କିମ୍ବା ଦେବା ଠାରୁ ବଞ୍ଚନ୍ତୁ । ଆପଣଙ୍କ ଗ୍ରହର ସ୍ଥ୍ତିସ୍ଥିତି ଅନୁସାରେ ଆପଣଙ୍କୁ ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ପେଟର ସମସ୍ୟା ହୋଇପାରେ । ପରିବାରରେ ସୁଖମୟ ସ୍ଥିତି ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ସମୃଦ୍ଧ ରହିବ ।

ବିଚ୍ଛା : ଆପଣଙ୍କ ପାରିବାରିକ ସମ୍ପର୍କ ମଜବୁତ ହେବ । ଅଳ୍ପ ପରିଶ୍ରମ ଦ୍ଵାରା ଆପଣଙ୍କୁ ସହଜରେ ସଫଳତା ମିଳିଯିବ । ଆଜି ବୈବାହିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ଆପଣ ନିଜର ଲକ୍ଷକୁ ପୁରା କରିବା ପାଇଁ ଆଗକୁ ବଢିବ । ଆପଣଙ୍କୁ ନିଜ ଜୀବନରେ ସଂଘର୍ଷର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ଖରାପ ରହିବ । ଖାଦ୍ୟପାନ ପ୍ରତି ବିଶେଷ ସାବଧାନ ରୁହନ୍ତୁ । ଘରେଲୁ ସଂଘର୍ଷ କରିବା ଦ୍ଵାରା ମାନସିକ ଚିନ୍ତା ରହିବ । ଜୀବନସାଥିଙ୍କ ସହ ବିବାଦ ହୋଇପାରେ ।

ଧନୁ : ଆଜି ଅଫିସରେ ସମସ୍ତ ଲୋକମାନଙ୍କ ସହ ତାଳମେଳ ରହିବ । ଆପଣ ସନ୍ଧ୍ୟା ସମୟରେ କୌଣସି ବନ୍ଧୁଙ୍କ ସହ ସାକ୍ଷାତ କରିବେ । କୌଣସି ପୁରୁଣା ମିତ୍ର ଆପଣଙ୍କୁ ଆନନ୍ଦିତ କରିବେ । ଆଖପାଖର ଲୋକମାନଙ୍କ ଯୋଗୁ ବି ଆପଣ ଆନନ୍ଦିତ ରହିବେ । ଯାତ୍ରା ସଫଳ ଓ ଉତ୍ସାହ ପୂର୍ଣ ରହିବ । ଆପଣ ଯେଉଁ ବ୍ୟକ୍ତିଙ୍କ ଅପେକ୍ଷା କରୁଥିଲେ ସେ ଆଜି ଆପଣଙ୍କ ସହ ସାକ୍ଷାତ କରି ପାରନ୍ତି । ସନ୍ତାନ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମକର :ପାରିବାରିକ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହିବେ । ଅଫିସ କାମରେ କିଛି ପରିବର୍ତ୍ତନ ଆସିବ । ଆପଣଙ୍କୁ ଏଥିପାଇଁ ଅଳ୍ପ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କୌଣସି କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ହୋଇପାରେ । ଆପଣଙ୍କୁ ଏହି ସମୟରେ ମାନସିକ ଶାନ୍ତି ନ ମିଳିପାରେ । ଏହି ସମୟରେ ବୁଝି ସୁଝି ବ୍ୟବହାର କରନ୍ତୁ । ଆପଣଙ୍କ ସମସ୍ୟା ଏହି ସମୟରେ ସମାଧାନ ହୋଇଯିବ । ରୋଜଗାର ପାଇଁ ଏହି ସମୟ ବିଶେଷ ରୂପରେ ଶୁଭ ଅଟେ ଓ ଅନୁକୂଳ ବି ଅଟେ ।

କୁମ୍ଭ: ମନକୁ ଶାନ୍ତ ରଖନ୍ତୁ । ଆପଣଙ୍କ ଇଚ୍ଛା ଓ ମହତ୍ୱାକାଂକ୍ଷା ପୁରା ହେବ । ପୁଞ୍ଜି ନିବେଶର ସମ୍ଭାବନା ଅଛି । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ରୋଜଗାର ଉଚିତ ଅବସର ମିଳିବ । ଏହି ସମୟରେ ଆପଣଙ୍କ ଚିନ୍ତା ବଢିପାରେ । ଭୌତିକ ସଫଲତା ମିଳିବା ଦ୍ଵାରା ଆପଣଙ୍କୁ ଆନନ୍ଦ ମିଳିବ । ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଆପଣଙ୍କ ଆୟ ବଢିବ । ଆପଣ ଏହି ସମୟରେ ନିଜର ବ୍ୟକ୍ତିତ୍ବ ଦ୍ଵାରା ଲୋକମାନଙ୍କୁ ଆକର୍ଷିତ କରିବେ

ମୀନ : ସମସ୍ୟା ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣଙ୍କ ପକେଟ ଖାଲି ରହିବ ଓ ଧାନ ପ୍ରାପ୍ତି ପାଇଁ ଅଧିକ ସମୟ ଲାଗିବ । ବିନା କାରଣରେ ବିବାଦ ଜନ୍ମ ହେବ ଓ ମାନସିକ ସମସ୍ୟା ବି ରହିବ । ସନ୍ତାନଙ୍କ ବିଷୟରେ ଚିନ୍ତା ରହିବ । ନିଜର ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦିଅନ୍ତୁ । ଏହି ସମୟରେ ଆପଣଙ୍କ ଆୟ ବୁଦ୍ଧି ହୋଇପାରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version