No Result
View All Result
୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆଦିବାସୀ ଆଦୁଷିତ ଅଞ୍ଚଳ ରେ ମହିଳା ଙ୍କୁ ସବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଙ୍କ ନିଦେଶ କ୍ରମେ ପାରଳାଖେମୁଣ୍ଡି ଆଦିବାସୀ ସଂସ୍ଥା ଆଇଟି ଡିଏ ଦ୍ୱାରା ବିଭିନ୍ନ ମାଗଣା ଯୋଗାଉଛନ୍ତି ସରକାର ଯାହା ଦ୍ୱାରା ମୋହନା ବ୍ଲକ ରେ ଖପୁରିପଟା ଗାଁ ରେ ମା ମାଣିକେଶ୍ବରୀ ମହିଳା ଗ୍ରୁପ ୨୦୨୦/୨୧ ବର୍ଷ ରେ ପ୍ରଥମେ ୯୦କିଲ ଯଉଁଳା ପାଇ ମାଛ ଚାଷ କରି ବଜାର ରେ ବିକି ୫୦ହଜାର ପାଇଥିଲେ ମହିଳା ମାନେ ଦ୍ୱତୀୟ କିସ୍ତି ମଧ୍ୟ ବିକି ୩୫ହଜାର ପାଇଥିବା ବେଳେ

ତୃତୀୟ କିସ୍ତି ୨୦୨୧/୨୨ ରେ ବିକି ୩୦ହଜାର ପାଇ ସବଲମ୍ବୀ ହେଇ ପରିବାର ପୁଷଣ କରୁଥିବା କହିଛନ୍ତି ମହିଳା ମାନେ ସେଇ ପରି ଗ୍ରାମଦେବତୀ ମହିଳା ମଣ୍ଡଳ ମକା କଳ ପାଇ ଗୋଟିଏ ବର୍ଷ ରେ ସବଲମ୍ବୀ ହେଇ ପରିବାର ପୋଷଣ କରିବା ସହ ଗାଁ ଗୋହଳି ରେ ମକା କୋଳ ନଥିବାରୁ ଲୋକେ ଅସୁବିଧା ରେ ସମୁଖୀନ ହେଉଥିଲେ ଜିଲ୍ଲା ଆଇଟି ଡିଏ ସଂସ୍ଥା ଦ୍ୱାରା ମାଗଣା କୋଳ ପାଇ ଏବେ ଉର୍ନତି କରି ପରିବାର ପୋଷଣ କରୁଥିବା କହିଛନ୍ତି ମହିଳା ମାନେ ତେଣୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ଆଦିବାସୀ ସଂସ୍ଥା ଆଇଟି ଡିଏ କୁ

No Result
View All Result