ଓଡିଶା ତାଜା ନ୍ୟୁଜ୍ (୦୩ ଜୁଲାଇ ଶୁକ୍ରବାର ) ପୁରୀ :- ପୁରୀ ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡା ଏବଂ ପାଶ୍ୱଦେବାଦେବୀ ପାଇଲେ ଅଧରପଣା । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ।