No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) bbsr -> ଖୁବଶୀଘ୍ର ଆଦ୍ୟାଶା ମ୍ୟୁଜିକ୍ ବ୍ୟାନର ରେ ପ୍ରସ୍ତୁତ ହେବାକୁ ଯାଉଛି ତୋ ମନରେ ଥିଲା ଛଳନା ମୋହ.ଯାହାର କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ମ୍ୟୁଜିକ୍ ଦେଇଛନ୍ତି କେ,ଆର, ପିଣ୍ଟୁ ଲେଖିଛନ୍ତି ଧନଞ୍ଜୟ ସ୍ୱାଇଁ , ପୋଷ୍ଟର ଚିକୁ କରିଥିବା ବେଳେ ଏହାର ରେକଡ଼ିଂ କାମ ଏମ, ଆର,ଆର ଷ୍ଟୁଡିଓ ରେ ସରିଛି ଏବଂ ଖୁସି ଏହି ଗୀତର ପ୍ରଯୋଜକ ଥିବା ଜଣାପଡିଛି ।

ଏହି ଗୀତରେ ମୁଖ୍ୟ ଭୂମିକାରେ ଆକାଶ,ଶୁଭଶ୍ରୀ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାପି ଦାସ,ସୋନୁ ,ଝାଡେଶ୍ୱର୍ ରହିଛନ୍ତି ଏବଂ ଏହାର ଷ୍ଟୋରୀ, ସ୍କ୍ରିନପ୍ଲେ ଦାୟୀତ୍ବ ବାପି ଦାସ ସମ୍ଭାଳିଛନ୍ତି । ଏହାର ଭିଡିଓ ର ଟିଜର ଆଜି ରିଲିଜ୍ ହେବାକୁ ଥିବାବେଳେ ଖୁବଶୀଘ୍ର ଏହାର ଭିଡିଓ ଭର୍ସନ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡ଼ିଛି ।

No Result
View All Result