• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ” କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା : ବାବୁ ସିଂ

Proprietor Abhimanyu Maharana by Proprietor Abhimanyu Maharana
September 7, 2023
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ” କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା : ବାବୁ ସିଂ
Share on FacebookShare on TwitterWhatsapp

 ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ?

 ବିଏମ୍‌ସି କମିଶନ ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି

 ଧାରା-୪୨୦ ଭାରତୀୟ ନ୍ୟାୟପାଳିକା ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ

 ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ ଦେଇ ରାଜ୍ୟ ସରକାର ଠକି ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛନ୍ତି

୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ନିର୍ବାଚନ ଆଗରୁ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ପଟ୍ଟା ବଂଟା ନାଟକ କରିଥାଏ । ନିର୍ବାଚନ ଆସିଲେ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ । ୨୩ବର୍ଷ ଧରି ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ପ୍ରତାରଣା, ଚ୍ଛଳନା କରିବା ସହ ତାଙ୍କ ଦଳର ପ୍ରଶାସନ, କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରୁଛନ୍ତି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନି ତିନି ଥର ସର୍ଭେ କରି କାନ୍ଥରେ ଟିଣ ପ୍ଲେଟ ମାରି ଘର ଓ ପଟ୍ଟା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ରହିଛି ।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପଟ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଲଗାଇ ବସ୍ତିବାସିନ୍ଦାଙ୍କୁ ଦେଇଥିଲେ । ନବୀନ ବାବୁ ଯେଉଁ ପଟ୍ଟା ବାଂଟିଥିଲେ ତାହା ରଦି କାଗଜଠାରୁ ହୀନ ବୋଲି କିଛିଦିନ ପରେ ଜାଣିବାକୁ ପାଇଥିଲେ ବସ୍ତିବାସିନ୍ଦା । ପୁଣି ଏବେ ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଂଟିଲେ ଓ ଏହା ଠିକ୍ ପଟ୍ଟା ବୋଲି କହିଲେ । ତାହାଲେ ପୂର୍ବରୁ ହୋଇଥିବା ତିନୋଟି ସର୍ଭେ କ’ଣ ତାହାର ଉତର ଦିଅନ୍ତୁ ରାଜ୍ୟ ସରକାର ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିିଛନ୍ତି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ଗତ ତିନିଦିନ ତଳେ ଭୁବନେଶ୍ୱର ମ୍ୟୁନିସପାଲଟି କମିଶନର ବାରମ୍ବାର କହୁଛନ୍ତି, ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଂଟନ କରୁଛୁ । ଯଦି ପଟ୍ଟା ବଂଟା ହେଉଛି ତାହାଲେ ୟୁନିଟ୍‌-୪ରେ ଜଣେ ଲୋକ ପଟ୍ଟା ପାଇଥିବା ସତ୍ୱେ ବିଏମ୍‌ସି ଗାଡି ଯାଇ ତାର ଘରକୁ ଭାଙ୍ଗି ଦେଲା ।

ବିଏମସିର ନିଜ ବିଭାଗ ଜାଣିପାରୁନି ପଟ୍ଟା କାଗଜର ମୂଲ୍ୟ । ସେହିପରି ବସ୍ତିରେ ରହୁଥିବା ବନିତା ବିଶୋଇ ନାମ୍ନୀ ଜଣେ ମହିଳା ବିଏମସି ଦେଇଥିବା ପଟ୍ଟାକୁ ନେଇ ବ୍ୟାଙ୍କକୁ ଯାଇଥିଲେ ଋଣ ଆଣିବା ପାଇଁ କିନ୍ତୁ ସେଠାରେ ତାଙ୍କୁ ଋଣ ଦେବା ପାଇଁ ମନା କରିଥିଲେ ବ୍ୟାଙ୍କ ମ୍ୟାନେଜର । ଏହି ପଟ୍ଟା ଗୁଡିକ ଗୋଚର ଜମିର ପଟ୍ଟା । ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ସର୍ଭେ ନାଁରେ ପ୍ରଚୁର ଟଙ୍କା ଖର୍ଚ୍ଚ କଲେ । ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା ।

ଜଣେ ବସ୍ତିବାସିନ୍ଦାଙ୍କୁ ୩୨୩ ବର୍ଗ ଫୁଟ୍‌ର ଜମି ଦେଇଛନ୍ତି । କିନ୍ତୁ ଘରକୁ ଯିବାକୁ ୨୦ଫୁଟର ରୋଡ ନହେଲେ ପ୍ଲାନ ଆପ୍ରୁଭାଲ ହେବ ନାହିଁ । ଏହି ପ୍ଲାନ ଆପ୍ରୁଭାଲ କେମିତି ଦେବ ବିଏମ୍‌ସି? ଖାଲି ଜମି ଦେଲେ ହେଲେ ରାସ୍ତ ପାଇଁ ଜମି ଦେଲେ ନାହିଁ । ରାଜ୍ୟ ସରକାର ମିଥ୍ୟା ପଟ୍ଟା ଦେଇ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।
ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଘରବାଡି ପଟ୍ଟା ଦେବେ ବୋଲି କହିଥିଲେ କିନ୍ତୁ ଗୋଚର ଜମିରେ ଦେଇଛନ୍ତି । ପର୍ବୂରୁ ପ୍ରିମିୟମ ଅବଧି ତିନି ଦିନ ଥିଲା, ଏବେ ୬ମାସକୁ ବୃଦ୍ଧି କରିଛନ୍ତି । ନିର୍ବାଚନ ୬ମାସ ଥିବାରୁ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ନୂଆ ସୂତ୍ର କରିଛନ୍ତି । ଯେଉଁ ବସ୍ତିବାସିନ୍ଦା ଟଙ୍କା ଦେଉଛନ୍ତି ସେମାନଙ୍କୁ ଫେକ୍ ରିସିପ୍ଟ କାଟୁଛନ୍ତି । ଯାହାକୁ ସେମାନେ ନେଇ ପରେ ବିଏମ୍‌ସିରେ ଅଭିଯୋଗ କିମ୍ବା କେସ୍ କରିପାରିବେ ନାହିଁ ।

ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ ଦେଇ ରାଜ୍ୟ ସରକାର ଠକି ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛନ୍ତି । ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ବସ୍ତିବାସିନ୍ଦା ଚିହ୍ନିସାରିଛନ୍ତି, ଆଗାମୀ ଦିନରେ ବସ୍ତିବାସିନ୍ଦା ଏହାର ଜବାବ ଦେବେ । ବସ୍ତିବାସିନ୍ଦାଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ରାଜ ରାସ୍ତାରେ ଲଢ଼ିବା ସହ କୋର୍ଟରେ ଲଢ଼ିବ ବୋଲି ଶ୍ରୀ ସିଂ କହିଛନ୍ତି । ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୂଷୁଡି ପଡିଛି । ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ “ଛାମୁ ଯାହା ଦେଲେ ହରଷେ ପାଉ ପାଉ ଗଲା ୨୫ବର୍ଷ” । ଜନମଙ୍ଗଳ ରାଷ୍ଟ୍ରରେ ଲୋକତାନ୍ତ୍ରିକ ସରକାର ଜନତାଙ୍କୁ ଠକିବ, ବସ୍ତିବାସିନ୍ଦାଙ୍କୁ ଭୂତାଇଛି । ରାଜ୍ୟ ସରକାର ନୈତିକତା ହରାଇଛନ୍ତି ।

ଭୂମି ଅଧିକାର ପ୍ରମାଣ ପତ୍ର-୨ ଦେଇ ସରକାର କମିଶନଙ୍କ ଜରିବାରେ ମିଥ୍ୟା କହିଛନ୍ତି । ଧାରା-୪୨୦ ଭାରତୀୟ ନ୍ୟାୟପାଳିକା ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରି କାଠଗଡାକୁ ଟାଣିବ ବିଜେପି । ଯେଉଁ ବିଜେଡି ନେତା ଭୋଟ ନେଇ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜାଗା, ଘର ଦେବେ ବୋଲି ସେମାନେ ଆଜି ଚୁପ୍ । ବିଏମ୍‌ସି କମିଶନ ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି । ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିବା ମେୟର, ଜଣେ ମନ୍ତ୍ରୀ ଓ ୨ଜଣ ବିଧାୟକ ଏହାର ଉତର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଏମସି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ, ଧରିତ୍ରୀ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର – ବିଜେଡି

June 28, 2026
State Bank of India Approves Metro Kinaaraa

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version