• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେପି ଦଳର ଦାଗି କର୍ମୀଙ୍କୁ ସାଙ୍ଗରେ ଧରି ମତେ ବିଜେଡି ରୁ ଟିକେଟ ଦିଅ ଦିଅ ଜଚେଇ ହେଉଛନ୍ତି – ଶୋଭନ

Proprietor Abhimanyu Maharana by Proprietor Abhimanyu Maharana
September 6, 2023
in ଓଡ଼ିଶା, କଟକ, ମହାନଗର, ରାଜନୀତି, ହୋମ୍
0
ବିଜେପି ଦଳର ଦାଗି କର୍ମୀଙ୍କୁ ସାଙ୍ଗରେ ଧରି ମତେ ବିଜେଡି ରୁ ଟିକେଟ ଦିଅ ଦିଅ ଜଚେଇ ହେଉଛନ୍ତି – ଶୋଭନ
Share on FacebookShare on TwitterWhatsapp

କେତେବେଳେ ଶୋଭନ ଙ୍କୁ କଂଗ୍ରେସ କର୍ମୀ ନେତାଙ୍କ ଗହଣରେ ଦେଖିବାକୁ ମିଳୁଛି ତ କେତେବେଳେ ବିଜେପି ଦଳର ଦାଗି କର୍ମୀଙ୍କ ଗହଣରେ ଦେଖିବାକୁ ମିଳୁଛି .

ଶୋଭନ ବିଜେଡି ବିରୋଧୀ ମାନକୁ ପାଖରେ ବସାଇ ଦଳ ବିରୁଦ୍ଧରେ ଚକ୍ରବ୍ୟୁହ ରଚୁଥିବା ମାହାଙ୍ଗା ର ଜନସାଧାରଣ ଜାଣିସାରିଛନ୍ତି .

କେବଳ ଭାଷଣରେ ମୁ ସମାଜ ସେବା କରୁଛି ବୋଲି ଡିଣ୍ଡିମ ପିଟୁଛନ୍ତି . 

ପ୍ରତାପଙ୍କୁ ବଦନାମ କରି ଟିକେଟ ହାତେଇବାକୁ ବାବୁ ଶୋଭନ ଏବେ ଦାଗି ନେତା ଓ କର୍ମୀଙ୍କ ସହଯୋଗ ନେଇ ପ୍ରଚ୍ଛଦପଟରେ ରହି ଗୋଟି ଚଳାଉଥିବା ମାହାଙ୍ଗା ସାରା ଚର୍ଚ୍ଚା ହେଉଛି .

ଆଜି ଯାଏ ସିଏ ବିଜେଡ଼ି ଦଳର ପ୍ରାଥମିକ ସଦସ୍ୟ ହୋଇ ନାହାନ୍ତି କି ମାହାଙ୍ଗା ରେ ପ୍ରକୃତ ବିଜେଡି ନେତା କର୍ମୀଙ୍କ ସଂସ୍ପର୍ଶରେ ଆସିନାହାନ୍ତି .

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଧାନ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ସରଗରମ ହେଉଛି, ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେ ଠାରୁ ଲବି ଆରମ୍ଭ ହୋଇ ଗଲାଣି, ଏବେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁତ୍ର ଶୋଭନ କର ଚାକିରୀ ଛାଡି କିଛି ଦିନ ହେବ ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ ବଜାୟ ରଖିବାକୁ ପ୍ରୟାସ ଜାରି କରିଛନ୍ତି, ଶରତ କରଙ୍କ ସମୟରେ ପୁତ୍ର ଶୋଭନ ଙ୍କୁ କେହି ଦିନେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ପାଇନଥିଲେ, କିନ୍ତୁ ଶରତ କରଙ୍କ ଦେହାନ୍ତ ପରେ ଶୋଭନ ରାଜନୀତି କରିବାପାଇଁ ଆଗଭର ହେଇଥିବା ବେଳେ ଆଜି ଯାଏ ତାଙ୍କୁ କୌଣସି ଦଳ ଗ୍ରହଣ କରିନାଇ, କିନ୍ତୁ ସେ ମାହାଙ୍ଗା ର କିଛି ଜୟନ୍ତୀ ,ସାହିତ୍ୟ ସଭାରେ ବୁଲି ବୁଲି ମତେ ଟିକେଟ ଦିଅ ଟିକେଟ ଦିଅ ବୋଲି ପସରା ମେଳାଇବା ଭଳି ଜଚେଇ ହେଉଛନ୍ତି,

ହେଲେ ଆଜି ଯାଏ କେହି ତାଙ୍କୁ କୌଣସି ଦଳରେ ଗ୍ରହଣ କରୁନାହାନ୍ତି, ଏହା ପଛର କାରଣ ଅନେକ ରହିଛି , ଯେଉଁ ମାନେ ବିଗତ ଦିନରେ ମତଲୁବ ଅଲି, ଶରତ କର ଓ ବିକ୍ରମ ବର୍ମାଙ୍କ ଭଳି ରାଜ ନେତାଙ୍କୁ ବଳି ପକାଇଥିଲେ ସେଇ ଦାଗି ନେତାଙ୍କ ଜାଲରେ ଏବେ ଶୋଭନ ଫସି ଯାଇ ଛନ୍ତି, କେତେବେଳେ ଶୋଭନ ଙ୍କୁ କଂଗ୍ରେସ କର୍ମୀ ନେତାଙ୍କ ଗହଣରେ ଦେଖିବାକୁ ମିଳୁଛି ତ କେତେବେଳେ ବିଜେପି ଦଳର ଦାଗି କର୍ମୀଙ୍କ ଗହଣରେ ,ଯୋଉଥିପାଇଁ ପାଇଁ ବିଜେଡି ଦଳ ତାଙ୍କ ଉପରେ ଭରସା ବିଶ୍ୱାସ କରିପାରୁନି, ବିଶେଷ କରି ଯୋଉ ଦାଗି ନେତା ମାନେ ନିଜର ସ୍ୱାର୍ଥ ହାସଲ ପାଇଁ ମାହାଙ୍ଗା ରେ ବଜେଡିକୁ ନିଲାମ କରୁଛନ୍ତି ଶୋଭନ ସେଇମାନକୁ ନେଇ ନିଜ ପିତାଙ୍କ ଜୟନ୍ତୀ ଉତ୍ସବ ପାଳନ କରୁଥିବାରୁ ପ୍ରକୃତ ଶରତ ପ୍ରେମୀ ମାନେ ଶୋଭନଙ୍କ ଠାରୁ ମୁହଁ ବୁଲେଇ ଦେଇଛନ୍ତି, ଯାହାଫଳରେ ପିତାଙ୍କ ଜୟନ୍ତୀରେ ସର୍ବ ମୋଟ ପଚାଶ ରୁ ଷାଠିଏ ଜଣ ଲୋକଙ୍କୁ ଦେଖିବାକୁ ମିଳିଥିଲା,

ଏହି ଜୟନ୍ତୀ ଆଳରେ ଶୋଭନ ବିଜେଡି ଦଳର ମଙ୍ଗୁଆଳ ସାଜିଥିବା ପଣ୍ଡିଆନ ବାବୁ ତାଙ୍କ ବନ୍ଧୁ ଆଉ ତାଙ୍କୁ ମାହାଙ୍ଗା ରେ ଟିକେଟ ଦେବେ ବୋଲି କହି ବୁଲୁଛନ୍ତି, ହେଲେ ଆଜି ଯାଏ ସିଏ ବିଜେଡ଼ି ଦଳର ପ୍ରାଥମିକ ସଦସ୍ୟ ହୋଇ ନାହାନ୍ତି କି ମାହାଙ୍ଗା ରେ ପ୍ରକୃତ ବିଜେଡି ନେତା କର୍ମୀଙ୍କ ସଂସ୍ପର୍ଶରେ ଆସିନାହାନ୍ତି, କେବଳ କିଛି ଦାଗି କର୍ମୀଙ୍କୁ ଧରି ମାହାଙ୍ଗା ରେ ବିଜେଡି ଦଳକୁ ବଦନାମ କରି ସ୍ୱାର୍ଥ ହାସଲ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି, କିନ୍ତୁ ଶୋଭନ ଙ୍କ ଏପରି କାର୍ଯ୍ୟକୁ ମାହାଙ୍ଗା ବିଜେଡି କର୍ମୀ ମାନେ ନାପସନ୍ଦ କରିବା ସହ ତାଙ୍କ ସଭା ସମିତିକୁ ବର୍ଜନ କରିଆସିଛନ୍ତି, ଯଦି ଶୋଭନଙ୍କୁ ମାହାଙ୍ଗା ରେ ବିଜେଡି ଟିକେଟ ଦିଏ ତେବେ ବିଜେପି ଦଳ ବିଧାୟକ ଆସନ ସହଜରେ ହାସଲ କରିବ ବୋଲି ଚର୍ଚା ଜୋର ଧରିଲାଣି,

କାହିଁକି ନା ଶୋଭନ ବିଜେଡି ବିରୋଧୀ ମାନକୁ ପାଖରେ ବସାଇ ଦଳ ବିରୁଦ୍ଧରେ ଚକ୍ରବ୍ୟୁହ ରଚୁଥିବା ମାହାଙ୍ଗା ର ଜନସାଧାରଣ ଜାଣିସାରିଛନ୍ତି , ଶୋଭନ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଚାକିରିରୁ ସ୍ବେଛା କୃତ ଅବସର ନେବା ପରେ କେବେବି ସାଧାରଣ ଲୋକଙ୍କ ଅସୁବିଧା ଓ ଅସମୟରେ ତାଙ୍କ ପାଖରେ ପହଂଚି ସାହାଯ୍ୟ ସହଯୋଗ କରିନାହାନ୍ତି, କେବଳ ଭାଷଣରେ ମୁ ସମାଜ ସେବା କରୁଛି ବୋଲି ଡିଣ୍ଡିମ ପିଟୁଛନ୍ତି, ଯେବେ ଠାରୁ ମାହାଙ୍ଗା ରେ ପ୍ରତାପ ଜେନା ବିଜେଡି ମଙ୍ଗ ଧରିଛନ୍ତି ସେବେଠାରୁ ବିରୋଧୀ ନେତା ଓ ଦାଗି କର୍ମୀ ମାନେ ଧରାଶାୟୀ ହୋଇଛନ୍ତି ,

ପ୍ରତାପଙ୍କ ନେତୃତ୍ୱରେ ମାହାଙ୍ଗା ର ବିକାଶ ଅଧିକ ତ୍ୱରାନ୍ୱିତ ହୋଇଥିବାବେଳେ ସାଧାରଣ ଜନତା ବିଶେଷ ଭାବେ ଉପକୃତ ହୋଇଛନ୍ତି, କେବଳ ପ୍ରତାପଙ୍କୁ ବଦନାମ କରି ଟିକେଟ ହାତେଇବାକୁ ବାବୁ ଶୋଭନ ଏବେ ଦାଗି ନେତା ଓ କର୍ମୀଙ୍କ ସହଯୋଗ ନେଇ ପ୍ରଚ୍ଛଦପଟରେ ରହି ଗୋଟି ଚଳାଉଥିବା ମାହାଙ୍ଗା ସାରା ଚର୍ଚ୍ଚା ହେଉଛି, ବିରୋଧୀ ମାନେ ଏବେ ଲୋକଙ୍କ ପିଛା ଛାଡି ନେତା ପଛରେ ପଡିଛନ୍ତି, କିନ୍ତୁ ସାଧାରଣ ଭୋଟର ବିରୋଧୀଙ୍କ ଚାଲ ବୁଝି ସାରିଥିବାରୁ ପ୍ରତାପ ଙ୍କୁ ମାହାଙ୍ଗା ରୁ କେହି ହଟାଇ ପାରିବେ ନାଇ ବୋଲି ସବୁଆଡ଼େ ଆଲୋଚନା ହେଉଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version