୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ବେଣାପଞ୍ଜରି ପଞ୍ଚାୟତ ଅନ୍ତର୍ଗତ ରାଣୀପୁର ସ୍ଥିତ ବାପା ମା’ ସେବାଶ୍ରମ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ଃ ଗୌତମ ମହାରଣା ନିଜର ବଦାନ୍ୟତା ଦେଖାଇଛନ୍ତି। ସେ ବେଣାପଞ୍ଜରି ନିବାସୀ ମୂମତାଜ୍ ବିବି ଙ୍କୁ ଏକ ସିଲାଇ ମେସିନ୍ ଦାନ କରିଛନ୍ତି ।
ତାଙ୍କର ଏହି ବଦାନ୍ୟତା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜଣାଯାଇଛି। ଏଥିରେ ବରିଷ୍ଠ ସାମ୍ୱାଦିକ ଇଫତେଖାର ଅଲ୍ଲୀ ଏବଂ ଗୌତମଙ୍କ ଦୁଇ ପୁଅ ସଂଗ୍ରାମ ଓ ଚରଣ ଉପସ୍ଥିତ ଥିଲେ














