୩୧ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି.୯୦ ଗ୍ରାମ ଠାରେ ଆଜି “ଓଡ଼ିଶା-ମୋ ପରିବାର” ଆନୁକୂଲ୍ୟରେ କାଲିମେଳା ବ୍ଲକ ସଭାପତି ଶ୍ରୀ ସରତ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଧୁ ସଂଯୋଯକ ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ଉପସ୍ଥିତରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ତେବେ ରକ୍ତଦାନ କାର୍ଯ୍ୟକ୍ରମ ସକାଳ ୯ ଘଂଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ଣ ୨ ଘଂଟିକା ସମୟ ପର୍ଯନ୍ତ ହୋଇଛି |
ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି | ତେବେ ଏହି ଅବସରରେ ମାଲକାନଗିରି ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ,ଆଇନ୍ ସାମ୍ମୁଖ୍ୟ ସଭାପତି,ଜ଼ିଲ୍ଲା ସାଧାରଣ ସମ୍ପାଦକ ତଥା କାଲିମେଳା ଜୋନ୍ ୨ ସଂଯୋଯକ ଗୋପାଳ କୃଷ୍ଣ ପଣ୍ଡା,ଜ଼ିଲ୍ଲା ବିଜୁ ଜନତା ଦଳ ସମ୍ପାଦକ,ପୁର୍ବତନ ଜ଼ିଲ୍ଲା ବିଜୁ ଯୁବ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶଙ୍କର ଚନ୍ଦ୍ର ସାହା,ପୁର୍ବତନ ଜ଼ିଲ୍ଲା ବିଜୁ ଯୁବ ସଭାପତି ନିରୋଧ ମିସ୍ତ୍ରୀ,ସାଂସଦ ପ୍ରତିନିଧି କାଲିମେଳା ଇ. ଭେଙ୍କଟ ରାଓ,ପୁର୍ବତନ ବିଧାୟକ ପ୍ରତିନିଧି ବିକାଶ ମଣ୍ଡଳ,ସରପଞ୍ଚ ସଂଘ ଉପସଭାପତି ତଥା କାଲିମେଳା ସରପଞ୍ଚ ପୃଥିଵୀରାଜ ମାଝୀ,
କୋଇମେଟଲା ସରପଞ୍ଚ ମୁନା ପଡିଆମି, ଵେଜେଙ୍ଗିବାଡା ସରପଞ୍ଚ ସନ୍ତୋଷ କବାସୀ,କାଲିମେଳା ଜୋନ ୩ ସଭାପତି ସୁବ୍ରତ ଶିଲ, କାଲିମେଳା ପଞ୍ଚାୟତ ସଭାପତି ସୁଜୟ ମିସ୍ତ୍ରୀ,କେ.ରାହୁଲ,ବୁ.ବିଭୁତି ଭୁଷଣ,ରୁଦ୍ର ନାରାୟଣ ପାତ୍ର,ବିପ୍ଳବ ବିଶ୍ୱାସ,ବିଷ୍ଣୁ ମଣ୍ଡଳ,ଉତ୍ତମ ସରକାର,ରମେନ ମଣ୍ଡଳ,ବିଷ୍ଣୁ ମଣ୍ଡଳ,ବୋଲଇ ବିଶ୍ୱାସ,ରାମପଦ ବୈରାଗୀ,ରାମଚନ୍ଦ୍ର କାରାମ, ଅକ୍ଷୟ କୁମାର ପଣ୍ଡା,ଦ୍ରୁବଚନ ନାୟକ,ବିନୋଦ କୁମାର ସାହୁ, ଅସିତ ମଣ୍ଡଳ କମସେନ ପ୍ରଧାନ,ଶଙ୍କର ହାଲଦାର,ସୁଜିତ ଦତ୍ତ, ପ୍ରେମାନନ୍ଦ ବାଛାର, ରାମ ଚନ୍ଦ୍ର କାରାମି,ସଂଜୟ ବାବୁ,ଗଙ୍ଗା ମାଢ଼ି, ସୁନାଧର ମାଡକାମି, ଅନୁକୁଲ ବାଛାର, ସପନ ମାତୁବର, ନବ ଘୋଷ,କାଲିମେଳା ବ୍ଲକ ଛାତ୍ର ସଭାପତି ସଞ୍ଜୁ ସରକାର ଙ୍କ ସହ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ |