No Result
View All Result
୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :-> ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ | ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ୧୨ ରୁ ୩୦ ଅଗଷ୍ଟ, ୨୦୨୩ ମଧ୍ୟରେ ଚାଲୁରହିଛି |
ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ପରିବର୍ତ୍ତନ ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ୧୭ ରୁ ୩୦ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଚାଲୁରହିଛି | ଭୁବନେଶ୍ୱର ରେଳ ଷ୍ଟେସନରେ ସାଙ୍କେତିକ ପ୍ରଣାଳୀର ପ୍ରମୁଖ ପୁନଃ – ବ୍ୟବସ୍ଥା |
ଏହି ସମୟ ମଧ୍ୟରେ ଭୁବନେଶ୍ୱର କୋଚ୍ ରକ୍ଷଣା ବେକ୍ଷଣ ଡିପୋକୁ ପ୍ରବେଶ ଏବଂ ପ୍ରସ୍ଥାନ ଅତ୍ୟନ୍ତ ପ୍ରଭାବିତ ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ସମୟରେ ଭୁବନେଶ୍ୱର ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଭୁବନେଶ୍ୱରରୁ ଛାଡୁଥିବା କିଛି ଟ୍ରେନ୍ କୁ ସାମୟିକ ଭାବରେ ବାତିଲ କରାଯାଇଥିଲା |
୩୦.୦୮.୨୦୨୩ ଦିନ ପ୍ରଭାବିତ ହେଉଥିବା ଟ୍ରେନ୍ :-
ଆଂଶିକ ବାତିଲ ହୋଇଥିବା ଟ୍ରେନ୍ :-
୧. ୧୧୦୨୦ ଭୁବନେଶ୍ୱର- ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି |
୨.୧୨୦୭୩ ହାଓଡ଼ା-ସିକନ୍ଦରାବାଦ ଫଳକନୁମା ଏକ୍ସପ୍ରେସ ବ୍ରହ୍ମପୁରରୁ ଛାଡ଼ୁଛି |
୩. ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି |
୪. ୨୨୮୧୯ ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ ଖୋର୍ଦ୍ଧା ରୋଡରୁ ଛାଡ଼ୁଛି |
ବାତିଲ୍ ଟ୍ରେନ୍:-
୧. ୦୨୮୩୧ ଧାନବାଦ -ଭୁବନେଶ୍ୱର ସ୍ୱତନ୍ତ୍ର ଏକ୍ସପ୍ରେସ |
୨. ୦୭୧୬୬ କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଏକ୍ସପ୍ରେସ |
୩.୦୮୪୧୧ ବାଲେଶ୍ୱର – ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ |
୪. ୦୮୪୧୩ ତାଳଚେର – ପୁରୀ ପାସେଞ୍ଜର ସ୍ପେଶାଲ |
୫. ୦୮୪୧୫ ଜଲେଶ୍ୱର-ପୁରୀ ପାସେଞ୍ଜର ସ୍ପେଶାଲ |
୬. ୦୮୪୪୧ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ସ୍ପେଶାଲ |
୭. ୦୮୪୪୩ ଭୁବନେଶ୍ୱର-ପଲାସା ପାସେଞ୍ଜର ସ୍ପେଶାଲ |
୮. ୧୨୭୭୩ ଶାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ |
୯. ୧୨୮୨୧ ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ |
୧୦. ୧୨୮୭୯ ଏଲଟିଟି ମୁମ୍ବାଇ-ଭୁବନେଶ୍ୱର ଏକ୍ସପ୍ରେସ |
୧୧. ୧୨୮୯୭ ପଣ୍ଡିଚେରୀ-ଭୁବନେଶ୍ୱର ଏକ୍ସପ୍ରେସ |
୧୨. ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ |
୧୩. ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ |
୧୪. ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ |
No Result
View All Result