• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଯୁକ୍ତିକୁ ପ୍ରୋତ୍ସାହିତ କରି ଭିନ୍ନକ୍ଷମ ବୃତିଧାରୀଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ସୁଯୋଗ ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
August 24, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଯୁକ୍ତିକୁ ପ୍ରୋତ୍ସାହିତ କରି ଭିନ୍ନକ୍ଷମ ବୃତିଧାରୀଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ସୁଯୋଗ ପ୍ରଦାନ
Share on FacebookShare on TwitterWhatsapp

ଏମାନେ ମାନବ ସମ୍ବଳ, ବାଣିଜ୍ୟ ଓ ସୁରକ୍ଷା ବିଭାଗରେ କାର୍ଯ୍ୟ ତୁଲାଉଛନ୍ତି

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବର୍ତମାନ ଧାତୁ ଓ ଖଣି କ୍ଷେତ୍ରରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ନିଜର କାର୍ଯ୍ୟକ୍ରମ ଓଡ଼ିଶା ଓ ଛତିଶଗଡ଼ରେ ବିଭିନ୍ନ ପ୍ରକାର ଦକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ଏହି ବ୍ୟକ୍ତିମାନେ ଦୃଷ୍ଟି ଶକ୍ତି ହରାଇବା ଠାରୁ ଆରମ୍ଭ କରି ସୀମିତ ଗତିଶୀଳତା ମଧ୍ୟରେ ସେମାନଙ୍କ ଦକ୍ଷତାନୁଯାୟୀ କାର୍ଯ୍ୟ ଦାୟିତ୍ୱ ପାଇଁ ତାଲିମପ୍ରାପ୍ତ ହୋଇଛନ୍ତି । ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସେମାନଙ୍କର କାର୍ଯ୍ୟ ଦାୟିତ୍ୱ ତୁଲାଇବା ପାଇଁ ବିଶେଷ ତାଲିମ ପ୍ରଦାନ କରାଯାଇଛି । ଏହା ଏକ ଉଲ୍ଲେଖନୀୟ ବିଷୟ ଯେ ମୂଳ ଉତ୍ପାଦନ କ୍ଷେତ୍ରରେ ଭିନ୍ନକ୍ଷମ ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଏହାର କାର୍ଯ୍ୟକଳାପରେ ରହୁଥିବା ଗୋଷ୍ଠୀ ଗୁଡ଼ିକରୁ ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି । ବାଣିଜ୍ୟିକ, ମାନବ ସମ୍ବଳ ଓ ସଂପତି ସୁରକ୍ଷା ଠାରୁ ଆରମ୍ଭ କରି ଗୃହରକ୍ଷୀ, ସଂରକ୍ଷଣ ପ୍ରଭୃତି କାର୍ଯ୍ୟରେ ଏହି ନିଯୁକ୍ତି ଦିଆଯାଇଛି । ନିରାପତାକୁ ସୁନିଶ୍ଚିତ କରୁଥିବା ଏହି ବାହ୍ୟ ରେଖା, ଯେପରିକି ଶ୍ରବଣ ବାଧିତଙ୍କ ପାଇଁ ବିଶେଷ ଆଲର୍ଟ, ଏହା ବ୍ୟତୀତ କଷ୍ଟମାଇଜ ଉପକରଣ ଗୁଡ଼ିକ ପାଇଁ ସୋର୍ସିଂ ଯାହା ଗତିଶୀଳ ଦୁର୍ବଳ ବ୍ୟକ୍ତିବିଶେଷଙ୍କ ପାଇଁ ଅଧିକ ସ୍ୱାଧୀନତା ପାଇଁ ଅନୁମତି ଦେଇଥାଏ ।

ବେଦାନ୍ତ ଆଲୁମିନିୟମ ଏହି କର୍ମଚାରୀମାନଙ୍କ ଦକ୍ଷତା ଗଠନ ପାଇଁ ଉଦ୍ୟମ କରେ ଓ ସେମାନଙ୍କ ସହକର୍ମୀଙ୍କ ସହିତ ଚାକିରିର ଦାୟିତ୍ୱ ତୁଲାଇଥାଏ ଓ ସେମାନଙ୍କୁ ଅର୍ଥନୈତିକ ସ୍ରୋତରେ ସାମିଲ କରିଥାଏ । କଂପାନି ଏହି ଅର୍ନ୍ତଭୁକ୍ତିକୁ ପାଂଚୋଟି ପ୍ରଗତିଶୀଳ ରଣନୀତିକୁ ସୁଗମ କରିଥାଏ: କ) ନିଯୁକ୍ତି ପାଇଁ ସମ୍ଭାବ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଖ) ବିଶେଷଜ୍ଞଙ୍କ ଦ୍ୱାରା ଦକ୍ଷତା ତାଲିମ କେନ୍ଦ୍ରରେ ତାଲିମ ଘ)କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ଅଧିବେଶନ ମାଧ୍ୟମରେ ଏକ ସମର୍ଥ ପରିବେଶ ସୃଷ୍ଟି କରିବା ଘ)ନୀତି ଓ ପ୍ରକ୍ରିୟା ସାମିଲ କରିବା ଙ) ଭିତିଭୁମି ଉନ୍ନତି ଓ ପ୍ରତିବନ୍ଧକ ହ୍ରାସ କରିବା ଲାଗି ମାନବ ସମ୍ବଳ ବ୍ୟବସାୟିକ ସହଯୋଗୀଙ୍କୁ ନ୍ୟସ୍ତ କରିବା ଯେପରିକି ଅକ୍ଷମତା ପ୍ରମାଣ ପତ୍ର ମିଳିବାରେ ସହଜ ଓ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ।

ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ ଆଲୁମିନିୟମ ବିଜିନେସ କହିଛନ୍ତିଯେ-ବେଦାନ୍ତ ଆଲୁମିନିୟମରେ ବିବିଧତାକୁ ଗ୍ରହଣ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ବରଂ ଏହା ଆମ ପାଇଁ ଏକ ରଣନୀତିକ ପଦକ୍ଷେପ । ଯେତେବେଳେ ଆମେ କୌଣସି ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେଇଥାଉ ସେତେବେଳେ ସେମାନଙ୍କ ପାଇଁ ଆମେ ଏକ ନୂତନ ମାର୍ଗ ପ୍ରଶସ୍ତ କରିଥାଉ ଯଦ୍ୱାରା ସେମାନେ ଅର୍ଥନୈତିକ ସ୍ତରରେ ନିଜକୁ ସୁଦୃଢ କରିପାରିବେ । ବାଲକୋର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତିଯେ- ଆମେ ଏକ ଅନ୍ତର୍ଭୁକ୍ତ କର୍ମଜୀବୀ ପରିବେଶ ପ୍ରତିପୋଷଣ କରୁଛୁ ଯାହା ପାରଂପାରିକ ଧାରଣାକୁ ଦୂର କରିଥାଏ ।

ଚାକିରୀ ପାଇଁ ଆମେ ଦକ୍ଷତା ଓ ଉତ୍ସାହକୁ ପ୍ରାଧାନ୍ୟ ଦେଇ ବ୍ୟକ୍ତି ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ସଫଳ କରିବାକୁ ଚାହିଁଥାଉ । ଶ୍ରୀ ଦିଲ୍ଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଲିଃ- ଆଲୁମିନିୟମ ବିଜିନେସ କହିଛନ୍ତି ଯେ-ବେଦାନ୍ତ ଆଲୁମିନିୟମ ଏପରି ଏକ ପରିବେଶର ବିକାଶ କରେ ଯେଉଁଠାରେ କେବଳ ଦକ୍ଷ ଲୋକମାନଙ୍କର ସମ୍ମାନ ରହିଛି । ଏହି ପ୍ରୟାସ ଆମର କାର୍ଯ୍ୟ ପ୍ରଣାଳୀରେ ଆମେ ପ୍ରାଧାନ୍ୟ ଦେଇ ଆସିଛୁ । ଏହା ଦ୍ୱାରା ଆମ ପରିବେଶ ଓ ଗୋଷ୍ଠରେ ଥିବା ଭିନ୍ନକ୍ଷମ ବ୍ୟକ୍ତିର ଲୋକମାନେ ବହୁ ପରିମାଣରେ ଉପକୃତ ହୋଇ ପାରିବେ । ଯେତେବେଳେ ଆମେ ଆଗକୁ ବଢୁ, ଆମେ ନିଶ୍ଚିତ କରୁ ଯେ ସ୍ଥାୟୀ ଅଗ୍ରଗତି ହାସଲ କରିବା ପାଇଁ ଆମେ ଆମ ସମ୍ପ୍ରଦାୟକୁ ଆମ ସହିତ ନେଇଥାଉ ।

ଏହି ପଦକ୍ଷେପଟି ଏଲଜିବିଟିକ୍ରୁ+ ନିଯୁକ୍ତିରେ କମ୍ପାନିର ସାଂପ୍ରତିକ ପଦକ୍ଷେପ ଉପରେ ନିର୍ଭର କରେ, ଯାହାକି ଏହାର ପ୍ଲାଂଟ ଅବସ୍ଥାନରେ ପ୍ରାୟ ୩୦ ଟ୍ରାନସଜେଣ୍ଡର ବ୍ୟକ୍ତିଙ୍କୁ ନିଯୁକ୍ତି, ତାଲିମ ଓ ନିୟୋଜିତ କରାଯାଇଛି । ନିକଟରେ କମ୍ପାନି ପକ୍ଷରୁ ଲିଙ୍ଗଗତ ପୁନଃନିର୍ମାଣ ସର୍ଜରୀ ବିଷୟରେ ଏକ ପଦକ୍ଷେପ ଦ୍ୱାରା ଟ୍ରାନସ ଜେଣ୍ଡର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ରଖାଯାଇଛି । କମ୍ପାନି ମଧ୍ୟ ଏହାର ଚାକିରୀ ଭୂମିକାକୁ ଲିଙ୍ଗଗତ ଆଗ୍ନୋଷ୍ଟିକ ଭାବରେ ଡିଜାଇନ କରିଛି ଓ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version