• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା

Proprietor Abhimanyu Maharana by Proprietor Abhimanyu Maharana
August 24, 2023
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା
Share on FacebookShare on TwitterWhatsapp

ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏହି ସମ୍ମିଳନୀର ଆୟୋଜନ କରାଯିବ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ ଅନ୍ୱେଷଣ କରିବା ପାଇଁ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଭବିଷ୍ୟତର ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’ର ଆୟୋଜନ କରାଯିବ ଯାହା ଅଂଶଗ୍ରହଣକାରୀଙ୍କୁ ନୂତନ ଧାରାଗୁଡିକୁ ଶିଖିବା ଏବଂ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କ ସହ ନେଟ୍‌ୱର୍କ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହି ସମ୍ମିଳନୀର ଅଂଶ ଭାବେ ଏକ ପ୍ରଦର୍ଶନୀ ରିଅଲ୍ ଇଷ୍ଟେଟ୍ ନିବେଶ ଓ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ବଜାର ଭାବେ ଓଡିଶାର ଆବିର୍ଭାବକୁ ପ୍ରଦର୍ଶିତ କରିବ ।

ଏହି କାର୍ଯ୍ୟକ୍ରମ ଇଣ୍ଡଷ୍ଟ୍ରୀ ଲିଡର, ବିଶେଷଜ୍ଞ ଓ ହିତାଧିକାରୀମାନଙ୍କୁ ଉଭୟ ବିଶ୍ୱ ଓ ଓଡିଶା ବଜାରରେ ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନୂତନ ଆକାର ଦେଉଥିବା ଉଦ୍ଭାବନଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ଆବିଷ୍କାର କରିବା ପାଇଁ ଏକତ୍ରିତ କରିବ । ଆବାସିକ ସମ୍ପତିଗୁଡିକ ପାଇଁ ବୃହତ୍ ଅଭିବୃଦ୍ଧି ଓ ଚାହିଦା ସହିତ ଏହି ପ୍ରଦର୍ଶନୀ ବାଣିଜ୍ୟିକ ସ୍ଥାନ, ହସ୍ପିଟାଲିଟି, ଲଜିଷ୍ଟିକ୍ ପାର୍କ, ରିଟେଲ୍‌, ୱୟାରହାଉସିଂ, ଆଇଟି ପାର୍କ, ଡାଟା ସେଂଟର ସମେତ ରିଅଲ୍ ଇଷ୍ଟେଟ୍ ଅଫରିଙ୍ଗ୍‌ଗୁଡିକର ବିସ୍ତାର ଉପରେ ଆଲୋକପାତ କରିଛି । ଏହି ବିବିଧକରଣ କେବଳ ବିକଶିତ ଜୀବନଶୈଳୀ ପସନ୍ଦକୁ ପ୍ରତିଫଳିତ କରୁନାହିଁ ବରଂ ଓଡିଶାକୁ ବିବିଧ ସୁଯୋଗ ସନ୍ଧାନ କରୁଥିବା ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିଛି ।

ଏହି ଅବସରରେ ଇନୋଭେଟ ଆରଇ କନକ୍ଲେଭ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି ଶ୍ରୀ ସ୍ୱରୂପ ରଞ୍ଜନ ମହାପାତ୍ର କହିଛନ୍ତି ଯେ, “ଏହି ଫୋରମର ମୂଳ ଉଦ୍ଦେଶ୍ୟ ହେଉଛି ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଦ୍ୟୋଗ ଅବସ୍ଥାକୁ ସୁରକ୍ଷିତ ରଖିବାର ଚାହିଦାକୁ ଦୃଢ଼ କରିବା ।” ଏହି ଅବସରରେ ଓଆର୍‌ଏର ଅଧ୍ୟକ୍ଷ ଶେଖ୍ ମୈର୍‌ଜୁଲ୍ ହକ୍ କହିଛନ୍ତି, “ଆମେ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଇନୋଭେଟିକ୍ ଆର୍‌ଇ ଓଡିଶା କନ୍‌କ୍ଲେଭ୍ ସମ୍ପର୍କରେ ଘୋଷଣା କରି ଆନନ୍ଦିତ । ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଏକ ପ୍ୟାନେଲ ରେରା, ସରକାରୀ ନିୟମାବଳୀ ଓ ନୀତି, ନେଟ୍‌ୱର୍କିଂ ଓ ସହଭାଗିତା ଏବଂ ରିଅଲ୍ ଇଷ୍ଟେଟ୍‌ର ଭବିଷ୍ୟତ ଉପରେ ଆଲୋଚନା କରିବ । ସେହିପରି ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍‌ମାନଙ୍କ ପ୍ରମୁଖ ପ୍ରକଳ୍ପଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରପର୍ଟି ଏକ୍ସପୋର ମଧ୍ୟ ଆୟୋଜନ କରାଯିବ ।”

ଏହି କାର୍ଯ୍ୟକ୍ରମରେ ଓଆର୍‌ଏର ସାଧାରଣ ସଚିବ ସୌଭାଗ୍ୟ ନାୟକ, ଓଆର୍‌ଏର ଇମିଡିଏଟ୍ ପାଷ୍ଟ୍ ପ୍ରେସିଡେଂଟ୍ ଓ ଇନୋଭେଟ୍‌ଆର୍‌ଇ କନ୍‌କ୍ଲେଭ୍‌ର କୋଚେୟାର- ସନ୍ତୋଷ ସେନାପତି ଆଦି ବିଭିନ୍ନ ଦିଗ ଉପରେ ନିଜର ମତବ୍ୟକ୍ତ କରିବେ । ଏହି କାର୍ଯ୍ୟକ୍ରମରେ ଆଲୋଚନାର କେନ୍ଦ୍ର ହେଉଛି ଅଭିନବ ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସ ଯାହା ରିଅଲିଟି କ୍ଷେତ୍ରକୁ ରୂପାନ୍ତର କରୁଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଓଡିଶା କିଭଳି ସ୍ମାର୍ଟ ସିଟି ଅଭିଯାନ ଭଳି ଅତ୍ୟାଧୁନିକ ସମାଧାନଗୁଡିକୁ ବ୍ୟବହାର କରୁଛି ତାହାର ସାକ୍ଷୀ ହେବେ, ଯେଉଁଠାରେ ଉନ୍ନତ ଟେକ୍ନୋଲୋଜିଗୁଡିକ ଦକ୍ଷ ଓ ସଂଯୋଜିତ ସହରାଂଚଳ ପରିବେଶ ସୃଷ୍ଟି କରିବା ପାଇଁ ଏକତ୍ରିତ ହେଉଛନ୍ତି । ଏହା ନାଗରିକଙ୍କ ପାଇଁ ଜୀବନର ମାନକୁ ଉନ୍ନତ କରିବା ସହିତ ଭବିଷ୍ୟତ ଉପଯୋଗୀ ସ୍ଥାନ ଖୋଜୁଥିବା ବ୍ୟବସାୟ ଓ ନିବେଶକମାନଙ୍କୁ ଆକର୍ଷିତ କରିବ ।

ଇନୋଭେଟ୍ ଆର୍‌ଇ ଓଡିଶା ରିଅଲ୍ ଇଷ୍ଟେଟ୍ ଲିଡର୍‌ମାନଙ୍କ ପାଇଁ ଏକତ୍ରିତ ହେବା ଏବଂ ଏହି ଶିଳ୍ପର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ଲାଗି ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଅଟେ । ଏହି ସମ୍ମିଳନୀ ଡେଭ୍‌ଲପର୍‌, ବିଲ୍ଡର, ଏଜେଂଟ୍‌, ନିବେଶକ ଓ ନୀତି ନିର୍ମାତାଙ୍କ ସମେତ ସମସ୍ତ ରିଅଲ୍ ଇଷ୍ଟେଟ୍ ପ୍ରଫେସ୍‌ନାଲଙ୍କ ପାଇଁ ଖୋଲା ରହିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଶେଷଜ୍ଞଙ୍କ ସମ୍ବୋଧନ, ପ୍ୟାନେଲ ଆଲୋଚନା ଓ କର୍ମଶାଳା ଆଦି ସାମିଲ ରହିବ । ଏଠାରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁଗୁଡିକରେ ‘ଦ ଫ୍ୟୁଚର ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଓଡିଶା’, ‘ଦ ଇମ୍ପାକ୍ଟ ଅଫ୍ ଟେକ୍ନୋଲୋଜି ଅନ୍ ଦ ରିଅଲ୍ ଇଷ୍ଟେଟ୍ ସେକ୍ଟର’, ‘ଦ ଇମ୍ପୋର୍ଟାନ୍ସ ଅଫ୍ ସଷ୍ଟେନେବିଲିଟି ଇନ୍ ରିଅଲ୍ ଇଷ୍ଟେଟ୍‌’, ‘ଦ ରୋଲ୍ ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଇକୋନୋମିକ୍ ଡେଭ୍‌ଲପ୍‌ମେଂଟ୍‌’ ଏବଂ ‘ ଦ ଚ୍ୟାଲେଞ୍ଜେସ୍ ଆଣ୍ଡ୍ ଅପର୍‌ଚ୍ୟୁନିଟିଜ୍ ଫର୍ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍ସ ଇନ୍ ଓଡିଶା’ ଆଦି ସାମିଲ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍‌ସନ୍ ଏଗ୍ରୋ

September 28, 2026
HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version