• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୋଲଗଡ ବିଡିଓଙ୍କ ଦୁଃବ୍ୟବହାରରେ ତାତିଲା ମହିଳା ମହାସଂଘ : ବିଡିଓଙ୍କୁ ନିଲମ୍ବନ ପାଇଁ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
August 19, 2023
in ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍
0
ବୋଲଗଡ ବିଡିଓଙ୍କ ଦୁଃବ୍ୟବହାରରେ ତାତିଲା ମହିଳା ମହାସଂଘ : ବିଡିଓଙ୍କୁ ନିଲମ୍ବନ ପାଇଁ ଦାବୀ
Share on FacebookShare on TwitterWhatsapp

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :-> ରାଜ୍ୟ ସରକାର ଓଡିଶାର ଅଗଣିତ ନାରୀମାନଙ୍କ ପାଇଁ ବହୁବିଧ ଯୋଜନା କରିବା ସହିତ ମିଶନଶକ୍ତି ନାମରେ ସ୍ୱତନ୍ତ୍ର ଗଢିଥିବା ସଂସ୍ଥାକୁ ଓଡିଶାର ମହିଳାମାନଙ୍କୁ ସଶକ୍ତ କରିବାପାଇଁ ପନ୍ଥା ନିର୍ଦ୍ଧାରଣ କରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତି କରଣକୁ ଗୁରୁତ୍ୱ ଦେଉଥିବାବେଳେ ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି । ସ୍ୱୟଂସହାୟିକା ଗୋଷ୍ଠୀମାନ ଗଢି ତା ମାଧ୍ୟମରେ ବ୍ୟାଙ୍କ ଋଣ ଦେଇ ମହିଳାମାନଙ୍କୁ ସ୍ୱାବଲମ୍ବି କରି ଗଢିତୋଳିଛନ୍ତି । କିନ୍ତୁ ଶନିବାର ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ ସେହି ମିଶନ ଶକ୍ତିର ମାଆମାନଙ୍କୁ ନେଇ ଏକ ଅଭାବନୀୟ ପରିସ୍ଥିତି ଘଟିଯାଇଛି । ରାଜ୍ୟସରକାରଙ୍କ ବ୍ଲକ ମୁଖିଆ ମହିଳାମାନଙ୍କୁ ଦୁବ୍ୟବହାର କରିବା ସହିତ ପିସି ନଦେଲେ ସେ କୈାଣସି କାର୍ଯ୍ୟ କରାଇଦେବେ ନାହିଁ ବୋଲି ଅଭିଯୋଗ ହୋଇଛି ।

ସୂଚନାରୁ ଜଣାଯାଏ ଯେ, ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକରେ ମିଶନ ଶକ୍ତି ତରଫରୁ ଏକ ବୋଲଗଡ ଆଞ୍ଚଳିକ ମହାସଂଘ ରହିଅଛି । ରାଜ୍ୟସରକାରଙ୍କ ଉନ୍ନତି ମୂଳକ ଯୋଜନାରେ ମିଶନଶକ୍ତିର ମହିଳାମାନଙ୍କୁ ସ୍କୁଟି ଦିଆଯିବା ପାଇଁ ପ୍ରସ୍ତାବ ରହିଅଛି । ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହାସଂଘର ଗୃହରେ ସଂଘର ସଭ୍ୟାମାନଙ୍କ ଦ୍ୱାରା ମିଟିଙ୍ଗ ଚାଲୁଥିବା ବେଳେ କିଛି ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଅଭିଯୋଗ କରିଥିଲେ କି ବିଡିଓ ସ୍କୁଟି ଯୋଜନାରେ ଥିବା ଫର୍ମରେ ଦସ୍ତଖତ କରିବାକୁ ମନା କରୁଛନ୍ତି ଏବଂ କହୁଛନ୍ତି ଆପଣମାନେ ସିଧା ସିଧା ନଆସି ସେ ରଖିଥିବା ଦଲାଲଙ୍କୁ ଫର୍ମ ଦିଅନ୍ତୁ ସେ କରାଇ ଦେବେ ।

ଏହାର କିଛି ସମୟ ପରେ ସମସ୍ତ ସଦସ୍ୟା ସଂଘର ସଭାନେତ୍ରୀ ଏବଂ ସମ୍ପାଦିକାଙ୍କୁ ନେଇ ବିଡିଓଙ୍କୁ ଦେଖାକରିବାକୁ ଚାହିଁବାରୁ ସେ ଦେଖାକରିବାକୁ ସମୟ ନାହିଁ କହି ଧକ୍କା ଦେଇ କାର୍ଯ୍ୟାଳୟରୁ ତଡିଦେବା ସଙ୍ଗେ ସଙ୍ଗେ ଦସ୍ତଖତ କରିହେବନାହିଁ ତୁମେ ଯାହା କରିବାର ଅଛି କର ବୋଲି କହି ଆଶାଳିନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ କାର୍ଯ୍ୟାଳୟ ଛାଡି ସେ କେଉଁ ଆଡେ ପଳାଇଯାଇଥିଲେ । ଏହାର ପ୍ରତିବାଦ କରି ୧୯ଗୋଟି ପଞ୍ଚାୟତର ମହିଳା ସଭାନେତ୍ରୀ ଓ ସମ୍ପାଦିକାମାନେ ମହାସଂଘର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଡିଓ ମହାଶୟ ତାଙ୍କ କାର୍ଯ୍ୟାଳୟକୁ ମହିଳାମାନଙ୍କୁ ଏକୁଟିଆ ଡାକୁଥିବା ଏବଂ ଉତ୍ତେଜକ କଥା କହୁଥିବା, ଯେ କୈାଣସି କାର୍ଯ୍ୟ ଯଥା କୁକୁଡା ପାଳନ,

ମତ୍ସ୍ୟ ଚାଷ, ଫେଡେରେସନର ଲୋନ ଆଦି କାର୍ଯ୍ୟରେ ୧୦ପ୍ରତିଶତ ପିସି ମାଗିବା, ଯେଉଁ ସ୍ୱୟଂସହାୟିକା ଗୋଷ୍ଠୀ ପିସି ନଦେଉଛି ତାକୁ ସ୍ୱତନ୍ତ୍ର ଭାବେ କଳା ତାଲିକା ଭୁକ୍ତ କରାଇବା ଏବଂ ବହୁ ହଇରାଣ ହରକତ କରିବା ଅଭିିଯୋଗ କରି ମିଶନଶକ୍ତିର ଡାଇରେକ୍ଟର ଥିବା ସୁଜାତା କାର୍ତ୍ତିକେୟନଙ୍କୁ ବିଡିଓଙ୍କୁ ତୁରନ୍ତ ନିଲମ୍ବନ ପାଇଁ ଏକ ଦାବୀ ପତ୍ର ଦେବା ସଙ୍ଗେ ବୋଲଗଡ ଥାନା ଅଧିକାରୀ ଏବଂ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ୭ଦିନ ମଧ୍ୟରେ ଯଦି ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ମହିଳା ଗୋଷ୍ଠୀମାନେ ସମସ୍ତେ ଯାଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଅଭିଯୋଗ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

August 1, 2026
Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

August 1, 2026
ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ’ରୁମ୍ ଉଦଘାଟିତ

ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ’ରୁମ୍ ଉଦଘାଟିତ

August 1, 2026
ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ

ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ

August 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

August 1, 2026
Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

Vedanta Aluminium-Supported Young Archer Wins 3 Gold; Qualifies for CBSE Nationals

August 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version