50000ଭୋଟ ରେ ବିଜୟୀ ହେବେ BJD – ପ୍ରତାପ ଜେନା
୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗାର :-> ମାହାଙ୍ଗାର ବିଧାୟକ ମାଟି ସହିତ ମାଟି ହୋଇ ଦିନରାତି ପରିଶ୍ରମ କରି ମାହାଙ୍ଗା ମାଟିର ଭବିଷ୍ୟତ ପାଇଁ ସଂଘର୍ଷ କରୁଛି , ଆଉ ତାଙ୍କୁ ହିଁ ବିରୋଧୀ ବଦନାମ କରିବା ପାଇଁ ସବୁ ସୀମା ଅତିକ୍ରମ କରୁଛନ୍ତି !
ମନେରଖିବା ଦରକାର ମାହାଙ୍ଗା ମାଟିର ରୂପାନ୍ତରଣର ରୂପକାର ସାଜି ଓଡ଼ିଶାରେ ମାହାଙ୍ଗାକୁ ସ୍ୱର୍ଣ୍ଣିମ ରୂପ ଦେଇଥିବା ଏ ବ୍ୟକ୍ତି କାହା କଥାରେ ଅଟକିବନାହିଁ କି କାହା କଥା ଅଟକାଇପାରିବନାହିଁ ! ନବୀନ ଓଡ଼ିଶାକୁ ଉଜ୍ଜ୍ୱଳମୟ ମାହାଙ୍ଗାର ଭବିଷ୍ୟତ ଭେଟି ଦେବା ପର୍ଯ୍ୟନ୍ତ ସଂଗ୍ରାମ ନିରନ୍ତର ଚାଲିଥିବ !