ଆଜି କାଲି ପ୍ରଦୂଷିତ ବାୟୁ କୁ ରୋକିବାକୁ ହେଲେ ଖରା ଦାଉରୁ ନିଜକୁ ରକ୍ଷା କରିବାକୁ ହେଲେ ଭବିଷ୍ୟତ ପାଇଁ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ସଚେତନ ବାର୍ତ୍ତା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ମଞ୍ଜୁଲତା ନାଏକ,
ଚମ୍ପୁଆ ବନ ବିଭାଗ ଅଧିକାରୀ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ମାନଙ୍କ ଯୋଗଦାନରେ ୧୨୦ ଟି ଉପକାରୀ ଦୃମ ଗଛ ରୋପଣ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବର , ଶାଗୁଆନ , ପିଆଶାଳ , ଶିଶୁ ଭଳି ବହୁ ଉପକାରୀ ଗଛ ର ଚାରା ରୋପଣ କରାଯାଇଥିଲା ।

© 2023 Odisha Taza News.