• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାହାଙ୍ଗା : ରସିକିଆ ଖେଳ ଶିକ୍ଷକଙ୍କୁ କିଏ ଦେଉଛି ସୁରକ୍ଷା …!!

Proprietor Abhimanyu Maharana by Proprietor Abhimanyu Maharana
August 18, 2023
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ମାହାଙ୍ଗା : ରସିକିଆ ଖେଳ ଶିକ୍ଷକଙ୍କୁ କିଏ ଦେଉଛି ସୁରକ୍ଷା …!!
Share on FacebookShare on TwitterWhatsapp

ଖେଳ ଶିଖାଇବା ବଦଳରେ ନାବଳିକା ଛାତ୍ରୀକୁ କିପରି କଲେ ପ୍ରେମ

ଖେଳ ଶିକ୍ଷକ ମିଡିଆରେ ବୟାନ ଦେଉଛନ୍ତି ସେ ବି ଜଣେ ଅପସ୍ମାର ରୋଗୀ

ସଂପୃକ୍ତ ଖେଳ ଶିକ୍ଷକ ଚକ୍ରବ୍ୟୁହ ରଚି ମିଡ଼ିଆକୁ ହାତ ବାରିସି କରି ଖସି ଯିବାକୁ ଚାହୁଁନାହାଁନ୍ତିତ…?

ଅଭିନୟ କରି ଖସିଯିବାକୁ ଯୋଜନା କରିନାହାନ୍ତିତ ମୃତ ନାବାଳିକା ଛତ୍ରୀଙ୍କ ପ୍ରେମିକ ରସିକିଆ ଖେଳ ଶିକ୍ଷ

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ଖେଳ ଶିଖାଇବା ବଦଳରେ ନାବଳିକା ଛାତ୍ରୀକୁ କିପରି କଲେ ପ୍ରେମ, ଏହା ଶିକ୍ଷକ ସମାଜ ପାଇଁ କଳଙ୍କ, ଯଦି ନାବାଳିକା ଝିଅଟି ନିଜ ଘରୁ ନିର୍ଯ୍ୟାତନା ପାଉଥିଲା ତେବେ ରସିକିଆ ଖେଳ ମାଷ୍ଟର କଣ ପାଇଁ ସବୁ ଜାଣି ଚୁପ ରହି ଏହାର ଫାଇଦା ନେଇଥିଲେ, କାହିଁକି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କିମ୍ବା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ କାହିଁକି ଆଣିନଥିଲେ,

ବରଂ ନାବାଳିକା ଛାତ୍ରୀର ଅସହାୟତା ର ଫାଇଦା ଉଠାଇ ତାକୁ ନିଜର ପ୍ରେମିକା ସଜାଇ ନିଜ ଲାଳସା ମେଣ୍ଟାଇନାହାନ୍ତି ତ ? ଏତେ ସବୁ ଘଟଣା ଘଟିବା ପରେ କଣ ପାଇଁ ରସିକିଆ ଶିକ୍ଷକ ଙ୍କ ପ୍ରତି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ,

ଭାଇରଲ ଅଡିଓ ରେ ନାବାଳିକା ରସି ଦେଇ ଆତ୍ମହତ୍ୟା କରିବା ଓ ପୋଷ୍ଟ ମୋର୍ଟମ ହେଲେ ଶାରୀରିକ ସମ୍ପର୍କ ସହିତ ଗର୍ଭବତୀ ଥିବା ଜଣାପଡିଯିବା ଆଦି ବହୁତ ଅସୁବିଧା ହେବ ସେଥିପାଇଁ ଶବ ପୋଡି ପ୍ରମାଣ ନଷ୍ଟ କରାଯାଇଥିବା ଅଡିଓରୁ ଶୁଣିବାକୁ ମିଳୁଛି, ତେବେ ଏହି ଅଡିଓ ପ୍ରମାଣ କରୁଛି କି ନାବାଳିକା ଛାତ୍ରୀ ଖେଳଶିକ୍ଷକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ସ୍ପଷ୍ଟ ହେଉଛି, ସରକାର ଆଇନ ମୁତାବକ ନାବାଳିକା ସହ କୌଣସି ଅନୈତିକ ସମ୍ପର୍କ ରଖିବା ଅପରାଧ,

ତେବେ ଯେଉଁ ଅଡିଓ ଅଧାରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଦନ୍ତ ପରିସରଭୁକ୍ତ ହେଲେ ସେଇ ଆଧାରରେ କଣ ପାଇଁ ସମ୍ପୃକ୍ତ ଖେଳ ଶିକ୍ଷକ ଆଇନ ପରିଧିକୁ ଟଣା ହେଉନାହାନ୍ତି, ଏ ଶିକ୍ଷକଙ୍କ ପଛରେ କିଏ ରହି ସୁରକ୍ଷା ଦେଉଛି, ଖେଳ ଶିକ୍ଷକ ମିଡିଆରେ ବୟାନ ଦେଉଛନ୍ତି ସେ ବି ଜଣେ ଅପସ୍ମାର ରୋଗୀ, ଯଦି ଅପସ୍ମାର ରୋଗୀ ତେବେ ସେ କିପରି ଖେଳ ପ୍ରଶିକ୍ଷଣ ନେଇଥିଲେ ତାହା ବଡ଼ ପ୍ରଶ୍ନ ହୋଇଛି,

ମାହାଙ୍ଗା ବହୁ ଚର୍ଚ୍ଚିତ ନାବାଳିକା ମୃତ୍ୟୁ ଘଟଣା ଅଡିଓ ଭାଇରଲ ପରେ : ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ – ମାହାଙ୍ଗା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ

ନାବାଳିକା ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରନଯାଇ ପୋଡି ଦିଆଯାଇଥିବାରୁ ପ୍ରମାଣ ନଷ୍ଟ ପରେ ସଂପୃକ୍ତ ଖେଳ ଶିକ୍ଷକ ଚକ୍ରବ୍ୟୁହ ରଚି ମିଡ଼ିଆକୁ ହାତ ବାରିସି କରି ଖସି ଯିବାକୁ ଚାହୁଁନାହାଁନ୍ତିତ ? ପୁଲିସ ସବୁ ଦିଗକୁ ନଜର ଦେଇ ତଦନ୍ତ କଲେ ସବୁ ସତ ସାମ୍ନାକୁ ଆସିବ ବୋଲି ଦାବି ଜୋର ଧରିଛି, ଯଦି ସମ୍ପୃକ୍ତ ଖେଳ ଶିକ୍ଷକ ଦୁଇ ମାସ ପୂର୍ବେ ନାବାଳିକା ମୃତ୍ୟୁ ସମ୍ପର୍କରେ ସବୁ ତଥ୍ୟ ଜାଣିଥିଲେ ତେବେ ୫୫ ଦିନ ଯାଏ ଚୁପ ଥିଲେ କାହିଁକି,

ଏବେ କାହା ବାହୁ ବଳରେ ଘଟଣା ସମ୍ପର୍କରେ ପୁଲିସ କୁ ନଜଣାଇ ମିଡିଆରେ ଅଡିଓ ଭାଇରଲ କଲେ, ଏହା ପଛରେ ବାହୁବଳୀ ପ୍ରଭାବଶାଳୀ ଲୋକଙ୍କ ପ୍ରଚ୍ଛନ୍ନ ହାତ ଥିବା ଅନୁମାନ ହେଉଛି, ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବା ସହ ସମ୍ପୃକ୍ତ ନାବାଳିକା ପ୍ରେମିକ ସାଜିଥିବା ଖେଳ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆଣିବାକୁ ବିଭିନ୍ନ ମହଲରେ ଆଲୋଚନା ହେଉଛି .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

Exim Bank to Set Up Regional Office in Bhubaneswar, to Deepen its Engagement with Odisha’s Exporters

August 1, 2026

ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା

ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା

August 1, 2026
ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ

ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ

August 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

Exim Bank to Set Up Regional Office in Bhubaneswar, to Deepen its Engagement with Odisha’s Exporters

August 1, 2026
ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

August 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version