ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଭୁସୁତ ଲିମା ଜାତୀୟ ପତାକା ଉତ୍ତୋଳନ କରିବା ପରେ ଶ୍ରୀ ଲିମା ବାବୁ ନଜର ଅଭିଭାଷଣ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ପ୍ରଭଞ୍ଜନ ପ୍ରଧାନ ନିଜର ଅଭିଭାଷଣ ରଖିଥିଲେ । କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ । ଶିକ୍ଷକ ଏନେଇ ଲିମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶ ଶିକ୍ଷକ A. ପ୍ରସାଦ ରାଓ, ସୁରେଶ ରନ ବିଷୋୟୀ ସହଯୋଗ କରିବା ଶେଷରେ ଧନ୍ୟବାଦ ଦେଇଥିଲେ ।© 2023 Odisha Taza News.