ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) ଭୁବନେଶ୍ୱର , ଝରିଗାଁ :- ଝରିଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜଳସେଚନ ପ୍ରକଳ୍ପର ମରାମତି ଓ ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଉପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଓ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀମୟ ରଥ ଙ୍କ ମଧ୍ୟରେ ସେଚସଦନ ଭୁବନେଶ୍ୱର ଠାରେ ଆଲୋଚନା କରିଥିଲେ ।
ଆଗାମୀ ଦିନରେ ଝରିଗାଁ ନିର୍ବାଚନ ମଣ୍ଡଳୀ ର ଚାଷୀମାନେ ଠିକ ଭାବରେ ଜଳସେଚନ ର ସୁବିଧା ପାଇବେ ବୋଲି ଆଶା କରାଯାଏ । ଏପରି କାର୍ଯ୍ୟ ନିମନ୍ତେ ମାନ୍ୟବର ବିଧାୟକ ଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଉନ୍ନତିକରଣ ପାଈଁ ଆଲୋଚନା ଚକ୍ର














