୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ :-> କଟକ ସ୍ଥିତ ଗଡ଼ଗଡ଼ିଆ ମନ୍ଦିର ପ୍ରାଣଙ୍ଗ ରେ ଶୁଭ ମହୁରତ ହୋଇଯାଇଛି ଆଗାମୀ ୱେବ୍ ସିରିଜ୍ ଫିଲ୍ମ କଟକ The King ଏହା କ୍ରିତିକା ପ୍ରଡକ୍ସନ ନିର୍ମାଣ ହେବାକୁ ଯାଉଥିବା ବେଳେ ଫିଲ୍ମ୍ ର ନିର୍ଦେଶକ ସିଲୁ ନାୟକ ଥିବା ବେଳେ ଏହା ପ୍ରଥମ ଥର କଟକ ର ସମସ୍ତ ଜିଲ୍ଲା ମାନଙ୍କୁ ନେଇ ଗ୍ୟାଙ୍ଗ ଷ୍ଟାର ଙ୍କୁ ନେଇ ଫିଲ୍ମ୍ ହେବାକୁ ଥିବା ବେଳେ

ଏହା ଓଡ଼ିଶା ଏକ ନୂତନ ଆଶା ଫିଲ୍ମ୍ ଦୁନିଆ କୁ ନେଇ ବା କଟକ କୁ ନେଇ ଆଜି ଏହି ଫିଲ୍ମ୍ ର ଷ୍ଟାର୍ କାଷ୍ଟ ଶିଲୁ ନାୟକ , ମିଟୁ ମିଥୁନ,କାଳୀଚରଣ ଆଚାର୍ଯ୍ୟ, ଶ୍ରୀକୁମାର ଜେନା, ବିଜୟ ବାଲ୍, ଆକାଶ ଦାସ-(ସ୍କାୟ କୁମାର୍) ଆଦେଶ ବସ୍ତିଆ,ଚିନୁ ପ୍ରମୁଖ ଥିବା ବେଳେ ଖୁବ୍ ଶୀଘ୍ର ଏହାର ନୂତନ କାଷ୍ଟ ଘୋଷଣା କରାଯିବା ସହ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ହେଲେ ଜଣା ପଡ଼ିଛି.
















