• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ୍‌ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡୁ ପ୍ରସ୍ତୁତି ତାଲିମର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
August 3, 2023
in ଓଡ଼ିଶା, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ୍‌ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡୁ ପ୍ରସ୍ତୁତି ତାଲିମର ଶୁଭାରମ୍ଭ
Share on FacebookShare on TwitterWhatsapp

୩ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭଲକ୍ଷ୍ମୀ ଉଦ୍ୟୋଗିନି ଅଧୀନରେ ନିଅ।।ଇଥିବା ଅନେକ ଉଦ୍ୟୋଗ ବିକାଶ ସୁୋଗର ଏକ ଅଂଶ ଭାବରେ ଝାଡୁ ନିର୍ମାଣ ଉଦ୍ୟମ ଆରମ୍ଭ କରିବା ପାଇଁ ଭାରତର ପ୍ରସିଦ୍ଧ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ସହିତ ଅଂଶୀଦାର ହୋଇଛି । ଶୁଭଲକ୍ଷ୍ମୀ ସମବାୟ ସମିତି ଅଧିନସ୍ତ ସୁଭଲକ୍ଷ୍ମି ଉଦ୍ୟୋଗିନି କ୍ରା୍ୟକ୍ରମର ଦ୍ୱିତୀୟ ର୍ପ୍ୟାୟ ଯାହାକି ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସମର୍ôଥତ ଭାରତର ବୃହତମ ଗ୍ରାମୀଣ ମହିଳା ସମବାୟ ସମିତି ଅଟେ । କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍ ତଥା ଶୁଭଲକ୍ଷ୍ମୀ ସମବାୟ ସମିତିର ବୋର୍ଡ ସଦସ୍ୟ ଶ୍ରୀମତୀ କ୍ରିଷ୍ଣ୍ରିୟା ସାହୁଙ୍କ ଉପସ୍ଥିତିରେ ଝାରସୁଗୁଡାର କିର୍ମିରା ବ୍ଲକର ଛେଲିଆପଡା ଗ୍ରାମରେ ଏହି ଉଦ୍ୟୋଗର ଶୁଭ ଉଦ୍ଘାଟନ କରାଯାଇଥିଲା ।

ଏହା ସହିତ କୋଲାବିରା ଗ୍ରାମ ପଂଚାୟତର ସରଂଚ ଶ୍ରୀ ଚେତନିଆ ନାଏଙ୍କ ଉପସ୍ଥିତିରେ କୋଲାବିରା ଗ୍ରାମ ପଂଚାୟତର ତାରାଇକେଲା ଗ୍ରାମରେ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଝାଡୁ ତିଆରି ଉଦ୍ୟୋଗରେ କିର୍ମିରା ଏବଂ କୋଲାବିରା ବ୍ଲକର ୧୫ ଟି ଗ୍ରାମର ୧୦୦ ରୁ ଅଧିକ ମହିଳାଙ୍କୁ ପ୍ରାକୃତିକ ଭାବରେ ବଢୁଥିବା ଘାସ ସଂଗ୍ରହ ତଥା ପରବର୍ତୀ ସମୟରେ ଇକୋ-ଫ୍ରେଣ୍ଡଲି ଝାଡୁ ଉତ୍ପାଦନରେ ଅଂଶଗ୍ରହଣ କରିବେ । ଏହି ଉଦ୍ୟୋଗ ଆସନ୍ତା ଛଅ ମାସ ମଧ୍ୟରେ ମାସକୁ ପ୍ରାୟ ୧୨,୦୦୦ ଝାଡୁ ଉତ୍ପାଦନ କରିବାକୁ ଯୋଜନା କରିଛି, ଯାହା ପରେ ଉତ୍ପାଦନକୁ ଆହୁରି ବ୍ୟାପକ କରାିବ ।

ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏକ ଝାଡୁ ସଂଗ୍ରହ କେନ୍ଦ୍ରରେ ଝାଡୁଗୁଡିକ ଜମା କରାିବା ସହିତ ବିକ୍ରୟ ପାଇଁ ହୋଲସେଲରମାନଙ୍କୁ ବଂଟନ କରାିବ । ଏକ ଦକ୍ଷ ଝାଡୁ ଉତ୍ପାଦନ ଏବଂ ମାର୍କେଟିଂ ଏଂଟରପ୍ରାଇଜ୍ ପ୍ରତିଷ୍ଠା କରି, ଏହି ର୍କ୍ୟାକ୍ରମର ଉତ୍ପାଦକତା ବୃଦ୍ଧି ତଥା ବଂଟନ ଚ୍ୟାନେଲଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଇକୋ-ଫ୍ରେଣ୍ଡଲି ଝାଡୁ ପାଇଁ ଏକ ସ୍ଥାୟୀ ବଜାର ସୃଷ୍ଟି କରିବାକୁ ଚେଷ୍ଟା ଜାରି ରହିଛି । ଏହି ର୍କ୍ୟାକ୍ରମ ମାଧ୍ୟମରେ କମ୍ପାନୀ ମଧ୍ୟ ସମାଜକୁ ସ୍ଥାୟୀ ଜୀବିକା ସୁୋଗ ସହିତ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ମହିଳାମାନଙ୍କ ମଧ୍ୟରେ ଏକ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ତଥା ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଦିଗରେ ର୍କ୍ୟା କରାଯାଉଛି ।

ସମବାୟ ସମିତିର ଔଦ୍ୟୋଗିକ ଚିନ୍ତାଧାରାକୁ ଉତ୍ସାହିତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ “ଶୁଭଲକ୍ଷ୍ମୀ ସମବାୟ ସମିତି ର୍କୋରେଟ୍ ଏବଂ ସମ୍ପ୍ରଦାୟର ସହୋଗରେ ସକରାତ୍ମକ ଫଳାଫଳ ପାଇଁ ଏକ ଉଲ୍ଲେଖନୀୟ ପ୍ରମାଣ ଭାବରେ ଛିଡା ହୋଇଛି, ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ ପାଇଁ ଗ୍ରାମୀଣ ମହିଳାମାନଙ୍କ ପାଇଁ କ୍ରା୍ୟକରୁଛି । ଆମେ ବେଦାନ୍ତ ଆଲୁମିନିୟମରେ ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ । ଶୁଭଲକ୍ଷ୍ମୀ ଉଦ୍ୟୋଗିନି ୍େରାଜେକ୍ଟ ଅଧୀନରେ ଝାଡୁ ତିଆରି ଦକ୍ଷେ ଆରମ୍ଭ ହେବା ସହିତ, ଆମେ ଏହି ଅଂଚଳର ମହିଳା ଉଦ୍ୟୋଗୀଙ୍କୁ ଆହୁରି ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିଛୁ ।

ଏହି ଦକ୍ଷେ ନେଇଥିବାରୁ କମ୍ପାନୀକୁ ୍ରଶଂସା କରି ଝାରସୁଗୁଡାର କିର୍ମିରା ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ କ୍ରିଷ୍ଣ୍ରିୟା ସାହୁ କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ଝାଡୁ ତିଆରି ଉଦ୍ୟୋଗ ଭଳି ଉଦ୍ୟମ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ତଥା ଔଦ୍ୟୋଗୀତା ଭାବର ବୃଦ୍ଧି ହେବାର ମାଧ୍ୟମ ୍ରଦାନ କରିଛି । ଏହି ଅଂଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିର ଅନୁକ୍ରମଣିକା ଅଟେ । ମୁଁ ହୃଦୟର ସହିତ ସମବାୟ ସମିତିର ସମସ୍ତ ସଦସ୍ୟଙ୍କୁ ଏହି ପଦକ୍ଷେ ସହିତ ସକ୍ରିୟ ଭାବରେ ଜଡିତ ହେବାକୁ ଉତ୍ସାହିତ କରୁଛି ଏବଂ ଉପସ୍ଥାନ କରୁଥିବା ଆର୍ôଥକ ଲାଭକୁ କେବଳ ସେମାନଙ୍କ ପରିବାରକୁ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରରଣା ଯୋଗାଇବ ।

ଶୁଭଲକ୍ଷ୍ମୀ ସମବାୟ ସମିତିର ଏପର୍ଯ୍ୟନ୍ତ ମୁଖ୍ୟ ଆକର୍ଷଣ ଗୁୁଡିକ ହେଲା :-

 ପଶ୍ଚିମ ଓଡିଶାର ତଥା ଭାରତର ସର୍ବବୃହତ ଗ୍ରାମୀଣ ମହିଳା ସମବାୟ ସମିତି ମଧ୍ୟରୁ ଅନ୍ୟତମ, ଯାହାକି ସ୍ୱୟଂ ଶାସିତ ସମ୍ପ୍ରଦାୟର ୩୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ୪୩୫୦ ରୁ ଅଧିକ ସଦସ୍ୟଙ୍କୁ ସମର୍ଥନ କରୁଛି ।

 ଗତ ୨ ବର୍ଷ ମଧ୍ୟରେ କୃଷି ଏବଂ ଅଣ-କୃଷି ବ୍ୟବସାୟରେ ୧,୮୦୦ ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା, ମାଇକ୍ରୋ ଫାଇନାନ୍ସ, ଦକ୍ଷତା ବିକାଶ, ଆର୍ôଥକ ସାକ୍ଷରତା, ବଜାର ଲିଙ୍କେଜ୍ ସହିତ ସହାୟତା ଯୋଗାଇଛି ।

 ଆରମ୍ଭରୁ ପ୍ରାୟ ୪ କୋଟି ଟଙ୍କାର ଏକ ଫଣ୍ଡ ବେସ୍ ସୃଷ୍ଟି କରିବା ସହିତ ୩୮.୧୩ କୋଟି ଟଙ୍କା ବ୍ୟବସାୟ କରିଛି ଏହାଛଡା ଲୋନ ପାଇଁ ପ୍ରାୟ ୧୯,୨୦୦ ସମବାୟ ସଦସ୍ୟଙ୍କୁ ମଧ୍ୟ ସମର୍ଥନ କରିଛି ।

 ସମ୍ପ୍ରଦାୟର ସଦସ୍ୟ ଏବଂ ସେମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ପାଇଁ ଭାରତ ସରକାରଙ୍କ ଦ୍ୱାରା ବିକଶିତ ବିଭିନ୍ନ ଜନ କଲ୍ୟାଣକାରୀ  ଯୋଜନା ମଧ୍ୟରେ ଏକ ସେତୁ ଭାବରେ ର୍କ୍ୟା କରୁଛି ।

 ଫାଷ୍ଟଫୁଡ୍ ସେଂଟର, କୁକୁଡ଼ା ଏବଂ ପନିପରିବା ଫାର୍ମ, ଗ୍ରୋସରୀ ଷ୍ଟୋର, ବିୟୁଟି ପାର୍ଲର, ଟେଲରିଂ ସେଂଟର ଏବଂ ଅନ୍ୟାନ୍ୟ ମାଇକ୍ରୋ ଉଦ୍ୟୋଗଗୁଡିକୁ ମଧ୍ୟ ପରିଚାଳନା କରୁଛି ।

 ‘ଶୁଭଲକ୍ଷ୍ମୀ ମହିଲା କଲ୍ୟାଣ ।ଣ୍ଠି’ – ଏକ ଅନନ୍ୟ ସାମାଜିକ କଲ୍ୟାଣ ପାଣ୍ଠି ଯାହାଦ୍ୱାରା ୧୪୦୦ ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ଯଥା ଆଶାୟି ମାତୃତ୍ୱ, ସମ୍ମାନଜନକ ଛାତ୍ରମାନଙ୍କ ପାଇଁ ଛାତ୍ରବୃତି, ପତି-ତ୍ନୀଙ୍କ ଦେହାନ୍ତରେ ସହାୟତା ଇତ୍ୟାଦିଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।

 ୧୫ ଜଣ ନିର୍ବାଚିତ ବୋର୍ଡ ମେମ୍ବରଙ୍କ ଦ୍ୱାରା ରିଚାଳିତ, ସମବାୟ ବ୍ୟ।।ର ଏବଂ ପରିଚାଳନା କର୍ମଶାଳା ମାଧ୍ୟମରେ ମହିଳା ନେତାଙ୍କ ଏକ କ୍ୟାଡର ବିକାଶ କରାଯାଇଛି ।

ସ୍ଥାୟୀ ଜୀବିକା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଏବଂ ରିମଳ, ଜୈବ ବିନିଯୋଗ ଏବଂ ଗୋଷ୍ଠିର ଭିତିଭୂମି ବିକାଶ କ୍ଷେତ୍ରରେ ବେଦାନ୍ତ ଝାରସୁଗୁଡାର ସାମାଜିକ ହସ୍ତକ୍ଷେ ଦ୍ୱାରା ନିକଟବର୍ତୀ ଅଂଚଳର ୮୦ଟି ଗ୍ରାମରେ ପହିଂଚି ଏକ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି । ଏହା ୩୭୦ରୁ ଅଧିକ ଏସଏଚଜିରେ ୪୩୫୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି, ଏହାଛଡା ବାର୍ଷିକ ପ୍ରାୟ ୪୩,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ମଧ୍ୟ ପ୍ରଦାନ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉôାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

May 18, 2026

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

May 18, 2026
ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

May 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

May 18, 2026
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

May 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version