୨ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକର ବଡପଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୂଆଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଦପଦା ପଞ୍ଚାୟତ ର ସମିତି ସଭ୍ୟ, ତିତିଶିଂ ପଞ୍ଚାୟତ ର ସରପଞ୍ଚ ଯୋଗ ଦେଇ ଥିଲେ,65 ରୂ ଉର୍ଦ୍ଧ ଛାତ୍ର ଛାତ୍ରୀ ଯେଉଁ ମାନେ ବିଜ୍ଞାନ ପ୍ରଥମ ବର୍ଷ ଅଧ୍ୟୟନ କରିବେ ,

ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି, 7ଟି ବିଷୟ ର guest faculty ଯୋଗ ଦେଇ ଥିଲେ, ଅଭିଭାବକ ମାନେ ମଧ୍ୟ ଏଥିରେ ଯୋଗ ଦେଇ ଥିଲେ l ପ୍ରିନ୍ସିପଲ୍ ଇଞ୍ଚର୍ଜ, ଶ୍ରୀ ବଳରାମ ଗମାଙ୍ଗ ଙ୍କ ସଭାପତିତ୍ବ ରେ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସଭା ଟି କୁ ସଞ୍ଚାଳନ କରିଥିଲେ l ଶେଷରେ ଶ୍ରୀ ଲମ୍ବୋଦର ପ୍ରଧାନ guest faculty ଧନ୍ୟ ବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରା ଗଲା
















