୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି (ବୁଧବାର) କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବୀର ଜବାନ ମାନଙ୍କର ସହାସିକ ପଦକ୍ଷପ ଓ ଉନ୍ନତମାନର ରଶଳ ଯୋଗୁ କିପର ‘ଆମ ଭାରତ’ କାରିଗିଲ ବିଜୟ କରିବାରେ ସକ୍ଷମ ହୋଇଥିଲା ସେ ସଂପର୍କରେ ଅଧ୍ୟକ୍ଷ ଶ୍ରୀ ଜେନା ଅଭିଭାଷଣରେ କହିଥିଲେ । ଅନୁଷ୍ଠିତ ସଭାରେ ଅଧ୍ୟାପକ ସନ୍ତୋଷ କୁମାର ଜେନା, ମଳୟ କୁମାର ମଲ୍ଲିକ,
ପଦ୍ମଭୁଷଣ ରାଉତରାୟଙ୍କ ସମେତ ପ୍ରଶାନ୍ତ କୁମାର ଦାସ, କବିତା କଲୋଳିନୀ ସିହ୍ନା ପ୍ରମୁଖ ଯୋଗଦେଇ ଦେଇଥିଲେ । ଜାତୀୟ ସେବାଯୋଜନାର ଛାତ୍ରୀ କାଜୁନୀ ବେହେରା, ଲଭଲିନ୍ ନାୟକ, ଶୁଭଶ୍ରୀ ଶୁଭସ୍ମିତା ସାହୁ, ଲକ୍ଷ୍ମୀପ୍ରିୟା ରାଣା, ଲିନାରାଣୀ ସାହୁ, କ୍ରଷ୍ଟା ରାଉତ, ବୈଶାଖୀ ସାହୁ, ରୋସ୍ତି ଗୌର, ବନିତା ସେଠୀ, ଲକ୍ଷ୍ମୀପ୍ରିୟା ପାଢୀ, ଗାୟତ୍ରୀ ସାହୁ, ଲୋଭନା ପ୍ରିୟଦର୍ଶିନୀ ସିଂହ, ଦେବସ୍ମିତାର ସାହୁ, ସୁପ୍ରଭା ସାହୁ, ସନ୍ତୋଷ ମାଝୀ, ବିନୀତାରାଣୀ ପାତ୍ର, କଲ୍ୟାଣୀ ସାମଲ, ଦୀପାଲି ରାୟ, ଲିୱା ନାୟକ, ମନୋରମା ବହେରା, ଟିକିଲି ବେହେରା, ସୁପର୍ୟାନାଥ ଶର୍ମା, ସନ୍ଧ୍ୟାରାଣୀ ବେହେରା,
ଲିପିନା ସାହୁ, ଶିବାନୀ ବେହେରା, ସୋନାଲି ସେନାପତି, ରଶ୍ମିରେଖା ବେହେରା, ସେନାଲି ପାତ୍ର ପ୍ରମୁଖ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଛାତ୍ରୀମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ‘ ଭରାତ ମାତା’ର ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରଯାଇଥିଲା ବେଳେ ଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମ ବୋଧକ ସଂଗୀତ ଗାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛତ୍ରାମାନେ ସାମିଲହୋଇଥିଲା ବେଳେ ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।