No Result
View All Result
୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇର ପୂର୍ବତନ ବିଧାୟକ ତଥା ଓଡିଶା ସରକାରଙ୍କ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକ ସବୁଜ ସୁନ୍ଦର କୋରାଇ ଗଢିବା ପାଇଁ ଦୀର୍ଘ ୧୫ଦିନ ହେଲା ବିଭିନ୍ନ ସମର୍ଥନରେ ମେଗା ଚାରାରୋପଣ ଓ ବଂଟନ କରି କୋରାଇ ନିର୍ବାଚନ ମଣ୍ଡଳୀର ସବୁରି ପ୍ରିୟ ତଥା ଆଦରଣୀ ହୋଇ ହୋଇଥିଲା ବେଳେ ରାଜ୍ୟ ସ୍ତରରେ ମଧ୍ୟ ତାଙ୍କର ଏହି ମହତୂର୍ଣ୍ଣ କାର୍ଯ୍ୟଧାରା । ଇଁ ବେଶ ପ୍ରଶଂସନୀୟ ହୋଇଛନ୍ତି । କୋରାଇ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ଆଜି କୋରାଇ ବ୍ଲକ୍ ଅନ୍ତର୍ଗତ ସାଦକୁର ପଞ୍ଚାୟତ ସ୍ଥିତ ସର୍ବୁରାତନ କୋରାଇ ନୋଡାଲ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଙ୍ଗଣରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୂର୍ବତନ ବିଧାୟକ ଶ୍ରୀ ଦାସନାୟକଙ୍କ ‘ମିଶନ୍ ସବୁଜ କୋରାଇ’ ଅଭିାନରେ ୧୦୦ଚାରା ରୋପଣ କର।ଯାଇଥିଲା । ଶ୍ରୀ ଦାସନାୟକ ଚରାରୋପଣ ପରେ କୋରାଇ ବଜାର, ସାଦକୁର, ଫାଜଲପୁର ଗ୍ରାମର ପ୍ରତ୍ୟେକଙ୍କ ଘେର ଘେର ପୁରୁଷ ଓ ମହିଳାମାନଙ୍କୁ ଭେଟି ପିଜୁଳି, ଓଉ, ଆମ୍ବ, ପଣସ, ଶାଗୁଆନ୍, ଆତ, କାଜୁ, ଦେବଦାରୁ, ଆକାଶିଆ ଆଦି ୧୫୦୦ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଚାରା ବଂଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ଶ୍ରୀ ଦାସନାୟକ ୋଗଦେଇ ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଈଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନି, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ୋଗାଇ ଦେଇଛନ୍ତି ।
ହାଦ୍ୱାରା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି । ଜୀବଜଗତ ବଂଚରହିବା ପାଇଁ ଈଶ୍ୱର ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ୋରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି । ଜୀବଜଗତ ବଂଚରହିବା ପାଇଁ ଈଶ୍ୱର ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂ ଦିନର ତାମାତ୍ର ବଢିଚାଲିଥିବା ବେଳେ ବର୍ଷାର ପରିମାଣ କମିକମି ଆସିଲାଣି ।
ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡି ମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ । ଫଳସ୍ୱରୂ ବାୟୂମଣ୍ଡଳରେ ଥିବା ଓଜୋନ୍ ସ୍ତରରେ ରନ୍ଧ୍ର ହେବାୋଗୁଁ ର୍ସ୍ୟୂଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ପଡ଼ିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଆସନ୍ତୁ ସମସ୍ତଙ୍କ ସହୋଗରେ ବୃକ୍ଷରୋପଣ କରି ପରିବେଶକୁ ସନ୍ତୁଳନରୁ ରକ୍ଷାକରିବା । କୋରାଇକୁ ସବୁଜସୁନ୍ଦର କରି ଗଢିତୋଳିବା ବାକୁ କୋରାଇବାସୀଙ୍କ ଶ୍ରୀ ଦାସନାୟକ ଆହ୍ୱନ ଦେଇଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେକ ହାକିମ୍ ଖାଁ, ସେକ୍ ସାବନ୍, ସେକ୍ ମଜ୍ବୁର ରହେମାନ୍ (ଗୋରା), ସେକ୍ ଆବାଜ, ଜିତେନ୍ଦ୍ର ସିଂହ, କୈଳାସ ପଟ୍ଟନାୟକ, ପୀତାମ୍ବର ନନ୍ଦ, ରାଜକିଶୋର ପଟ୍ଟନାୟକ, ରବୀନ୍ଦ୍ର ବେହେରା (କୁନୁ), ବ୍ରଜକିଶୋର ପଟ୍ଟନାୟକ, ରବୀନ୍ଦ୍ର କାନୁନ୍ଗୋ, ଅମରେଶ ପଟ୍ଟନାୟକ, ବଙ୍ଗନ୍ ଖିଲାର, ଅନିଲ ଦାସ, ଦେବାଶିଷ ସାହୁ, ସେକ୍ ମେହେବୁବ୍ ଅଲ୍ଲୀ, ସେକ୍ ରାଜା, ସନ୍ତୋଷ ସାହୁ, ସେକ୍ ଫୁରକାନ୍, ଆବୁଲ୍ ହୁସେନ୍ ହଜାରି, ଜାହେଦୁର ରହେମାନ୍ ହଜାରି, ଗୁରଫାନ୍ ଖାନ୍, ମହମ୍ମଦ୍ ୱାସିଦ୍ ଅଲ୍ଲୀ, ସେକ୍ ସରଫୁଦ୍ଦିନ୍, ମହମ୍ମଦ ଫକିରଉଦ୍ଦିନ୍, ଆକମଲ ଅଲ୍ଲୀ, ମିର୍ଜା ସାମସୁଦ୍ଦିନ୍ ବେଗ୍, ସେକ୍ ସମଦୁଲ୍,
ଧନେଶ୍ୱର ପଂଚାୟତର ପୂର୍ବତନ ସରପଂଚ ରାଜେନ୍ଦ୍ର ରାଉତ, ପୂର୍ବତନ ସମିତି ସଭ୍ୟ ସେକ୍ ଜହର ଅଲ୍ଲୀ, ଅଶୋକ ବାରିକ, କୁଳମଣି ଦାସ, ସମାଜସେବୀ କଟେଶ୍ୱର ରାଓ, ସୁବ୍ରତ ସେଠୀ, ଜଗବନ୍ଧୁ ଜେନା, ସଞ୍ଜୟ ନାୟକ, ଦାମୋଦର ଖଣ୍ଡେଇ, ମୃତ୍ୟୁଞ୍ଜୟ ନାୟକ, ହେମନ୍ତ ନାୟକ, ଏସ୍. ରାଓ, ସଞ୍ଜୟ ନାୟକ, ଲକ୍ଷ୍ମୀଧର କରଣ, ଆଲୋକ ଦାସ, ପ୍ରଶାନ୍ତ ନାୟକ, ଅନିଲ ବୋଇତାଇ, ମନୋଜ ଦାସ ପ୍ରମୁଖ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ । ପ୍ରାରମ୍ଭରେ ବହୁସଂଖ୍ୟାରେ କାର୍ମ ଓ ଅଂଚଳବାସୀ ଶ୍ରୀ ଦାସନାୟକଙ୍କୁ କୋରାଇ କଲେଜ ଠାରୁ ବିରାଟ ଶୋଭ। ତ୍ରରେ ର୍କ୍ୟାସ୍ଥଳୀକୁ ନିଅ।ଯାଇଥିଲା ବେଳେ ବିପୁଳ ଜନସମର୍ଥନ ମଳୁଥିବା ଦେଖ।ଯାଇଥିଲା ।
No Result
View All Result