No Result
View All Result
୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ “ବନ ମୋହତ୍ସବ ସପ୍ତାହ” ପାଳନ ହୋଇଯାଇଛି ।ଏଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ଶ୍ରୀ ଶୁଭଜିତ ବେହେରା(JMFC,ମୋହନା) ଆସନ ଅଳଙ୍କୃତ କରିଥିଲେ ଓ ତାଙ୍କ ସହଯୋଗୀ ଯୋଗ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ସୁଶ୍ରୀ କଲ୍ପନା ନାୟକ(ରେଞ୍ଜର,ମୋହନା) ଆସନ ଅଳଙ୍କୃତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଶ୍ରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ (ଓଆଇସି,ମୋହନା), ସିରାଜ ଆଲ୍ଲୀ(ଏସ।ଇ), ସୁଶ୍ରୀ ଶାନ୍ତିଲତ। ବେହେରା (ଏସ।ଇ), ଶ୍ରୀ ମଧୁସୂଦନ ପାଢୀ (ଆଇନଜୀବୀ) , ଶ୍ରୀ ପ୍ରଶାନ୍ତ ବୀର (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ),ଶ୍ରୀ ଦେବାଶିଷ ଶତପଥୀ(ଫୋରେଷ୍ଟର,ମୋହନା) ଓ ତାଙ୍କ ସହଯୋଗୀ,ଶ୍ରୀ ଅକ୍ଷୟ ଶତପଥୀ (ଲିପିକା ଏନଜିଓ) ,
ପରିଚାଳନା କମିଟି ରେ ସଦସ୍ୟ ଶ୍ରୀ ଭଜହରୀ ସାହୁ (ସଭ୍ୟ )ଆସନ ଗ୍ରହଣ କରିଥିଲେ ।ଦୃଷ୍ଟିହୀନ ଓ ବଧିର ବିଭାଗ ର ଶ୍ରୀ ଦାମୋଦର ଦାସ (ଅଧ୍ୟକ୍ଷ) ଓ ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଭାଗ ର ଶ୍ରୀମତି ନିରୋଜ। କୁମାରୀ ବେହେରା (ଭାଇସ ପ୍ରିନ୍ସସିପାଲ) ସଭା ପରିଚାଳନା ରେ ସହଯୋଗ କରିଥିଲେ ।ଶ୍ରୀ ବେହେରା ଆଜିର କାର୍ଯ୍ୟକ୍ରମ ଯୋଗ ଦେଇ ଦିବ୍ୟ।ଙ୍ଗ ଛାତ୍ରଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ,ବୃକ୍ଷ ର ଉପକାରିତା ଏବଂ ଆଇନ ସମ୍ବନ୍ଧୀୟ ବିଷୟ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ।
ସୁଶ୍ରୀ ରେଞ୍ଜର ମହାଶୟା ବନ ମହାତ୍ସବ ସପ୍ତାହ ପାଳନ ଉପରେ ଆଲୋକ ପାତ କରିଥିଲେ ।ଆଜିକାର କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ଦଣ୍ଡାସି ସାହୁ “ବୃକ୍ଷ ଲଗାଅ ଜୀବନ ବଞ୍ଚାଅ ” ର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କୁ ହୃଦୟସ୍ପର୍ଶୀ କରେଇ ସମାଜ କୁ ବ।ର୍ତ। ଦେଇଥିଲେ । ପରିଶେଷ ରେ ଶ୍ରୀ ବେହେରା (JMFC) ମହାଶୟ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମସ୍ତ କର୍ମଚାରୀ ଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ ଓ ଶେଷରେ ବିଦ୍ୟଳୟ ପରିସର ରେ ବୃକ୍ଷ ରୋପଣ କରି “ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା”ର ସ୍ଲୋଗାନ ଦେଇଥିଲେ ।
ଏହାର ସମସ୍ତ ଦାୟିତ୍ଵ ଶ୍ରୀ ଅଶୋକ କୁମାର ଜେନା (ଶହକାରୀ ଶିକ୍ଷକ) ନିର୍ଭାହ କରିଥିଲେ ,ଓ ଏଥିରେ ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି, କର୍ମଚାରୀ ସହଯୋଗ କରିଥିଲେ ।ସଭା ଶେଷରେ ଶ୍ରୀ ମହେଶ୍ଵର ସାହୁ (ଟିଜିଟି) ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସଭା ସାଙ୍ଗ କରିଥିଲେ ।
No Result
View All Result