• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋକ ପ୍ରତିଭା ଉତ୍ସବରେ ଦାତବ୍ୟ ଆୟୁର୍ବେଦ, ହୋମିଓପ୍ୟାଥିକ ଚିକିତ୍ସାଳୟ ଓ ବ୍ୟା୍ୟାମାଶାଳା ର ନୂତନ ଭବନର ଲୋକାର୍ପଣ

Proprietor Abhimanyu Maharana by Proprietor Abhimanyu Maharana
July 3, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଲୋକ ପ୍ରତିଭା ଉତ୍ସବରେ ଦାତବ୍ୟ ଆୟୁର୍ବେଦ, ହୋମିଓପ୍ୟାଥିକ ଚିକିତ୍ସାଳୟ ଓ ବ୍ୟା୍ୟାମାଶାଳା ର ନୂତନ ଭବନର ଲୋକାର୍ପଣ
Share on FacebookShare on TwitterWhatsapp

ସ୍ବେଛାସେବୀ ସଂସ୍ଥା  “ଅବି” ଦ୍ୱାରା ‘ଲୋକ ପ୍ରତିଭା ଉତ୍ସବ’ ପାଳିତ ଓ ଦାତବ୍ୟ ଆୟୁର୍ବେଦ, ପଞ୍ଚ କର୍ମ ଓ ହୋମିଓପାଥିକ ଚିକିତ୍ସାଳୟ ଓ ବ୍ୟାୟାମଶାଳାର ନୂତନ ଭବନ ଲୋକାର୍ପିତ .

୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :- ନୟାଗଡ ବ୍ଲକ ଅନ୍ତର୍ଗତ ଗମ୍ଭାରୀଡିହି ଗ୍ରାମ ପଞ୍ଚାୟତର ଗମ୍ଭାରୀଡିହି ଗ୍ରାମରେ ଅବସ୍ଥିତ “ସ୍ବେଛାସେବୀ ସଂସ୍ଥା “ଆସୋସିଏସନ ଫର ଦି ଅନଡେଭଲପଡ଼ ବେନିଫିସିଆରିଜ ଅଫ ଇଣ୍ଡିଆ  “ଅବି”ଦ୍ୱାରା 13ତମ ‘ଲୋକ ପ୍ରତିଭା ଉତ୍ସବ ”ଅବି ‘କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ଓଡିଶାର ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ପ୍ରସନ୍ନ ଆଚାର୍ଯ୍ୟ (ପୂର୍ବତନ ସାଂସଦ ମଧ୍ୟ ) ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଦାତବ୍ୟ ଆୟୁର୍ବେଦ ପଞ୍ଚକର୍ମ ଓ ହୋମିଓପାଥିକ ଚିକିତ୍ସାଳୟ ଓ ବ୍ୟୟାମଶାଳାର ନୂତନ ଭବନକୁ ଉଦଘାଟନ କରି ଲୋକାର୍ପିତ କରିଥିଲେ | ତତସଙ୍ଗେ ସଙ୍ଗେ ଏହି ପ୍ରତିଭା ଉତ୍ସବ ଆନୁକୂଲ୍ୟରେ ଲୋକ ପ୍ରତିଭା ଉତ୍ସବ ଆରମ୍ଭରୁ (2010-11)13ତମ ଉତ୍ସବ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମର ଏକ ଫୋଟୋ ପ୍ରଦର୍ଶନୀକୁ ମଧ୍ୟ ଅତିଥି ମାନେ ଉଦ୍ଘାଟନ କରିଥିଲେ | “ଅବି “ର ମୁଖପତ୍ର “ତପସ୍ୟା”ର ତ୍ରୟୋଦଶ ସଂସ୍କରଣକୁ ଏହି ଅବସରରେ ଅତିଥି ମାନେ ଉନ୍ମୋଚନ କରିଥିଲେ | ଉକ୍ତ ସଂସ୍ଥା 2018ମସିହାରୁ ଉକ୍ତ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଦାତବ୍ୟ ଆୟୁର୍ବେଦ ପଞ୍ଚ କର୍ମ ଓ ହୋମିଓପାଥିକ ଚିକିତ୍ସାଳୟରେ ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବିତରଣ କରି ଆସୁଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ଯେ ଏଠାରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ମାନେ ବିନା ପାରିଶ୍ରମିକରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ଓ ବିଭିନ୍ନ ସଂସ୍ଥା ଔଷଧ ଯୋଗାଉ ଆସୁଛନ୍ତି | ନୂତନ ଭବନ ଦ୍ୱାରା ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ବା ପୂର୍ଣ୍ଣାଙ୍ଗ ଚିକିତ୍ସାଳୟରେ ପରିଣତ ହୋଇ ପାରିଛି | ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଭବନ ନିର୍ମାଣ ପାଇଁ ପାଣ୍ଠି ବ୍ୟବସ୍ଥା କରିଥିବାରୁ “ଅବି “ପରିବାର ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି | ଉକ୍ତ ଉତ୍ସବରେ ଅଦାନୀ କୋଲ ଇଣ୍ଡିଆର ଓଡିଶା କର୍ପୋରେଟ ମୁଖ୍ୟ ଶ୍ରୀ ମୋତି ପ୍ରସାଦ ରଥ, ସିନେମା ପ୍ରଯୋଜକ ଶ୍ରୀ କେ. ତମନ୍ନା, ପୁରୀ ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲର ପଞ୍ଚକର୍ମ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡ଼ଃ ଦେବ ପ୍ରସାଦ ଦାଶ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଅନୁଷ୍ଠାନ ତରଫରୁ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ଯୁକ୍ତ ତମନ୍ନା, ଶ୍ରୀଯୁକ୍ତ ରଥ, ଡ଼ଃ ବଦେବ ପ୍ରସାଦ ଦାଶ, କବିରାଜ ବିଭୁତି ଭୂଷଣ ଦାଶ, ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଡ଼ଃ ରମେଶ ଚନ୍ଦ୍ର ଦାଶ, ଡ଼ଃ ମହେନ୍ଦ୍ର କୁମାର ସ୍ବାଇଁ ଓ ମରଣତ୍ତର ଭାବେ କବିରାଜ ସ୍ୱ.ଦୟନୀୟ ମିଶ୍ର ଓ କବିରାଜ ସ୍ୱ. କୃପାସିନ୍ଧୁ ନାୟକଙ୍କୁ ସମାଜ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା |
ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ଶ୍ରୀ ଶ୍ରୀକାନ୍ତ ଦାଶ ସଭାପତିତ୍ବ କରିଥିଲେ ଓ “ଅବି କର୍ପସ ଫଣ୍ଡ “ଗଠନ ପାଇଁ ଅତିଥି ମାନଙ୍କୁ ନିବେଦନ କରିଥିଲେ | ଅନୁଷ୍ଠାନର ସମ୍ପାଦକ ତଥା ଲୋକ ପ୍ରତିଭା ଉତ୍ସବର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିବରଣୀ ପାଠ କରିବା ସହିତ ଉତ୍ସବ ପରିଚାଳନା କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium Promotes Farm Mechanisation Across 33 Villages Under Project SANGAM

Vedanta Aluminium Promotes Farm Mechanisation Across 33 Villages Under Project SANGAM

October 17, 2026
ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

October 17, 2026
ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼ – ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ , ୯ ଗିରଫ

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼ – ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ , ୯ ଗିରଫ

October 17, 2026
ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium Promotes Farm Mechanisation Across 33 Villages Under Project SANGAM

Vedanta Aluminium Promotes Farm Mechanisation Across 33 Villages Under Project SANGAM

October 17, 2026
ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version