• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମ ରଣପୁର ଆମ ଐତିହ୍ୟ

Proprietor Abhimanyu Maharana by Proprietor Abhimanyu Maharana
July 2, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଆମ ରଣପୁର ଆମ ଐତିହ୍ୟ
Share on FacebookShare on TwitterWhatsapp

୧ ଜୁଲାଇ ,୨୦୨୩  ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ହେରା ପଞ୍ଚମୀ ରେ ମାଆ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମାଉସୀ ଙ୍କ ମନ୍ଦିର କୁ ଯାଇଥିଲେ । ଫେରିବା ବେଳକୁ ରାଗ ତମ ତମ ହୋଇ ନନ୍ଦିଘୋଷ ରଥର ସାମାନ୍ୟ ଭଙ୍ଗା ରୁଜା କରି ଫେରିଲେ । ପ୍ରଭୁ ପ୍ରତିଶ୍ରୁତି ବଦ୍ଧ ଯେ ବାହୁଡ଼ା ଦଶମୀରେ ଫେରିବେ । ଅଭିମାନିନୀ ମାଆ ଲକ୍ଷ୍ମୀ ଫେରି ଆସି ଛନ୍ତି । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା । ସତେ ଯେପରି ଆମରି ପରି, ଆମ ମଣିଷ ଙ୍କ ଭଳି । ସେ ଝଗଡା ପୁଣି ବେଶୀ ଦିନ ରହେ ନାହିଁ  ।  ଆମରି ଦେବତା, ଆମରି ଦେବୀ, ତାଙ୍କଠୁ ତ ଆମେ ସବୁ ଶିଖିଛୁ । ଏଇ ଦେଖୁ ନାହାଁନ୍ତି ଆମ ଦେବତା ଓ ଦେବୀ ଙ୍କ ମଧ୍ୟରେ ମତଭେଦ ଉପୁଜି ଆମକୁ ବଡ ଖୋରାକ ଯୋଗାଇ ଦେଇ ଅଛି । ଆଜି କଳି କାଲିକି ନ ଥିବ । ବୋଧହୁଏ ଆମେ ଓଡ଼ିଆ ମାନେ ପଣ୍ଡିତ ଗୋପବନ୍ଧୁ ଙ୍କ ଦର୍ଶନ ରେ ମାନି ନେଇଛୁ, ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ଵୟଂ ନାରାୟଣ । ଆମ ରଣପୁର ରଥଯାତ୍ରା ର ଇତିହାସ ଅତି ପ୍ରାଚୀନ । ରାଜା ଉଦ୍ଧବ ନରେନ୍ଦ୍ର ଙ୍କ ପୁଣ୍ୟ କୀର୍ତ୍ତି । ରାଜା ନାହାଁନ୍ତି, କିନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିର ଆମ ସହରର ବକ୍ଷ ସ୍ଥଳରେ ଏବେ ବି ବିରାଜମାନ । ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ରଥଯାତ୍ରା ଅନୁଷ୍ଠିତ ହୁଏ । ତିନୋଟି ସୁସଜ୍ଜିତ ରଥ, ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ ଅପେକ୍ଷା ରେ ଅଛନ୍ତି । ପ୍ରଭୁ ବାହୁଡ଼ିବେ ନିଜର ଆସ୍ଥାନ କୁ, ମାଉସୀ ମାର ସ୍ନେହ ପ୍ରୀତି ପଛରେ ଛାଡ଼ି ଦେଇ ଆସିବେ । ରଥ ଦେବତା ଙ୍କ ଦକ୍ଷିଣମୋଡ଼ ସରିଛି ।ଯେଉଁଠି ପ୍ରଭୁ ସେଇଠି ଆମେ, ଭକ୍ତ ମଣ୍ଡଳୀ, ଆବାଳ ବୃଦ୍ଧ ବନିତା ସମସ୍ତେ ପ୍ରଭୁଙ୍କୁ ଦର୍ଶନ ରେ ଆମ ରଣପୁର ବଡ ଦାଣ୍ଡରେ ଅପେକ୍ଷାରତ । ଆମ ସହରକୁ ଦେଖି ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଜନ ସମାବେଶ ହୁଏ । ଆମ ବଡ ଦାଣ୍ଡ ଲୋକାରଣ୍ୟ ହୁଏ । ରାଜାଙ୍କ ଠାରୁ ସାଧାରଣ ଜନତା, ପ୍ରଶାସକ, ଆରକ୍ଷୀ ବାହିନୀ, ମନ୍ଦିର ପ୍ରଶାସନ, ସେବକ ଓ ସେବାୟତ, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ସବୁ ସରକାରୀ ଦପ୍ତର, ଥାନା, କଚେରି, ସବୁ ବର୍ଗର ଲୋକଙ୍କ ମନରେ ବଡ ଆଗ୍ରହ ଓ ଉତ୍କଣ୍ଠା ପରିଲକ୍ଷିତ ହୁଏ । କାହିଁକି ନା ଆମ ରଣପୁର ର ଏକ କଳା ରହିଛି । ପୁରୀ ଶ୍ରୀକ୍ଷେତ୍ର ଭଳିଆ । ବଧି ପୁଷ୍କରିଣୀ ଆମର ନରେନ୍ଦ୍ର ଶୌଚ । ପ୍ରଶସ୍ତ ଦାଣ୍ଡ ଆମ ବଡ଼ଦାଣ୍ଡ । ମଠ, ମନ୍ଦିର ମାଳିନୀ ଆମ ରଣପୁର । ଭାଇ ଚାରାର ସହର ଆମ ରଣପୁର । କେଡେ ସୁନ୍ଦର ତାହାର ପ୍ରକୃତି । କେଡେ ଶୁଭ୍ର ଓ ନିର୍ମଳ ତାହାର ଆକାଶ । ମାଆ ମଣିନାଗ ଙ୍କ ଅପାର କରୁଣା ଆମ ପ୍ରତି । ଏହାର ଆଖ ପାଖ ଅଞ୍ଚଳ କେଡେ ସୁନ୍ଦର । ଦେବୀ ସୁଭଦ୍ରା ଙ୍କ ରଥ ଦର୍ପଦଳନ କୁ ମହିଳା ମାନେ ଟାଣି ଟାଣି ନିଅନ୍ତି । ରଥରେ ସାରଥୀ, ରଥରେ ଆସୀନା ମାଆ ସୁଭଦ୍ରା ରଥ ଦଉଡି଼ ରେ ଆମ ମହିଳା ମାନେ । ପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ଉଦ୍ଦେଶ୍ୱରେ ଭଜନ ସମାରୋହ ବି ହୁଏ । ପ୍ରଭୁ ଆମର ସଙ୍ଗୀତ ପ୍ରିୟ ।ବେଳେ ବେଳେ ମଧ୍ୟ ରଥ ଦୁର୍ଘଟଣା ର ସମ୍ମୁଖୀନ ହୁଏ । ତାହା ପୁଣି ତାଙ୍କ ଇଚ୍ଛାରେ ସୁଧାର ହୁଏ । ପରିବେଶ ବଡ ମଧୁମୟ ହୁଏ । ଆମ ଦାଣ୍ଡରେ ରାଜନେତା ଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମାନଙ୍କ ପର୍ଯ୍ୟନ୍ତ ଭିଡ଼ ହୁଏ । ଆମ ରଥଯାତ୍ରାର ବହୁଳ ଓ ବ୍ୟାପକ ପ୍ରସାର ହେବା ଆବଶ୍ୟକ । ଆମେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ପ୍ରଚାର ଓ ପ୍ରସାର ହେବା ଆବଶ୍ୟକ । ଆମ ଠାକୁର ସୁନାବେଶ ହୁଅନ୍ତି, ଅଧର ପଣା ସାରନ୍ତି, ପାର୍ଶ୍ଵ ଦେବତା ଓ ଦେବୀ ସନ୍ତୁଷ୍ଟ ହୁଅନ୍ତି । ପରମ୍ପରା କାହିଁ କେତେ କାଳରୁ ଗଡି ଆସୁଛି । ଆସନ୍ତୁ ଆମ ଗୁଣ୍ଡିଚା ଓ ବାହୁଡା଼ ଯାତ୍ରା ର ସକାରାତ୍ମକ ଦୃଷ୍ଟିକୋଣ ରଖି ଦ୍ଵିତୀୟ ଶ୍ରୀକ୍ଷେତ୍ର ର ଦାବିକୁ ଜୋରଦାର କରିବା ।

ବିଜୟ କୁମାର ଜେନା : ଶାମୁକା ସାହି ରଣପୁର ନୟାଗଡ଼ .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium Promotes Farm Mechanisation Across 33 Villages Under Project SANGAM

Vedanta Aluminium Promotes Farm Mechanisation Across 33 Villages Under Project SANGAM

October 17, 2026
ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

October 17, 2026
ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼ – ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ , ୯ ଗିରଫ

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼ – ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ , ୯ ଗିରଫ

October 17, 2026
ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

October 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium Promotes Farm Mechanisation Across 33 Villages Under Project SANGAM

Vedanta Aluminium Promotes Farm Mechanisation Across 33 Villages Under Project SANGAM

October 17, 2026
ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version