୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :- ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୪ ନଂ ଜୋନ ବିଜେପି ଜିଲ୍ଲାପରିଷଦ ସଭ୍ଯା ଝରଣା ଭୋଇ ଆଜି ପାଟଣାଗଡ଼ ବିଧାୟକ ସରୋଜକୁମାର ମେହେର ଙ୍କ ଉପସ୍ଥିତିରେ ବିଜେଡି ରେ ଯୋଗଦାନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଵଚ୍ଛ ନିର୍ମଳ ଶାସନ୍ ରେ ଅନୁପ୍ରାଣିତ ହୋଇ ଆଜି ବିଜେଡି ଦଳରେ ଯୋଗଦାନ କରିଛନ୍ତି ।
















