• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ମୌସୁମୀ ସମୟରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ

Proprietor Abhimanyu Maharana by Proprietor Abhimanyu Maharana
June 25, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ମୌସୁମୀ ସମୟରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ
Share on FacebookShare on TwitterWhatsapp
  • ଯେକୌଣସି ପ୍ରକାର ବିଦ୍ୟୁତ ଲିକେଜ୍‌କୁ ଠାବ କରି ତାହାର ସମାଧାନ କରିବା ପାଇଁ ଖୁଂଟ ଓ ଅନ୍ୟାନ୍ୟ ବିଦ୍ୟୁତ ବ୍ୟବସ୍ଥାର ଯାଂଚ

  • ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ ପଡ଼ିବା ରୋକିବାକୁ ବୃକ୍ଷର ବିଭିନ୍ନ ଅଂଶ ଚ୍ଛେଦନ

୨୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟରେ ମୌସୁମୀର ଆଗମନ ହୋଇଥିବା ବେଳେ ବିଦ୍ୟୁତ ବଂଟନ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି । କଂପାନି ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ମୌସୁମୀ ସମୟରେ ଏହି ଅଂଚଳରେ ଏହାର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।

ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଶାଖା ପଡ଼ିବାକୁ ଏଡ଼ାଇବା ଲାଗି ୧୬୫୦ ସର୍କିଟ୍ କିମି ଏଚ୍‌ଟି ଫିଡର୍‌ରେ ବୃକ୍ଷର ବିଭିନ୍ନ ଅଂଶକୁ କଂପାନି ପକ୍ଷରୁ ଚ୍ଛେଦନ କରାଯାଇଥିବା ବେଳେ କ୍ରିପର୍‌ର ଅଭିବୃଦ୍ଧି ଯୋଗୁଁ ହେବାକୁ ଥିବା ଟ୍ରିପିଂ (ବିଭ୍ରାଟ)କୁ ରୋକିବା ଲାଗି ୨୫୦ ସବଷ୍ଟେସନରେ ଡି-ଭେଜିଟେସନ କରାଯାଇଛି । ଆବଶ୍ୟକ କର୍ମଚାରୀ ମୂତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍ ଯାନ ଚବିଶ ଘଂଟା ଉପଲବ୍ଧ ରହିଛି, ଡିଟିରେ ୧୧୫୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର (ଘଡ଼ଘଡ଼ି ରୋକିବା) ଓ ଟ୍ରାନ୍ସଫରମର ବ୍ରେକ୍‌ଡାଉନ୍ ହ୍ରାସ କରିବା ଲାଗି ୨୦୦୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି ।

୧୦,୦୦୦ ସ୍ଥାନରେ ବିଦ୍ୟୁତ ଲିକ୍ ପରୀକ୍ଷଣ ଅଭିଯାନ ହାତକୁ ନିଆଯାଇଥିବା ବେଳେ ୮୫୭ ଆର୍ଥିଂ ବ୍ୟବସ୍ଥା ସ୍ଥାପନ କରାଯାଇଛି ଓ ଡିଟିରେ ୧୩୬୮ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି । ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଅତ୍ୟଧିକ ଦୁର୍ବଳ ଅଂଚଳରେ ୧୧୦୦ ଇଟଂରପୋଜିଂ (ଛନ୍ଦି ହୋଇଥିବା) ବିଦ୍ୟୁତ ଖୁଂଟ ସ୍ଥାପନ କରାଯାଇଛି ଏବଂ ଯେକୌଣସି ପ୍ରକାର ଅଭାବନୀୟ ଘଟଣାକୁ ରୋକିବା ଲାଗି ୫୦୦ ବିଦ୍ୟୁତ ସବଷ୍ଟେସନରେ ବାଡ଼ ଦିଆଯାଇଛି । ତଳିଆ ଅଂଚଳରେ ଥିବା ପିଏସ୍‌ଏସ୍‌ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପମ୍ପ୍‌ ସେଟ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ମୌସମୀ ବର୍ଷା ସମୟରେ କାମ କରିବା ଲାଗି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନିମନ୍ତେ ଗମ୍‌ବୁଟ୍‌, ରେନ୍‌କୋଟ୍ ଭଳି ଉପଯୁକ୍ତ ସୁରକ୍ଷା ଉପକରଣର ବ୍ୟବସ୍ଥା କରାଯାଇଛି ।

ଏଥି ସହିତ ଟ୍ରାନ୍ସଫରମର ଓ ସଂଯୋଗରେ ଥିବା ଉପକରଣଗୁଡ଼ିକର ଯୋଜନା ଅନୁଯାୟୀ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି । “ସୁରକ୍ଷା ହେଉଛି ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା । ଗ୍ରାହକମାନେ ଯେଭଳି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ନିୟମିତ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରୁଛୁ । ଏହି ମୌସୁମୀ ସମୟରେ ସୁରକ୍ଷିତ ରହିବା ଲାଗି ସରଳ ପଦକ୍ଷେପ ଅନୁସରଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।’’

     ମୌସୁମୀ ସୁରକ୍ଷା ପାଇଁ ସାଧାରଣ ପରାମର୍ଶବଳୀ –

  • ପାଣିରେ ବୁଡ଼ିରହିଥିବା ବିଦ୍ୟୁତ ବ୍ୟବସ୍ଥା ଯଥା ବିଦ୍ୟୁତ ଖୁଂଟ, ସବଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍‌ଲାଇନ୍ ଆଦିଠାରୁ ଦୂରେଇ ରହୁନ୍ତୁ 

  • ବିଦ୍ୟୁତ ବ୍ୟବସ୍ଥାରେ ବାଡ଼ ଥିଲେ ମଧ୍ୟ ତାହା ପାଖାପାଖି ଖେଳିବା ଲାଗି ପିଲାମାନଙ୍କୁ ସତର୍କ କରାନ୍ତୁ 

  • ଓଦା ହାତରରେ ବିଦ୍ୟୁତ ଆପ୍ଲାଏନ୍‌ସେସ୍‌କୁ ସ୍ପର୍ଶ କରନ୍ତୁ ନାହିଁ

  • କୁଲରର ବଡି, ୱାସିଂ ମେସିନ୍‌, ପାଣି ପମ୍ପ୍ ଭଳି ବିଦ୍ୟୁତ ଆପ୍ଲାଏନ୍‌ସେସ୍‌ରୁ କୌଣସି ବିଦ୍ୟୁତ ଲିକେଜ୍ ହେଉଛି ନା ନାହିଁ ତାହାର ଯାଂଚ କରନ୍ତୁ । କୌଣସି ଆପ୍ଲାଏନ୍‌ସେସ୍‌ରେ କିିଛି ଲିକେଜ୍ ଧରାପଡ଼ିଲେ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନ୍‌ଙ୍କୁ ଡାକନ୍ତୁ । 

  • ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ରହିବାକୁ ସୁନିଶ୍ଚିତ କରନ୍ତୁ

  • ଆଇଏସ୍‌ଆଇ ମାର୍କ ଥିବା ବିଦ୍ୟୁତ ତାର ଓ ଉପକରଣ ବ୍ୟବହାର କରନ୍ତୁ

  • ମିଟର କୋଠରି କିମ୍ବା ବିଦ୍ୟୁତ ଖୁଂଟରେ ସ୍ପାର୍କିଂ ହେଉଥିଲେ ସହାୟତା ପାଇଁ ଟିପିସିଓଡିଏଲ୍ ଗ୍ରାହକମାନେ ୧୯୧୨କୁ କଲ୍‌ କରିପାରିବେ କିମ୍ବା ଆମ ସହ ଯୋଗାଯୋଗ କରିପାରିବ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

June 15, 2026
କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

June 15, 2026
୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 15, 2026
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

June 15, 2026
କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

କଟକ ମହାନଗର ମହାସଂଘ ପକ୍ଷରୁ ରଜ ମହୋତ୍ସବ ଧୁମଧାମରେ ପାଳିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version