No Result
View All Result
୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ପବିତ୍ର ରଥଯାତ୍ରା ଉପଲକ୍ଷେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଓ ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସଙ୍କ ପ୍ରଯୋଜିତ ଯାତ୍ରା ବାହୁବଳୀ ତପସ୍ୟା ରଙ୍ଗମଞ୍ଚ ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳସ୍ଥିତ ବିଜୁ ଭବନ ପରିସରରେ ଆଖଡ଼ା ପୂଜା କରାଯାଇଥିଲା ।
ଏହାର ପରିଚାଳିକା ଉର୍ବଶୀ ସ୍ବାଇଁ, ଯାତ୍ରା ପ୍ରଯୋଜକ ଶିଶିର କୁମାର ଆଚାର୍ଯ୍ୟ ଓ ଜିତୁ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଯାତ୍ରାକୁ ଉପଭୋକ କରୁଥିବା ଅଞ୍ଚଳର ଶତାଦ୍ଧୀକ କଳାପ୍ରେମୀ ମାନଙ୍କର ମନକୁ ବେଶ୍ ମନମତାଣିଆ କରି ଏକ ରୋମାଞ୍ଚଙ୍କର ଅଧାୟ ସୃଷ୍ଠି କରିଥିଲା ।



No Result
View All Result