No Result
View All Result
ମୃତକଙ୍କ ପରିଚୟ ଦୀପ୍ତିମୟୀ ଭୂୟାଁ ଇନ୍ଦିରା ଗାନ୍ଧୀ କଲେଜରେ ଛାତ୍ରୀ ଥିବା ପିଲା ଏମିତି କ’ଣ ହେଲା ଯେ ସୁଇସାଟ୍ କରିବାକୁ ବାଧ୍ୟ ହେଲା
ବଡ଼ଭାଇ କହିବା କଥା ସିଏ ଫୋନ ରେ କଥା ହେଉଥିବା ବେଳେ ଏମିତି କ’ଣ କଥା ଥିଲା ତାଙ୍କୁ ମରିବା ଛଡ଼ା ଆଉ କିଛି ବାଟ ଦେଖା ଗଲା ନାହିଁ …!!
୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଅର୍ପଣାନଗର କୈବଲ୍ୟ ବିହାରରେ ରହୁଥିବା ଦୀପ୍ତିମୟୀ ଭୂୟାଁ ୨୨ ବର୍ଷ ବୟସରେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସୂଚନା ଅନୁଯାୟୀ ଦୁଇବର୍ଷ ପୂର୍ବରୁ ଦୀପ୍ତିମୟୀ ଭୂୟାଁ କୈବଲ୍ୟବିହାର ଲେନ୍ ୨ ରେ ରହୁଥିବା ବିରଞ୍ଚି ନାରାୟଣ ପଣ୍ଡା ଙ୍କୁ ବିବାହ କରିଥିଲେ ବିବାହ ର ବର୍ଷକ ପରେ ସେ ପଢ଼ିବା ପାଇଁ କୈବଲ୍ୟବିହାର ଶ୍ରୀରାମ ସାରଣୀରେ ଥିବା ନିଜ ବାପଘରକୁ ଚାଲି ଆସିଥିଲେ ଗତକାଲି ରାତି ୯ ଟା ୩୦ ସମୟରେ ସେ ଫୋନ ରେ କଥା ହୋଉଥିବା ସମୟରେ ତାଙ୍କ ବଡ଼ଭାଇ ପାଖ ରୁମ୍ ରେ ବସି ମୋବାଇଲରେ ଭିଡିଓ ଗେମ୍ ଖେଳୁଥିଲେ ତାଙ୍କ ମାଆ ବାଥ୍ ରୁମ୍ ଭିତରକୁ ଯାଇଥିଲେ
ତାଙ୍କ ବାପା ଘରେ ନଥିବା ସମୟରେ ଦୀପ୍ତିମୟୀ ଙ୍କ ରୁମ୍ ରୁ ଏକ ବିକଟାଳ ଶବ୍ଦ ଆସିବାରୁ ତାଙ୍କ ମାଆ ଗାଧୁଆ ଘରୁ ବାହାରି ଆସି କବାଟ ବାଡ଼େଇ ଦେଖିଲା ବେଳକୁ ତାଙ୍କ ଝିଅ ଦୀପ୍ତିମୟୀ ନିଜ ଓଢ଼ଣୀ ବେକରେ ଗୁଡାଇ ହୋଇ ଝୁଲିପଡିଚି ତାଙ୍କ ମାଆ ଓ ଭାଇ ପରିବାର ଲୋକ ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏଠାରେ କହିବା ଯୋଗ୍ୟା ଯେ କେମିତି ଗୋଟିଏ ପାଠ ପଢୁଥିବା ଇନ୍ଦିରା ଗାନ୍ଧୀ କଲେଜରେ ଛାତ୍ରୀ ଥିବା ପିଲା ଏମିତି କ’ଣ ହେଲା ଯେ ସୁଇସାଟ୍ କରିବାକୁ ବାଧ୍ୟ ହେଲା
ଆଗରୁ ସେମିତି କିଛି ତ ହୋଇ ଥିବ ଠିକ୍ ରେ ତଦନ୍ତ ହେଲେ ସତ କଥା ଯଣାପଡିବ ପୋଲିସ ଙ୍କର କହିବା ଅନୁଯାୟୀ ତାଙ୍କ ଘର ଲୋକ କୌଣସି ସେମିତି କିଛି ଆମକୁ କହି ନାହାନ୍ତି ପୋଷ୍ଟମର୍ଟମ ରିପୋର୍ଟ ଅପେକ୍ଷାରେ ଆସିବା ପରେ ଆମେ ଯାହା କରିପାରିବୁ ତାଙ୍କ ବଡ଼ଭାଇ କହିବା କଥା ସିଏ ଫୋନ ରେ କଥା ହେଉଥିବା ବେଳେ ଏମିତି କ’ଣ କଥା ଥିଲା ତାଙ୍କୁ ମରିବା ଛଡ଼ା ଆଉ କିଛି ବାଟ ଦେଖା ଗଲା ନାହିଁ ଦୀପ୍ତିମୟୀ ଙ୍କ ସ୍ଵାମୀ ଆଡୁ କୌଣସି ଥାନାରେ ଅଭିଯୋଗ ହୋଇ ନାହିଁ ତାଙ୍କ ମାଆ ଙ୍କ ର କହିବା କଥା କୁକୁର ଯୋଗୁଁ ମୁଁ ମେଡିକାଲ ଝିଅ କୁ ଦେଖିବା ପାଇଁ ଯାଇ ପାରୁ ନାହିଁ ସେମିତିରେ ମୋ ଦେହ ଭଲ ନାହିଁ ମୋ ଝିଅ ଚାଲି ଗଲା
ମେଡିକାଲ ଯାଇ କରିବି କ’ଣ ଦୀପ୍ତିମୟୀ ଙ୍କ ପରିବାର ଲୋକଙ୍କ କହିବା କଥା ହେଲା ସିଏ ସବୁବେଳେ ମେଡ଼ିସିନ ଖାଏ ତା ମୁଣ୍ଡ କିଛି କାମ କରେ ନାହିଁ ସେଥିପାଇଁ ସିଏ ଏମିତି ସବୁ କରିଚି ଯଦି ଗୋଟିଏ ପିଲାର ମୁଣ୍ଡ କାମ ଦୋଉ ନଥିଲା ତାହେଲେ ଏତେ ବଡ଼ କଲେଜ୍ ରେ ପାଠ କିପରି ପଢ଼ୁଥିଲା ତାଙ୍କର ସାଇ ପଡ଼ିଶା ସମସ୍ତେ କହୁଛନ୍ତି ଭଲ ଝିଅ ଟିଏ ଥିଲା ସମସ୍ତ ଙ୍କୁ ଆପଣାର କରିନିଏ ହସ ହସ ମୁହଁ ସବୁ ବେଳେ କ’ଣ ପାଇଁ ଏମିତି କଲା ଆମ୍ଭେ ମାନେ ବିଶ୍ୱାସ କରିପାରୁ ନାହୁଁ ସତ କଥା କ’ଣ ପୋଲିସ କାଢ଼ି ବାହାର କରନ୍ତୁ ଆଗକୁ ଦେଖିବା ରେ ଅଛି ପୋଷ୍ଟମର୍ଟମ ରିପୋର୍ଟ କ’ଣ କହୁଚି ଠାକୁର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ପୁରୀ ସ୍ବର୍ଗ ଦ୍ବାର ରେ ତାଙ୍କର ସବଦାହ ସମ୍ପନ୍ନ ହୋଇଥିଲା ମୁଖାଙ୍ଗିନ୍ ତାଙ୍କ ସ୍ଵାମୀ ବିରଞ୍ଚି ପଣ୍ଡା ଦେଇଥିଲେ

No Result
View All Result