No Result
View All Result
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମ ସ୍ଥିତ ୧୬୦୦ ମସିହାରୁ ନିର୍ମିତ ପ୍ରାଚୀନ ରଘୁନାଥ ଜୀଉ ମନ୍ଦିର ରୁ ଗତ କାଲି ରାତି କୌଣସି ଦୁର୍ବୃତ ମନ୍ଦିର ତାଲା ଭାଙ୍ଗି ଠାକୁର ଙ୍କ ର ୬ ଟି ରୂପା ମୁକୁଟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।ମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ କୁମାର ସ୍ୱାଇଁ ଏ ସମ୍ପର୍କ ରେ ଭୁବନ ଥାନା ରେ ଅଭିଯୋଗ କରିବା ପରେ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଢେ଼ଙ୍କାନାଳ ଫରେନ୍ ସିକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଥିଲେ । ଭୁବନ ଥାନା ରେ କେଶ୍ ନମ୍ୱର୍ ୨୩୮/୨୦୨୩ ଦଫା ୪୫୭,୩୮୦ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
No Result
View All Result