ଗ୍ରାମ ର ଯୁବକ ମାନେ ନିଜ ନିଜ ଭିତରେ ଥିବା କଳା କୁ ଏକ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ନିଜ କଳା ପ୍ରକାଶିତ କରିଛନ୍ତି,ନାଟକର ନିର୍ଦ୍ଦେଶକ ଗୁରୁ ଶ୍ରୀ ପର୍ଶୁରାମ ସାହୁ,ନାଟ୍ୟ ରଚନା ଶ୍ରୀଯୁକ୍ତ ମୁରଲୀ ଧର ସାହୁ, ନାଟ୍ୟ “ଲୁହରେ ଲେଖିଛି ନୂଆଁ କାହାଣୀ” ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା ମଞ୍ଚ ଉଦଘାଟକ କରିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,
ସମ୍ମାନିତ ଅତିଥି ଚିଲିକା ବ୍ଲକର ବିଜେଡି ର ବରିଷ୍ଠ ସଂଘଠକ୍ ତଥା ସମାଜ ସେବୀ ଶ୍ରୀଯୁକ୍ତ ଉତ୍ପଳ ପାଇକରାୟ, ସମିତି ସଭ୍ୟ ପ୍ରତିନିଧି ମାନସ ରଞ୍ଜନ ସତୃ ଶଲ୍ୟ,ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାମନ୍ତ ସିଂହାର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତ୍ରୁ ମଣ୍ଡଳୀ। ବିଶେଷ ସହୋଜୋଗି ସତ୍ୟାନାରୟାନ ମହାରଣା,ମ୍ୟାନେଜର ବସନ୍ତ କୁମାର ସ୍ବାଇଁ ଏବଂ ମା ଝାଲେରି ଦେବୀ ଯୁବକ ସଂଘ ଯୁବକ ମାନେ ସଂପୂର୍ଣ୍ଣ ସହୋଯୋଗ ଦ୍ଵାରା ପରିଚାଳିତ ହୋଇଥିଲା, ପରିଶେଷରେ ଡ଼ାଙ୍ଗୁଆ ଗ୍ରାମ ବାସୀ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ,,

© 2023 Odisha Taza News.