୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଯାଜପୁର :-ଯାଜପୁର ରୋଡ ଷ୍ଟେସନରେ ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ୬ ଜଣ ପରିବାର କୁ ବ୍ୟକ୍ତି ଗତ ଭାବେ ୧ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପରିବାର ପିଛା ପ୍ରଦାନ କଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ
ସମ୍ପାଦକ ଶ୍ରୀଯୁକ୍ତ Pranab Prakash Das (ବବିଭାଇ) ଓ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପରିବାର କୁ ୨୦ହଜାର ଲେଖାଏଁ ରେଡକ୍ରସ ସହୟତା ପ୍ରଦାନ କରାଗଲା ଏବଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଛୁଆ ପାଠ ପଢିବା ଲାଗି ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ ବବିଭାଇ।