No Result
View All Result
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ବାହାନଗା ବଜାର (ବାଲେଶ୍ଵର) ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ (AIIMS) ହସ୍ପିଟାଲ ରେ ପହଂଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଅଛି l
बहानगा (बालेश्वर) ट्रेन दुर्घटना संबंधित जरूरी सूचना !
बहानगा बजार ट्रेन दुर्घटना में मृतकों की पहेचान के लिए अन्य किसी हस्पिटल न जाकर सिर्फ भुबनेश्वर एम्स (AIIMS) हस्पीटल में पहुंचने के लिए पूर्ब तट रेलवे के ओर से सूचना दी गई है ।
IMPORTANT INFORMATION REGARDING BAHANAGA BAZAR (BALESWAR)TRAIN ACCIDENT .
AIIMS IS NOW THE ONLY HOSPITAL WHERE RELATIVES OF BAHANAGA BAZAR TRAIN ACCIDENT NEED TO REACH TO IDENTIFY BODIES. THEY NEED NOT GO TO ANY OTHER HOSPITAL .

No Result
View All Result