• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନ ଦେଖିଲା ଲୋକ ଦେଖ, ରଣପୁର ବିଜେଡିରେ ଆଲୋକ ଟେକିଛି ବେକ … !!

Proprietor Abhimanyu Maharana by Proprietor Abhimanyu Maharana
June 5, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ନ ଦେଖିଲା ଲୋକ ଦେଖ, ରଣପୁର ବିଜେଡିରେ ଆଲୋକ ଟେକିଛି ବେକ … !!
Share on FacebookShare on TwitterWhatsapp

ଅରୁଣ ଙ୍କ ନାମକୁ ମୋହରା ବନେଇ ଚାଲିଛନ୍ତି ଆଲୋକ …

ଅରୁଣ ଙ୍କ ପ୍ରତିକ୍ରିୟା :- ମୁଁ ସେ ଭଳି ବ୍ୟକ୍ତିତ୍ଵ ଙ୍କ ସହ ପରିଚିତ ନୁହେଁ ।

୨ – ମୁଁ ତାଙ୍କୁ ନିର୍ବାଚନ ମଣ୍ଡଳୀକୁ ପଠାଇ ନାହିଁ ।

୩ – ମୁଁ ତାଙ୍କୁ କେବେ ଦେଖି ନାହିଁ କି ଜାଣି ନାହିଁ ।

୪ – ମୁଁ ଜାଣିବାରେ ସେ ବ୍ୟକ୍ତି ବିଜେଡି ର ସାଙ୍ଗଠନିକ ସଦସ୍ୟ ବି ନୁହନ୍ତି ।

ରଣପୁରରେ ବିଜେଡି କୁ ବିଭ୍ରାନ୍ତ କରୁଥିବା ଆଲୋକ  :-  ଖଣ୍ଡପଡା ବାଇଗିଣିଆରେ କେବେ ଜୀବନରେ ୱାର୍ଡ ମେମ୍ବର ଟିଏ ହୋଇନାହାନ୍ତି । ତିନି ତିନି ଥର ସମିତିସଭ୍ୟ ଅମାନତ ହରାଇଛନ୍ତି, ବିଜେପି ରୁ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ି ଦଳର ଅମାନତ ହରାଇଥିବା ବେଳେ ବିଜେପି ଦଳର ବିଶ୍ୱାସ ମଧ୍ୟ ହରାଇଥିଲେ ।

ପିନାକୀ ମିଶ୍ର ଙ୍କ ପ୍ରତିକ୍ରିୟା :- ମୁଁ ସେଭଳି ବ୍ୟକ୍ତିତ୍ଵ ଙ୍କୁ ଦଳରେ ମିଶାଇ ନାହିଁ କି ମୁଁ ତାଙ୍କ ସହ ପରିଚିତ ନୁହେଁ । ୨ – ମୁଁ ତାଙ୍କୁ ନିର୍ବାଚନ ମଣ୍ଡଳୀକୁ ପଠାଇ ନାହିଁ ।

୩ – ମୁଁ ତାଙ୍କୁ କେବେ ଦଳୀୟ କର୍ମ କର୍ତ୍ତା ଭାବେ ଗ୍ରହଣ କରିନାହିଁ ।

୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ଆଗାମୀ ନିର୍ବାଚନ ପାଇଁ ନେତା ମାନଙ୍କ ମଧ୍ୟରେ ଚାଲିଛି ଟଣା ଓଟରା । ମିଛ ପ୍ରଲୋଭନ ଦେଖାଇ ଜନ ସାଧାରଣ ଙ୍କ ବିଶ୍ୱାସ ଜିଣୁ ଥିବା ନେତା ଙ୍କର ବି କମ୍ ପ୍ରଭାବ ନାହିଁ । ବିଜେଡ଼ିର ବିଧାୟକ ତଥା ସାଙ୍ଗଠନିକ ଭିତ୍ତି ଭୂମି କୁ ପ୍ରଶସ୍ତ ରଖିଥିବା ସତ୍ୟ ନାରାୟଣ ଙ୍କ ଲୋକ ପ୍ରିୟତା ବେଶ ଜଣା ଶୁଣା ତେବେ ସତ୍ୟ ନାରାୟଣ ଙ୍କୁ ଛାଡିଦେଲେ ରଣପୁର ଆସନ ପାଇଁ ଦେଶୀ ବିଦେଶୀ ନେତା ମାନେ ମାଳ ମାଳ ହେଉଥିବାର ଦେଖିବାକୁ ମିଳୁଛି । ଦେଶୀ ନେତା ଥାଉ ଥାଉ ବିଦେଶୀ ନେତା ଙ୍କୁ ରଣପୁର ରେ ଭୋଟ ନାହିଁ ବୋଲି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଉଛି । ନେତା ନିଜେ ନିଜର ମନେ ମନେ ଟିକଟ ପାଇବାର ଲୋଭ ବଳାଇଛନ୍ତି ଯାହା ଫଳରେ ବିଜେଡି ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରୁଥିବା ଦେଖା ଦେଇଛି ।ରଣପୁରରେ ବିଜେଡି କୁ ବିଭ୍ରାନ୍ତ କରୁଥିବା ଆଲୋକ ଙ୍କ କଳା କାରନାମା ପ୍ରକୃତ ରେ ସଂପୂର୍ଣ୍ଣ ଅଲଗା ନିଜକୁ ବିଜେଡି ନେତା ଙ୍କ ଅଧୀନ ଦର୍ଶାଇ କିଛି ହାତଗଣତି ନେତା ଙ୍କୁ ଘାଇଲା କରୁଛନ୍ତି ଓ ଏସବୁ ତାଙ୍କ ପଇସା ରୋଜଗାର କରିବାର ବେଉସା ପାଲଟିଛି । ସମାଜସେବୀ ରୂପେ ପରିଚୟ ଦେଉଥିବା ନେତା ରାଜନୀତି ର ପଶାପାଲି ରେ ଖୁବ୍ ବଡ ଖେଳାଳି ବୋଲି ସାବ୍ୟସ୍ତ କରିବାରେ ଲାଗି ପଡିଛନ୍ତି । ବିଜେପି ଦଳର ଆଲୋକ ନିଜକୁ ବ୍ରାଣ୍ଡ ବିଜେଡି ବୋଲି କହି ବୋଲାଉଥିବା ବେଳେ ବିଜେଡି ବିରୋଧୀ କାର୍ଯ୍ୟ କରି ବିଜେପି କୁ ପରୋକ୍ଷରେ ସାହାଯ୍ୟ କରୁଥିବା ସ୍ପଷ୍ଟ ବାରି ହେଉଛି । ଖଣ୍ଡପଡା ବାଇଗିଣିଆରେ କେବେ ଜୀବନରେ ୱାର୍ଡ ମେମ୍ବର ଟିଏ ହୋଇନାହାନ୍ତି ।ବାଇଗିଣିଆରେ ତିନି ତିନି ଥର ସମିତିସଭ୍ୟ ଅମାନତ ହରାଇଥିବା ବେଳେ , ବିଜେପ  ରୁ ଜିଲ୍ଲାପରିଷଦରେ ନିର୍ବାଚନ ଲଢ଼ି ଦଳର ଅମାନତ ହରାଇଥିବା ବେଳେ ବିଜେପି ଦଳର ବିଶ୍ୱାସ ମଧ୍ୟ ହରାଇଥିଲେ ।

ନିଜ ଗାଁ କୁ ପର କରି କେତେଦିନ ଆଉ ରଣପୁର ନିର୍ବାଚନ ମଣ୍ଡଳୀରେ ପଡ଼ି ରହିବେ ..? କାହିଁକି ନିଜ ଖଣ୍ଡପଡ଼ା ମାଟି ପ୍ରତି ଆଲୋକ ଙ୍କ ର ରହିଛି ବିତୃଷ୍ଣା ଭାବ ..? ଖଣ୍ଡପଡା ମାଟି ର ପୁଅ ହୋଇ କାହିଁ ହତାଦାର ହେଉଛନ୍ତି ଆଲୋକ ..? ଏତେ ସବୁ ପ୍ରଶ୍ନ ବାଣ ପରେ ସମାଜସେବୀ ଭାବେ ନିଜକୁ କହି ବୋଲାଉଥିବା ନେତା ଙ୍କ ପରିଚୟ କୌଣସି ରାଜନୀତି ମହଲରେ ଉଠୁନଥିବା ବେଳେ ଅଲୋଡା ହୋଇ ରହିଛନ୍ତି ଆଲୋକ । କୌଣସି ଦଳୀୟପଦାଧିକାରୀ ହାସଲ ନ କରି ଓ ନିଜର ସଂଗଠନ ନଥାଇ କର୍ମୀ ଙ୍କୁ ଭୁଆଁ ବୁଲାଉଥିବା ଆଲୋକ ଏବେ ନିରାଶ୍ରା ହୋଇଯାଇଛନ୍ତି । ନା ବିଜେଡି ର ସାଙ୍ଗଠନିକ ସଦସ୍ୟ ହୋଇପାରିଛନ୍ତି ନା ବିଜେପି ର …।ଏମିତିରେ ଦେଖିବାକୁ ଗଲେ ନୟାଗଡର ବିଜେଡି ସଙ୍ଗଠକ ତଥା କିଙ୍ଗ ମେକର ଅରୁଣ ସାହୁ ଙ୍କ ପାଖ ଲୋକ କହି ବୋଲାଉଥିବା ଆଲୋକ ଙ୍କ ନାମକୁ ନେଇ ମଧ୍ୟ ଅରୁଣ ସାହୁ ଅପରିଚିତ ବୋଲି ପ୍ରକାଶ କରିଛନ୍ତି । ବାରମ୍ବାର ଅରୁଣ ସାହୁ ଙ୍କ ନାମରେ ବ୍ରାଣ୍ଡ ବିଜେଡି ମୋହର ମାରିବାର ନିଶା ଛାଡ଼ି ପାରୁନାହାନ୍ତି ଆଲୋକ , ତେବେ କଥା ରେ ଭଣ୍ଡଉଥିବା ଆଲୋକ କୋଉ କୁଳର ନୁହଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଲୋକଙ୍କ ଠାରୁ ବିଜେଡି ଟିକେଟ କରିଦେବା ତଥା ଦଳ ସୁପ୍ରିମ ନବୀନ ଙ୍କ ନାମ କୁ ବିକ୍ରି କରି ଚଳୁଥିବା ରାଜନେତା ଆଲୋକ ପଟନାୟକ ଙ୍କ ର ଅସ୍ଥିତ୍ଵ ନାହିଁ ବୋଲି ରଣପୁର ରାଜନୀତି ମହଲ ରେ ପ୍ରକାଶ ପାଉଛି । ଦେଖାଯାଉ ରାଜନୈତିକ କ୍ଷେତ୍ରରେ ଅସ୍ଥିତ୍ଵ ନଥିବା ଆଲୋକ କେତେଦିନ ଆଉ ଅନ୍ଧାରରେ ବାଡ଼ି ବୁଲାଇ ନିଜକୁ ଦଳୀୟ ସାବ୍ୟସ୍ତ କରିବେ ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version