No Result
View All Result
୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅଞ୍ଚଳ ର ହାରୁପଦର ଏବଂ ନୁଆଗାଁ ରାସ୍ତା ରେ ପେଟ୍ରୋଲିଂ କଲାବେଳେ ରାସ୍ତା କଡ଼ରେ ଚାଲାଣ ପାଇଁ ରଖାଯାଇଥିବା 275କେଜି 900 ଗ୍ରାମ ଗଞ୍ଜେଇ ଜବତ କରିଛି l ପୋଲିସ ର ପେଟ୍ରୋଲିଂ ବେଳେ ପୋଲିସ କୁ ଦେଖି ଚାଲାଣକାରି ମାନେ ଛତ୍ରଭଙ୍ଗ ଦେଇଥିଲେ l ତେଵେ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଚଲାଇଛି ଅଡବା ପୋଲିସ l ଜବତ ଗଞ୍ଜେଇ ର ମୂଲ୍ୟ 16 ଲକ୍ଷ ହେବ ବୋଲି ଜଣାପଡିଛି l

No Result
View All Result