No Result
View All Result
୨୯ମଇ ,୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗିଷ୍ମ ପ୍ରଭାବ କୁ ଦୃଷ୍ଟିରେ ରକ୍ଷୀ ରାଜ୍ୟ ସରକାର ସକାଳୁ ଅଫିସ କରିଛନ୍ତି । ଉଭୟ ଜନସାଧାରଣ ଓ କର୍ମଚାରୀ ଗୀଷ୍ମ ରୁ ରକ୍ଷା ପାଇପାରିବେ ସୁରକ୍ଷିତରେ କାର୍ଯ୍ୟ ସୁରକ୍ଷିତରେ ସମ୍ପାଦନ ହେବ ଲକ୍ଷ୍ୟରେ ରଖି ଏହି ନିଷ୍ପତ୍ତି ନିଯାଇଛି । ହେଲେ ଏହି ନିୟମକୁ ବେଖାତ୍ରି କରି କର୍ମଚାରୀ ଓ ଅଧିକାରୀ ମାନୁନାହାନ୍ତି କି ଖୋଲୁନୀ ତାଲା ସାଢେ ୨ଟା ପର୍ଯ୍ୟନ୍ତ ଅଫିସ ତାଲା ଯାହା ଦ୍ବାରା ବିଡିଓଙ୍କ ଠାରୁ ନେଇ ଯନ୍ତୀ, ଓଡିଶା ଜୀବିକା ମିଶନ ଅଫିସ, ପାନୀୟଜଳ ଯୋଗାଣ ବିଭାଗ ଅଫିସ, ଜିପିଇଓ ଅଫିସ୍, ସାମାଜିକ ମଙ୍ଗଳବିଭାଗ ଅଫିସ, ଡାବଲମେଣ୍ଟ ଅଫିସ, ଏହି ପରି ବିଭିନ୍ନ ବ୍ଳକ ଭିତରେ ଥିବା ଅଧିକାରୀଙ୍କ ଅଫିସରେ ତାଲା ଝୁଲୁଥିଲା। ସୋମବାର ଦିନ ଏଭଳି କି ଯନ୍ତୀ ମାନଙ୍କ ଅଫିସ ଖୋଲା ଥିଲା କିନ୍ତୁ ଯନ୍ତୀ ମାନେ ନଥିଲେ ଅଫିସ ରେ ସବୁ ଖାଲି ପଡିଥିବା ବେଳେ ୧୦ଟି ଯନ୍ତୀ ଅଛନ୍ତି କାଗଜପତ୍ରରେ କିନ୍ତୁ କେହି ଠିକ୍ ସମୟରେ ହେଡକ୍ବାଟରରେ ଉପସ୍ଥିତ ରହିନଥିଲେ ।
ପଚାରିଲେ କହୁଛନ୍ତି ଫିଲିଡି କାମରେ ବାହାନା କରୁଛନ୍ତି କିନ୍ତୁ ସୋମବାର ଦିନ ୧୦ଟାରେ ଦୋଷରୁ ଉଲହୁଜନ୍ତି । ନିର୍ବାହୀ ଯନ୍ତୀ ଆଶିଷ କୁମାର ସତପଥିଙ୍କୁ ପଚାରିବାରୁ ତାଙ୍କ ଠାରୁ କୌଣସି ଉତ୍ତର ମିଲାନି କି ଗଣମାଧମ ପ୍ରତିନିଧିଙ୍ଖ ଫୋନ ଉଠାଇନଥିଲେ । ବିଡିଓ ତପସ୍ବିନୀ ହାଂସଦାଙ୍କୁ ପଚାରିବାରୁ ସେ ଗଣମାଧମକୁ ଉତ୍ତର ଦେଇନଥିଲେ କାରଣ ନିଜେ ତ ବିଳମ୍ବରେ ଆସିଥିଲେ । ନକୁ ମାତ୍ର ସକାଳ ଅଫିସ କିନ୍ତୁ ନିଜ ହିସାବରେ ଅଧିକାରୀ ଠାରୁ କର୍ମଚାରୀ ଆଶନ୍ତି । ଯାହାକି ୫ଟି- ସଚିବ ଗସ୍ତ ସମୟରେ ସବୁ ଏକତ୍ରିତ ହୋଇ ଟାଇମ୍ ରେ ଆସିଥିଲେ ଆଉ ଗଲାପରଠୁ ବେଖାତ୍ରୀ ସରକାରଙ୍କ ନିୟମକୁ ମୋହନା ବ୍ଳକରେ ଯାହା ଦ୍ବାରା ସାଧାରଣ ଲୋକ ଆସି ଖରାରେ ଅପେକ୍ଷା କରି ଫେରୁଛନ୍ତି । ଏହି ଅଧିକାରୀ ଯନ୍ତୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସକାଳ ସଠିକ୍ ସମୟରେ ଅଫିସ ଖୋଲିବା ଶହ ଅଧିକାରୀ ଯନ୍ତୀ କର୍ମଚାରୀ ଉପସ୍ଥିତି ରହିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

No Result
View All Result