No Result
View All Result
୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୁଆଗଡ ଓ ଆର,ଉଦୟଗିରି ବ୍ଳକର ଓ୍ବଇଓ ବିରୋଧରେ ହୋଇଥିବା ଅଭିଯୋଗ ଆଣିଛନ୍ତି ପ୍ରକୃତରେ ଏହି ଫୋଟ ୨୦୧୪ ମସିହାର ଅଧିକାରୀ ବିରୋଧରେ ଅଭିଯୋଗ ପତ୍ର ନେଇ ଅମିଶନଙ୍କୁ ଭେଟିଥିଲେ ଶିକ୍ଷକ ଶ୍ରୀ ସୂର୍ଯ୍ୟ ପ୍ରଧାନ, ସୁଦର୍ଶନ ଜେନା, ଶ୍ରୀପତି ଗମାଙ୍ଗ ଏହି ୩ଜଣ ଶିକ୍ଷକ ଦେଇଥିବା ଅଭିଯୋଗ ସବୁ ସମ୍ପୂଣ୍ଣ ମିଥ୍ୟା ଅଟେ କାରଣ କିଛି ଅଭିଯୋଗକାରୀ କେତେଜଣ ପ୍ରଧାନଶିକ୍ଷକଙ୍କ ବ୍ୟକ୍ତିଗତ ସ୍ବାର୍ଥଯୋଗୁଁ ନେଇ ଅଭିଯୋଗ ଆଣିଛନ୍ତି ସଂଘରେ ବୈଠକ ନେଇ କୌଣସି ପୂର୍ବ ସୁଚନା ଦିଆଯାଇନାହିଁ କିମ୍ବା ସେଥିରେ ନୁଆଗଡ ଓ ଆର,ଉଦୟଗିରି ବ୍ଳକର କୌଣସି ଶିକ୍ଷକ ଯୋଗ ଦେଇନାହାନ୍ତି କିଛି ଅଭିଯୋଗକାରୀ ପ୍ରଧାନ ଶିକ୍ଷକ ସଂଘର ଅପବ୍ୟବହାର କରିଛନ୍ତି ଏବଂ ମିଥ୍ୟା ଦସ୍ତଗତ ମଧ୍ୟ କରିଛନ୍ତି ଓ କିଛି ଅଭିଯୋଗ ଆଣିଥିବା ପ୍ରଧାନଶିକ୍ଷକ ଅପ୍ରେଲ ମାସର ଚାଉଳ ଉଠାଇ ବିକ୍ର କରିଥାନ୍ତେ କିନ୍ତୁ WEO ସଞ୍ଜୟ କୁମାର ଜେନା ଏବଂ ଯୋଗାଣ ନିରିକ୍ଷକ ଜିବନ୍ ଜ୍ୟୋତି ପାଣିଗ୍ରାହୀ tield veritication କରି ଆବଶ୍ୟକତା ଅନୁସାରେ ଚାଉଳ ଦେବା ପାଇଁ କହିଥିଲେ ।
ଏପରି ଚାଉଳ ବିକ୍ରି କରିବା କାର୍ଯ୍ୟରେ ବାଧା ଦେବାରୁ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଏବଂ ହୋଲି ଖେଳ ଏବଂ ପିଲାମାନଙ୍କ ସହିତ ରଙ୍ଗ ଖେଳି ନାହାନ୍ତି ପିଲାମାନଙ୍କ ଅନୁରୋଧ କ୍ରମେ ଫୋଟ ଉଠାଇବାକୁ ଇଛା ପ୍ରକାଶ କରିଥିଲେ । ବାଳିକା ଉର୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ (ରାୟଗଡା) ସୁରେଶ ସାହୁକାର ଅନ୍ୟ ବ୍ଳକର ଶିକ୍ଷକ ହୋଇଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ଶତୃତା ନେଇ ବହୁତ ପୁରଣା ଫୋଟ ଗୁଡିକ ବିଭିନ୍ନ ଦିଗରେ ଚିତ୍ରିତ କରାଇ ଶିକ୍ଷକ ମହୋଲରେ ଅସନ୍ତୋଷ ସୃଷ୍ଟି କରିଥିବା ଓ WEO ଶ୍ରୀ ଲେଙ୍କାଙ୍କ ବିରୋଧରେ କମିଶନରଙ୍କୁ ଶିକ୍ଷକ ସଂଘ ବୋଲି କେତେଜଣ ପ୍ରଧାନ ଶିକ୍ଷକ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଅଭିଯୋଗ ପତ୍ରନେଇ ଭେଟିଥିବା ଏକ ନିନ୍ଦନୀୟ କଥା ବୋଲି ସହକାରୀ ଶିକ୍ଷକ ବୃନ୍ଦ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇବା ହସ ଜଣେ ନିଷ୍ଠାପର ମଙ୍ଗଳ ଅଧିକାରଙ୍କୁ ମାନସିକ ଚାପଗ୍ରସ୍ତ କରି କେତେ ପ୍ରଧାନଶିକ୍ଷକ ଦୁର୍ନୀତି କରିବାକୁ ସୁଯୋଗ ଚେଷ୍ଟା କରୁଥିଲେ ତେଣୁ ଏହି ସମସ୍ତ ବିଷୟରେ ଉର୍ଚ ସ୍ତରିୟ ତଦନ୍ତ କରିବା ସହକାରୀ ଶିକ୍ଷକ ବୃନ୍ଦ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ ପତ୍ରଦେଇ ଅନୁରୋଧ କରିଥିଲେ ।
କମିଶନର କିମ୍ବା ଜିଲ୍ଲାପ୍ରଶାସନ କୌଣସି ତଦନ୍ତ ନ କରି ଯଦି WEOଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତି ତାହା ହେଲେ ସହକାରୀ ଶିକ୍ଷକ ବୃନ୍ଦ ସମହ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ସୁରେଶ ସାହୁକାର ଆର,ଉଦୟଗିରି ବ୍ଳକର ସୁଣ୍ଡୁବା ଆଶ୍ରମ ବିଦ୍ୟାଳୟ ଥିବା ସମୟରେ ବିଦ୍ୟାଳୟ ଛାତ୍ରମାନଙ୍କୁ ନେଇ କାମ କରାଥିଲେ । ଜୀଲ୍ଲାସ୍ତରିୟ ସାମ୍ବାଦିକ ଭାଇମାନେ ମୋହନା ଅଞ୍ଚଳରୁ ଖବର ସଗ୍ରକରିବା ଏହି ଦୃଶ୍ୟଦେଖି ଫୋଟ ଉତଳନ କରିବା ସମୟରେ କେମେରା ଭାଙ୍ଗି ସାମ୍ବାଦିକ ମାନଙ୍କୁ ମାଡମାରିଥିଲେ । ଆକ୍ରମଣ ହୋଇଥିବା ସାମ୍ବାଦିକ ଆର,ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ସାହୁକାରଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିଲେ । ସେଥିରୁ ଖସିବା ପାଇଁ ବିଦ୍ୟାଳୟ ପିଲାମାଙ୍କୁ ରାସ୍ତାରୋକ କରାଇ ଥାନାରୁ ଖସିଥିଲେ ।
ସେହି ବ୍ୟକ୍ତି ଜଣକ ଯେଉଁ ବିଦ୍ୟାଳୟ ଗଲେ କିଛି ନାମ ଥିବାଭଳି କାମ କରୁଛନ୍ତି । ଦୁଇ ବ୍ଳକର ସହକାରୀ ଶିକ୍ଷକମାନେ ଲେଖି ଭାବେ ଦେଇଥିବା ଅଭିଯୋଗକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କୌଣସି ତଦନ୍ତ ନକରି ଏକ ତରଫା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ବିଭିନ୍ନ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚାହିଥିଲୁ ଯୋଗାଯୋଗ ହୋଇପାନଥିଲା । ତାଙ୍କ ମୋବାଇଲି ସୁଚିଅପ୍ ଥିଲାବା ଯୋଗୁ ଯୋଗଯୋଗ ହୋଇପାରିନଥିଲା । ଆମେସୁଣିବାକୁ ପାଉଛୁ ଯେ ଜିଲ୍ଲା ମଙ୍ଗଳ ଅଧିକାରୀ କୌଣସି ତଦନ୍ତ କରି ୩ଜଣ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ନେଇ WEOଙ୍କୁ ବଳାଙ୍ଗି ଜିଲ୍ଲାକୁ ବଦଳି ହୋଇଗଲା । ଯଦି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନେ ପିଲାଙ୍କ ଚାଉଳ ବିକ୍ରି କରୁଥିବାକୁ ରୋକିବାକୁ ଚାଲୁଥିବା WEO ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହା ବିଦ୍ୟାଳୟ ପିଲାଙ୍କ ଚାଉଳ ବିକ୍ର କରୁଥିବା ପ୍ରଧାନ ଶିକ୍ଷକଙ୍କ କାଯ୍ୟାନୁଷ୍ଠାନ ବଦଳରେ ରୋକୀଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ କି ନବନ ସରକାରଙ୍କ ସାଷନ କାର୍ଯ୍ୟାରେ ଏ କି ଅଜବମିତି ।

No Result
View All Result