ଏହି କାଳ ବୈଶାଖୀ ଯୋଗୁଁ ତ୍ରୀଶୁଳିଆ ବାଙ୍କୀ ମୁଖ୍ୟ ରାସ୍ତାର , ଆଦିମାତା ପୀଠ ସମ୍ମୁଖ ରେ OD07Z-1589 ଏକ ନାଲି ରଙ୍ଗର କାର ଉପରେ ,ହଠାତ୍ ଏକ ଆମ୍ବ ଗଛର ଡାଳ ଭାଙ୍ଗି ପଡିଥିଲା । କାରଟି ଚେପା ହୋଇଯାଇଥିବା ବେଳେ ,ଦୃଘଟଣାରୁ ଅଳ୍ପେକେ ବର୍ତ୍ତୀଲେ କାର ଭିତରେ ବସିଥିବା ବାପ ପୁଅ ।
ଆଜିର କାଳ ବୈଶାଖୀ ଯୋଗୁଁ ବାଙ୍କୀ ତ୍ରୀଶୁଳିଆ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଖବପାଇ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଁଚି ରାସ୍ତାରେ ଭାଙ୍ଗି ପଡିଥିବା ଗଛ ଡାଳକୁ କଟକରେ କାଟି ସଫା କରିବାରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

© 2023 Odisha Taza News.