ମେଲ ହେଲ୍ଥ ୱlର୍କର ଅଜିତ କୁମାର ଦାଶ,ୱାର୍ଡ ଆଟେନ୍ନାଣ୍ଟ ଶିବପ୍ରସାଦ ମିଶ୍ର ରେକର୍ଡ କିପର ଲିଜା ରଣା ଏବଂ ଆକାଉଣ୍ଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନ ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଅର୍ଥୋପେଡିକ ରୋଗୀ ମାନେ ଏଥି ପାଇଁ ବହୁ ହିନସ୍ଥା ହେଉଥିଲେ ଓ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ଢେ଼ଙ୍କାନାଳ ,କଟକ ଯାଉଥିଲେ ।

© 2023 Odisha Taza News.