କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନୀ ସରକାର, ଡବଲ ଇଞ୍ଜିନ୍ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଶିର୍ବାଦକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ରାଜ୍ୟରେ ଦୁର୍ନୀତି, କୁଶାସନ, ବେରୋଜଗାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଧାର୍ମିକ ଅସହିସ୍ମୃତା ଏହି ନିର୍ବାଚନରେ ପ୍ରସଙ୍ଗ ରହିଥିଲା । ଏହି ବିଜୟ ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କର୍ଣ୍ଣାଟକର ପ୍ରଦେଶ ସଭାପତି ଏବଂ କର୍ଣ୍ଣାଟକର ଅଗଣିତ କର୍ମୀ ଓ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜିର କର୍ଣ୍ଣାଟକର ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ କୁମାର ରାଉତରାୟ, ସୁରେଶ ମହାପାତ୍ର, କିଶୋର ଜେନା, ବନ୍ଦୀତା ପରିଡ଼ା,
ମାନସ ଚୌଧୁରୀ, ଯୁଧିଷ୍ଠିର ଜେନା, ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ୟାସିର ନୱାଜ, ଜିୟା ଉଲ୍ ହକ୍, ବାଙ୍କନିଧି ବେହେରା, ହଳଧର ସେଠୀ, ବିସ୍ମୟ ମହାପାତ୍ର , ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଗୀତାଞ୍ଜଳୀ ମହାନ୍ତି, ପ୍ରଣତୀ ମିଶ୍ର, କୁସୁମ ପ୍ରଧାନ, ଜୟଶ୍ରୀ ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ଜୟକୃଷ୍ଣ ମଲ୍ଲିଆ, ସଞ୍ଜୟ ମିଶ୍ର, ଲିଙ୍ଗରାଜ ସାହୁ,
ଜୟନାରାୟଣ ପଟ୍ଟନାୟକ, ଅଜୟ ସାହୁ, ସ୍ୱାଗତ କର, ଅଖିଳେଷ ଯାଦବ, ବୁନା ମହାନ୍ତି, ସୁରଜ ରାଉତ, ସାରରୁଖ୍ ଖାଁ, ଖଗେଶ୍ୱର ମଲ୍ଲିକ, ସାଗର ପଟ୍ଟନାୟକ, ନିଜଲ ଇସ୍ଲାମ, ମୁନା ପରିଡ଼ା, ଚିତ ନାୟକ, ଅଭିନାଷ ନନ୍ଦ, ରଞ୍ଜିତ ସେନାପତି, ଶ୍ରୀଧର ବଳିଆରସିଂ, ସୁଧାଂଶୁ ମହାନ୍ତି, ରସିକ ପଟ୍ଟନାୟକ, ସରୋଜ ଦାସ, ଉଦିଦ୍ ପ୍ରଧାନ, ବିରଞ୍ôଚ ଦାସ, ଦୁଲାଲ ପ୍ରଧାନ, ଜୟକୃଷ୍ଣ ସୁବୁଧି, ଅକ୍ଷୟ ଦାସ, ବରଦା ଦାସ, ନରୋତ୍ତମ ନାୟକ, ସାଗର ରଞ୍ଜନ ପରିଡ଼ା, ଅମେରଶ ପରିଡ଼ା ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର, ଯୁବ ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

© 2023 Odisha Taza News.