୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :- ଡ଼. ପ୍ରଦ୍ୟୁମ୍ନ ପ୍ରଧାନଙ୍କ ଧର୍ମପତ୍ନୀ ଦିଵଂଗତା ମିନାଶ୍ରୀ ପ୍ରଧାନ ଙ୍କ ସ୍ମୃତିରେ ପ୍ରିମିୟର ଲିଗ୍ ସପ୍ତ ଦୋଳ ମେଲଣ ପଡିଆ ଠାରେ ଏ.ପିଏଲ ସିଜିନ୍ ୧୧ ଅନୁଷ୍ଠିତ ହୋଇଯାଇଛି, ବାର ଦିନ ଧରି ଛଟି ଟିମ୍ ଦ୍ୱାରା ଆୟୋଜିତ ହୋଇଥିଲା 
ଦୀର୍ଘ ବାର ଦିନ ଧରି ଛଟି କ୍ରିକେଟ୍ ଟିମ୍ ଖେଳ ଚାଲିଥିଲା ବେଳେ ପରିଶେଷରେ ଦୁଇଟି ଟିମ୍ ମା ଝାଲେରି ଦେବୀ କ୍ରିକେଟ କ୍ଲବ୍ ଡାଙ୍ଗୁଆଁ ଏବଂ ଵାଙ୍କିଆ ପଲ୍ଲୀ କ୍ରିକେଟ ଟିମ୍ ବାଜିମାତ କରି
ସମ୍ମାନିତ ଅତିଥି ଚିଲିକା ବ୍ଲକ ବରିଷ୍ଠ ସଂଘଠକ୍ ଶ୍ରୀଯୁକ୍ତ ଉତ୍ପଳ ପାଇକରାୟ,ମାନସ ରଞ୍ଜନ ଶତୃଶଲ୍ୟ ସମିତି ସଭ୍ୟ,ସତ୍ୟ ନାରାୟଣ ନାୟକ ସରପଞ୍ଚ ଙ୍କ ପ୍ରତିନିଧି,ମାନସ ରଞ୍ଜନ ବୈରୀ ଗଞ୍ଜନ ଗୋଦାବରୀଶ ମହା ବିଦ୍ୟାଳୟ ର ଅଧ୍ୟାପକ ଏବଂ ବରିଷ୍ଠ ଅତିଥି ବୃନ୍ଧ, କ୍ରିକେଟ୍ ଏ.ପିଏଲ୍ ର ସମସ୍ତ ଆୟୋଜକ କରିଥିଲେ ଶ୍ରୀଯୁକ୍ତ କୂଳମଣୀ ବାରିକ, ପରିଶେଷ ରେ ସମସ୍ତ ଅତିଥି ଏବଂ ସମସ୍ତ ଟିମ୍ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,

© 2023 Odisha Taza News.